Latest Odisha News

BREAKING NEWS

Browsing Category

ଓଡିଶା

Odisha

ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ କିଟ୍‍ ଛାତ୍ର ସ୍ନେହାଦୀପ

ଭୁବନେଶ୍ୱର: ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ ଜଣେ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ । କାରଣ ଏହି ବୈଠକରେ ଅନ୍ୟମାନେ ପ୍ରାୟ ପ୍ରବୀଣ ଓ ବୟସ୍କ ଥିଲେ । ଛାତ୍ର ଜଣକ ନିଜ ପରିଚୟ ଦେଇ କହିଥିଲେ, “ମୁଁ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ”। ଏତିକିରେ ସମଗ୍ର…

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା କଟ୍ ଅଫ୍ ମାର୍କ, ଅନ୍ୟ କଲେଜଠୁ ପଛରେ ବିଜେବି ଓ ରେଭେନ୍ସା

ଭୁବନେଶ୍ୱର: ସ୍ନାତକରେ ନାମଲେଖା ପାଇଁ ଆଜି କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ୍ ଅନୁଯାୟୀ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳା ଓ ବିଜ୍ଞାନରେ ରାଜ୍ୟର ଅନ୍ୟ କଲେଜ ବିଜେବି ଓ ରେଭେନ୍ସାକୁ ପଛରେ ପକାଇଛନ୍ତି…

ସରକାରଙ୍କ ଉନ୍ନତ ଚିକିତ୍ସା ସେବାର ସତ, ବିଜୁଳି ବିଭ୍ରାଟ ପରେ ଟର୍ଚ୍ଚ ଲାଇଟରେ ହେଲା ଚିକିତ୍ସା

ସୁନ୍ଦରଗଡ: ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଜୁଳି ବିଭ୍ରାଟ ପରେ ରୋଗୀଙ୍କୁ ମୋବାଇଲ ଟର୍ଚ୍ଚ ଲାଇଟରେ କିତ୍ସା କରିଛନ୍ତି ଡାକ୍ତର। ଏହି ଘଟଣା ଏବେ ରାଜ୍ୟ ସରକାରଙ୍କ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ, ନିକଟରେ…

ବାହାନଗା ଟ୍ରେନ ଦୁର୍ଘଟଣା, ରିମାଣ୍ଡ ସରିବା ପରେ ତିନି ଅଭିଯୁକ୍ତ ଗଲେ ଜେଲ୍

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଶୁକ୍ରବାର ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ଯ…

ବେଆଇନ ବନ୍ଧୁକ ଚାଲାଣ ଉପରେ ଚଢାଉ, ତିନି ବନ୍ଧୁକ ସହ ତିନି ଅଭିଯୁକ୍ତ ଗିରଫ

ବାରିପଦା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ବଡସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମର ଯଦୁନାଥ ହାଁସଦାଙ୍କ ଘରେ ଚଢାଉ କରିଥିଲା। ଚଢ଼ଉ ବେଳେ ଏହି ଟିମ୍ ଲାଇସେନ୍ସ ନଥିବା ଦୁଇଟି ଦେଶୀ ବନ୍ଧୁକ ଠାବ କରିବା ସହ ହାଁସଦାଙ୍କୁ ଗିରଫ…

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ…

୧୮ରୁ ଅତି ପ୍ରବଳ ବର୍ଷା, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୧୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।…

ହଜିଗଲା ମାନବିକତା; ଦିବ୍ୟାଙ୍ଗ ଭାଣେଜୀକୁ ଦୁଷ୍କର୍ମ କଲା ମାମୁ

ବାରିପଦା: ସଂପର୍କରେ ଲାଗିଲା କଳଙ୍କର ଛିଟା  ।  ହଜିଗଲା ମାନବିକତା । ଯାହାକୁ ଭରସା କରିଥିଲା ସେ ସାଜିଲା ସୈତାନ ।  ଅସହାୟ ଝିଅର କରୁଣ ଚିତ୍କାର ତା ହୃଦୟକୁ ତରଳାଇ ପାରିଲାନି । ଶେଷରେ ପୁରୁଷର କାମନା ଜ୍ୱାଳାରେ ଜଳିଗଲା ଦିବ୍ୟାଙ୍ଗ ଝିଅଟିର ସବୁକିଛି । ଯାହାକୁ ମାମୁ ବୋଲି ଭାବି ଭରସା…

ଯଦି ପ୍ରଶାସନ ଲୋକଙ୍କ ଦୁଃଖ ଶୁଣୁଛି ତେବେ ସଚିବଙ୍କ ଗସ୍ତର ଆବଶ୍ୟକତା କ’ଣ-ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ବିରୋଧୀ ଦଳ ଟାର୍ଗେଟରେ ୫ଟି ସଚିବ ।  ବିଜେପି ପରେ କଂଗ୍ରେସ ମାରୁଛି ତୀର । ସାମ୍ବାଦିକ ସମ୍ମିଳନୀ କରି ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ…

ଶ୍ରୀମନ୍ଦିର ସହିତ ଜଡ଼ିତ ଗୁପ୍ତ କଥା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ମନ୍ଦିରରେ ଆଜି ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ, ଯାହାକୁ କେହି ମଧ୍ୟ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ ଲୁଚି ରହିଥିବା କିଛି ରହସ୍ୟ…