Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନର

ଭୁବନେଶ୍ଵର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନର । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ…

ଏମିତି ଚାଲିଛି ସରକାରୀ ଯୋଜନା: ଜମି ପଟ୍ଟା ମିଳିଲା ହେଲେ ଜମି କେଉଁଠି ଲୋକେ ଜାଣି ନାହାଁନ୍ତି

ନୂଆପଡା: ସରକାର ଗରିବ , ଅସହାୟ ଲୋକମାନଙ୍କ ଉନ୍ନତି ଲାଗି ମାଳ ମାଳ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଏବଂ ବୈମାତୃକ ମନୋଭାବ ଯୋଗୁଁ ଏହା ଏକ ପ୍ରହସନରେ ପରିଣତ ହୋଇଛି  ।  ପ୍ରକୃତ ହିତାଧିକାରୀ ନିଜ ହକ୍…

ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ୱର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ।  ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ…

ଆପଣ ଗ୍ରୀନ୍ ଟି ପିଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଦୈନନ୍ଦିନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆମେ ସମସ୍ତେ ଚିନ୍ତିତ। ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ରହିଛୁ। ବଢୁଥିବା ମେଦବହୁଳତା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲୋକମାନେ ପ୍ରାୟତଃ ଗ୍ରୀନ୍ ଟି ପିଇବା ଆରମ୍ଭ କରନ୍ତି । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ଟିରୁ ଆମକୁ କ’ଣ ଲାଭ…

ଆଜି ଜଟଣୀ ବିଧାୟକଙ୍କ ଜନ୍ମଦିନ..୮୦ ବର୍ଷରେ ପାଦ ଥାପିଲେ ସୁର ଭାଇ

ଭୁବନେଶ୍ୱର: ୮୦ ବର୍ଷ ବୟସ । ହେଲେ ପାଦ ଥକିନି । ପାଟି ବି ଥକିନି । ଯେଉଁଠି ଖୋଜିବ ସେଠି ହାଜର  । ସେମିତି ରାଜା ହସ..ମଉଜିଆ କଥା.. । ଆମେ କହୁଛୁ ସୁର ଭାଇଙ୍କ କଥା । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ କଥା । ଆଜି ସୁର ଭାଇ ୮୦ ବର୍ଷରେ ପାଦ ଦେଇଛନ୍ତି । ଆଜି…

ଫାଇଭ-ଟି ପ୍ରହସନ: ପ୍ରାଥମିକ ଶିକ୍ଷାର ବିକଟାଳ ଚିତ୍ର

ନୂଆପଡା: ସ୍ମାର୍ଟ ସ୍କୁଲ ନିର୍ମାଣ କରି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ସରକାର ବାହାବାହା ନେଉଛି ସତ ହେଲେ ନୂଆପଡା ଜିଲ୍ଲା ସିନାପାଲି ଓ ଖଡ଼ିଆଳ ବ୍ଲକରେ ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା…

ସାପ ଧରିବା ପାଇଁ ଗାଇଡଲାଇନ୍ ଜାରି: ପଞ୍ଜିକରଣ କରିବେ ରାଜ୍ୟର ସବୁ ସାପ ଧରାଳି

ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଜାରି ହେଲା ଗାଇଡଲାଇନ। ଜନବସତିରୁ ସାପ ଉଦ୍ଧାର କରିବା ଏବଂ ଅନ୍ୟ ଜାଗାରେ ଛାଡ଼ିବାକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ୍ ଲାଇନ ଜାରି କରିଛି। ରାଜ୍ୟରେ ଦିନକୁ ଦିନ ସାପ କାମୁଡା ଜନିତ ମୃତ୍ୟୁ ବୃଦ୍ଧି ହେବାରେ ଲାଗିଛି। ସାପ କାମୁଡାରେ ଗତ ୭…

ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ଵର: ଚନ୍ଦ୍ରଶେଖରପୁର ନନ୍ଦନନବିହାରରେ ଅଗ୍ନିକାଣ୍ଡ । ନନ୍ଦନବିହାର ସ୍କାୟେଟେକ୍ ଇନଫୋସିଟି ଭିଲାରେ ଅଗ୍ନିକାଣ୍ଡ । ତିନିମହଲା ଉପରେ ଲାଗିଛି ନିଆଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଭିତରୁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୂଚନା…

ସାନ ଜ୍ୱାଇଁର ଛୁରାମାଡ଼ରେ ଜଣଙ୍କ ମୃତ୍ୟୁ, ୪ ଗୁରୁତର ଆହତ

ପୁରୀ: ପାରିବାରିକ କଳହକୁ ନେଇ ସାନ ଜ୍ୱାଇଁର ଆକ୍ରମଣରେ ପରିବାରର ଜଣେ ମୃତ ଓ ୪ ଗୁରୁତର ଆହତ। ଏଭଳି ଅଭାବନାୟ ଘଟଣା ଘଟିଛି ପୁରୀ ଜିଲ୍ଲା ମାଳିଯାଗା ନିକଟରେ। ମୃତକ ହେଲେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ। ଆହତମାନେ ହେଲେ ମୃତ ସୌମ୍ୟଙ୍କ ମାଆ ଗୀତା ରାଣୀ ଦାସ, ବାପା ସୁକାନ୍ତ ପ୍ରଧାନ, ଆଈ…