Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଗିଂ ନେଲା କି ଜୀବନ ! ହାଇଦ୍ରାବାଦରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ

ସୋନପୁର: ହାଇଦ୍ରାବାଦ ଆଇ.ଆଇ.ଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ  । ଏକ ବନ୍ଦ କୋଠରୀରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କର ମୃତେଦହ  । ମୃତ ଛାତ୍ରୀ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଡୁମୁରି ଗାଁର ଦୁଃଖିଶ୍ୟାମ ନାଏକଙ୍କ ଝିଅ ମମିତା  ବୋଲି ଜଣାପଡିଛି । ହଷ୍ଟେଲର ଏକ ବନ୍ଦ…

ଲଣ୍ଡନ ରାଜରାସ୍ତାରେ ଶାଢ଼ୀ ଶୋଭାଯାତ୍ରା: ଦେଖାଇଥିଲେ ହ୍ୟାଣ୍ଡଲୁମ ଝଲକ

ଲଣ୍ଡନ: ବିଶ୍ଵର ସାଂସ୍କୃତିକ ରାଜଧାନୀ ଲଣ୍ଡନ ନଗରୀର ରାଜରାସ୍ତାରେ ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ୀର ଅନନ୍ୟ ଓ ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ "ଇନସ୍ପାୟାରିଂ ଇଣ୍ଡିଆନ ୱିମେନ୍ ଗ୍ରୁପ"ର ସହଯୋଗରେ " ବ୍ରିଟିଶ ୱିମେନ…

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା କରାଯାଇଥିଲା ।…

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା; ସାମ୍ନାକୁ ଆସିଲା କଲ୍ ଡିଟେଲ ରିପାେର୍ଟ

ଭୁବନେଶ୍ୱର: ବାର ଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ଏପଟେ ଶୁଭଲକ୍ଷ୍ମୀର କଲ ଡିଟେଲ୍ସ ପୋଲିସର ହସ୍ତଗତ ହୋଇଥିବାବେଳେ ୨ୟ ବୟଫ୍ରେଣ୍ଡକୁ ଥାନାକୁ ଡାକି ଜେରା କରିଛି। ଶୁଭଲକ୍ଷ୍ମୀର ମୃତ୍ୟୁକୁ ନେଇ ପୋଲିସ ଅଡୁଆ ଜାଲରେ ଛନ୍ଦି ହୋଇପଡିଥିବାବେଳେ କଲ ଡିଟେଲ୍ସ ରିପୋର୍ଟରୁ…

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଯାଜପୁର: ବିଜେଡି ନେତା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ବିଦ୍ୟାଳୟରେ ପାଳନକୁ ନେଇ ବିବାଦ ତେଜୁଛି । ଆଉ ବିବାଦ ଭିତରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ ୯ରେ ଧର୍ମଶାଳାରେ ଜିଲ୍ଲା…

ଶିକାରୀଙ୍କ କବଜାରେ ଶିମିଳିପାଳ;୨୧ ଗିରଫ, ୧୬୫ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ଏବେ ଶିକାରୀ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ମାଳ ମାଳ ଶିକାରୀ ଜଙ୍ଗଲରେ ବୁଲୁଛନ୍ତି । ବନ୍ଧୁକ ମୂନରେ ଅବାଧରେ ପଶୁ ପକ୍ଷୀ ଶିକାର ଚାଲିଛି । ଫଳରେ ଜଙ୍ଗଲରେ ସର୍ଚ୍ଚ  ଅପରେସନକୁ ଜୋରଦାର କରାଯାଇଛି । ସର୍ଚ୍ଚ ଅପରେସନ ବେଳେ ୨୧ ଜଣ ଶିକାରୀଙ୍କୁ ଗିରଫ…

ଆଜି ଶ୍ରୀଜିଉଙ୍କ ବନକଲାଗି: ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଶେଷରେ ଆଜି ହେବ ଶ୍ରୀଜିଉଙ୍କର ବନକ ଲାଗି ନୀତି । ଚମକିବେ କାଳିଆ ସାଆନ୍ତ । ମହାପ୍ରଭୂଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଏହି ନୀତି ସମ୍ପନ୍ନ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ…

ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍, ୧୭୬୪ ଯାତ୍ରୀ କରିପାରିବେ ଯାତ୍ରା

ଜଟଣୀ: ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍। ପୂର୍ବରୁ ବ୍ୟବସ୍ଥା ଥିବା ଆଇସିଏଫ୍ ରେକ୍‌କୁ ମେମୁ ରେକ୍‌ରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବସିବା ଓ ଛିଡ଼ା ହୋଇ…

୧୮ ରେ ଜାଗା ମିଶନ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାଗା ମିଶନରେ ଉପକୃତ ହେବେ ଭୂମିହୀନ ବସ୍ତିବାସିନ୍ଦା। ସେମାନଙ୍କୁ ଭୂମି ଅଧୀକାର ପ୍ରମାଣପତ୍ର ପ୍ରଦାନ କରିବେ ରାଜ୍ୟ ସରକାର। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ…

ଓଡ଼ିଶାରେ ଶାହ କଲେ ନବୀନଙ୍କ ପ୍ରଶଂସା, ଦିଲ୍ଲୀରେ ପିନାକୀ କଲେ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ପଲ୍ଲୀରେ ବିଜେଡି-ବିଜେପି କର୍ମୀ ଓ ନେତା ପରସ୍ପରକୁ ଟାର୍ଗେଟ କରିବାକୁ ଯାଇ ମାରପିଟ ହେଉଥିବାର ନଜିର ରହିଛି। ଏବେ କିନ୍ତୁ ଦୁଇ ଦଳର ନେତା ପ୍ରତିପକ୍ଷ ଦଳର ନେତାଙ୍କୁ ପ୍ରଶଂସା କରିବା ଜାତୀୟ ରାଜନୀତିରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଅମିତ ଶାହ ଭୁବନେଶ୍ବର ଗସ୍ତରେ…