Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ସିଡିଆର ଯାଞ୍ଚ କରୁଛି ପୋଲିସ

ଭୁବନେଶ୍ୱର: ଦୀପାଳି ବାର ଏବଂ ହୋଟେଲରେ ରମାଦେବା କଲେଜର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ଆତ୍ମହତ୍ୟା କି ହତ୍ୟା ସେ ନେଇ ତନାଘନା ଚାଲିଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଥିବାରୁ ଏବେ ସଂପୃକ୍ତ ବାରକୁ…

ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଛାତ୍ର ନିଖୋଜ

କଟକ: କଟକ ଉପକଣ୍ଠ ନରାଜ ବ୍ୟାରେଜ ନିକଟ ମହାନଦୀରେ ଗାଧୋଉଥିବା ବେଳେ ଗତକାଲି ଅପରାହ୍ନରେ ଦୁଇ ନାବାଳକ ନିଖୋଜ ହୋଇଯାଇଛନ୍ତି। ଦୁହେଁ ଏଠାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ନ୍ତି। ନିଖୋଜ ଦୁଇ ଛାତ୍ର ଉଭୟ ଷ୍ଟଆର୍ଟ ସ୍କୁଲର ଯୁକ୍ତ ଦୁଇ ଛାତ୍ର  ଦେବପ୍ରିୟ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ବୋଲି…

ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ୬୨ ନାବାଳକ/ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି…

ଥାନାରେ ଜମିଛି ମଦର ଆସର, ଭାଇରାଲ ଭିଡିଓରେ ପୋଲିସ କର୍ମଚାରୀ ଜଣଙ୍କ କିଏ କି?

ଢେଙ୍କାନାଳ: ଅଫିସ କାର୍ଯ୍ୟାଳୟରେ ଜମିଛି ମଦର ଆସାର। ପାଖରେ ଇଲେକ୍ଟି ଚୁଲାରେ ଚାଲିଛି ଚାଖଣା ପ୍ରସ୍ତୁତି। ଆଉ ବୋତଲରୁ ଟିକେ ଟିକେ ଗ୍ଲାସରେ ମଦ ରଖାଯାଇ ପେଗ୍ ପ୍ରସ୍ତୁତ କରାଯାଇଛି। ମୋଟଙ୍ଗା ଥାନାର ଜଣେ କନେଷ୍ଟବଳ ନିଜ କାର୍ଯ୍ୟାଳୟ ଭିତରେ ମଦ ପିଇବା ସମୟରେ ଏକ ଭିଡିଓରେ ନଜର ଆସିଛନ୍ତି।…

କଟକରେ ଅଜଣା ବ୍ୟକ୍ତିର ଗୁଳିରେ ଯୁବକ ମୃତ, ପୂର୍ବ ଶତ୍ରୁତା ସନ୍ଦେହ

କଟକ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ଗତକାଲି ଅପରାହ୍ନରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ମୃତକଙ୍କ ନାଁ ଚିନ୍ତାମଣି ସାହୁ ବୋଲି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଯୁବକଙ୍କ…

ଗଳାରେ ସଂକ୍ରମଣ: ଭୁଲ୍ ଔଷଧ ଦେଇ ଦୋକାନୀ ଅଟକ, ଝିଅ ଅସୁସ୍ଥ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଭୁଲ୍ ଔଷଧ ଯୋଗାଉଥିବା ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମେଡପ୍ଲସ ଫାର୍ମାସିରେ ନିଯୁକ୍ତି ପାଇଥିବା ଜଣେ ସେଲ୍ସମ୍ୟାନଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅର ଗଳାରେ ସଂକ୍ରମଣ ପାଇଁ ଔଷଧ…

ନକଲି ପୋଲିସ ସାଜି ପୋଲିସ ଅଧିକାରୀଙ୍କଠୁ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୪ ଅଭିଯୁକ୍ତ ଗିରଫ

କଟକ: ନିଜକୁ ସ୍ୱତନ୍ତ୍ର ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ଦୁଇ ଜଣ ପୁଲିସ କର୍ମଚାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ୪ ଜଣ ଠକଙ୍କୁ ମଙ୍ଗଳବାର କଟକ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମନୋଜ ପଟ୍ଟନାୟକ, ସରୋଜ କାନ୍ତ ଜେନା, ରାଜେଶ କୁମାର ଖୁଣ୍ଟିଆ, ସୁଶାନ୍ତ କୁମାର ସେଠୀ।…

ଜୁଲାଇରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୬୨ ନାବାଳକ, ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି । ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ…

ନାବେଟ୍‍ କ୍ୟୁସିଆଇ ରାଙ୍କିଂ-୨୦୨୩, କିଟ୍‍ ପଲିଟେକ୍‍ନିକ ଲଗାତର ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: କ୍ୱାଲିଟି କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍‍ନାଲ୍‍ ଆକ୍ରିଡିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍) କ୍ୟୁସିଆଇ ରାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର ପ୍ରଥମ…

ଶ୍ରୀକ୍ଷେତ୍ର ବେଳାଭୂମିରୁ ଅଢ଼େଇ ବର୍ଷର ରାଧାକୁ ଅପହରଣ ଅଭିଯୋଗ, ୧୩ ଦିନ ପରେ ବି ମିଳୁନି ପତ୍ତା

ପୁରୀ: ଅଢ଼େଇ ବର୍ଷର ରାଧା । ହସଖୁସିରେ ବାପାମାଆଙ୍କ ପଇଡ଼ ଠେଲା ପାଖରେ ଖେଳୁଥିଲା । ସବୁଦିନ ଭଳି ଝିଅକୁ ପାଖରେ ବସାଇ ପଇଡ଼ ବିକ୍ରିରେ ବ୍ୟସ୍ତ ଥିଲେ ବାପା ସଞ୍ଜୟ ଓ ମାଆ ସସ୍ମିତା । ଗ୍ରାହକଙ୍କୁ ଭଲ ପାଣି ଥିବା ପଇଡ଼ ଖୋଜି ଦେଉଥିଲେ ସଞ୍ଜୟ । ଆଉ ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ…