Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ଆଲର୍ଟ, ୩ ଘଣ୍ଟା ଧରି ଜାରି ରହିବ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଥିବା ବେଳେ କାଳବୈଶାଖୀ ନେଇ ପାଣିପାଗ ବିଭାଗ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ଯାଏ ଉପକୂଳ ଓଡ଼ିଶାର ଏହି ୩ ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ…

ଦୁର୍ଘଟଣା ରୋକିବା ପାଇଁ ଟ୍ରେନ ପୂଜା; ମା’ କାଳିଙ୍କ ଫଟୋ ଏବଂ ନୀଳଚକ୍ର ବାନା ରଖି ପୂଜାର୍ଚ୍ଚନା

ପୁରୀ: ଦୁର୍ଘଟଣା ଯେମିତି ଟ୍ରେନର ପିଛା ଛାଡୁନି । ବାହାନଗା ରେଳ ଦୁର୍ଘଟଣା ପରେ ଚାଲିଛି ସିରିଜ ରେଳ ଦୁର୍ଘଟଣା । ରେଳ ଦୁର୍ଘଟଣା ରୋକିବା ପାଇଁ ପୁରୀ ରେଳ ଷ୍ଟେଶନ ୭ ନମ୍ବର ପ୍ଲାଟଫର୍ମରେ ଅଭିନବ ଉପାୟରେ  ଧାରଣା ଦିଆଯିବା ସହ  ଟ୍ରେନ ପୂଜା କରାଯାଇଛି । ପୁରୀ ଜଗନ୍ନାଥ ସେନା ପକ୍ଷରୁ…

୧୪ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନାହିଁ ତ୍ରାହି, ପଶ୍ଚିମ ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ଏଥର ରଜରେ ଜାଳିବ ଖରା ! ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଏବେ ତ୍ରାହି ମିଳିବନି । ପାଣିପାଗ ବିଭାଗ ପକ୍ଷରୁ ଆଜିର ଆକଳନ ଅନୁସାରେ, ରାଜ୍ୟରେ ହିଟୱେଭ୍ ସ୍ଥିତି ୧୪ ତାରିଖ ଯାଏ ଲାଗି ରହିବ । ୧୫ରୁ ହେବ କାଳବୈଶାଖୀ ବର୍ଷା । ୨୪ ଘଣ୍ଟାରେ…

ବାହାଘର ଭୋଜିରୁ ୭ ବର୍ଷର ଝିଅ ଚୋରି ଅଭିଯୋଗରେ ଜଣେ ଅଟକ

ସୋନପୁର: ବାହାଘର ଭୋଜିରେ ଛୁଆ ଚୋରି । ପାଣି ପାଉଚ୍ ଦେବା ବାହାନାରେ ୭ ବର୍ଷର ନାବାଳିକାର ଝଅକୁ ଚୋରି କରି ନେବା ବେଳେ ଧରାପଡ଼ିଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ । ସୂଚନା ଅନୁଯାୟୀ,…

ବାହାନଗା ଷ୍ଟେସନରେ ଅଟକିବନି କୌଣସି ଟ୍ରେନ, କାରଣ କ’ଣ ଜାଣନ୍ତୁ

ବାଲେଶ୍ୱର:   ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ  ବାହାନଗା ରେଳ ଷ୍ଟେଶନରେ ଟ୍ରେନ ଚଳାଚଳ ସାମାନ୍ୟ ସ୍ୱାଭାବିକ ହେଉଥିବାବେଳେ  ପୁଣି ଏହା ଉପରେ  ଲାଗିଛି ବ୍ରେକ । ଏଣିକି ଏହି ଷ୍ଟେସନରେ ଅଟକିବନି କୌଣସି ଟ୍ରେନ ।  ପରବର୍ତ୍ତୀ ନୋଟିସ ମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି…

ରାଜ୍ୟ ସରକାର ଦଳିତ ବିରୋଧୀ କହି ବର୍ଷିଲା ବିରୋଧୀ ବିଜେପି

ଭୁବନେଶ୍ୱର: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତରାଇ କହିଛନ୍ତି ଯେ ରାଜ୍ୟ ସରକାର ଦଳିତ ବିରୋଧୀ। ଦଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ…

ଘରେ କରେଣ୍ଟ ଚାଲିଗଲେ ‘ପାଓ୍ବର କଟ୍’ କୁହାନଯାଉ, ଗଣମାଧ୍ୟମକୁ ଶକ୍ତିମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ମନ୍ତ୍ରୀ ଶୁଣିବାକୁ ଚାହୁଁ ନାହାନ୍ତି ଗଣମାଧ୍ୟମର 'ପାଓ୍ବର କଟ୍' ଶବ୍ଦ ବ୍ୟବହାର। ଖବର ପରିବେଷଣ ବେଳେ ଗଣମାଧ୍ୟମ ପାଓ୍ୱର କଟ୍ ନୁହେଁ ବରଂ ପାଓ୍ୱାର ଟ୍ରିପ୍ ବୋଲି କହିବା ଆବଶ୍ୟକ। ଏହା କହିଛନ୍ତି ବିଜେଡି ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଗୁରୁବାର ଅପରାହ୍ନରେ…

ଗଛରେ ପାଣି ଦେଉଥିଲେ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’-ପୁଅ ମୃତ

ବାଲେଶ୍ୱର:ସକାଳୁ ସକାଳୁ ଗଛରେ ପାଣି ଦେଉଥିଲେ । ହେଲେ କିଏ ଜାଣିଥିଲା ଗଛମୂଳେ ଏମିତି ଯମ ଛକି ବସିଛି ବୋଲି ? ଗଛରେ ପାଣି ଦେଉ ଦେଉ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ଜୀବନ ଚାଲି ଯାଇଛି । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ।…

ରାଜ୍ୟର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉ ନାହାନ୍ତି କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ସରକାରରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉନାହାନ୍ତି। ସାମ୍ପ୍ରତିକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏପରି କହି ସମାଲୋଚନା କରିଛନ୍ତି। ଭୁବନେଶ୍ୱରରେ ଦିଲ୍ଲୀପ ଶତପଥୀ ସ୍ମାରକୀ…

ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରତ୍ୟକ୍ଷଦର୍ଶୀ କହିଲେ ଦୁୁର୍ଘଟଣା ବେଳେ ସାଂସଦ ଥିଲେ ଗାଡିରେ

ବଲାଙ୍ଗୀର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟଣାରେ ନିକଟରେ ବଲାଙ୍ଗୀରରେ ଘଟିଥିବା ମର୍ମନ୍ତୁଦ ଘଟଣା ଏବେ ନୂଆ ମୋଡ଼ ନେଇଛି, କାରଣ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି। ପ୍ରମୋଦ ବେହେରା ନାମକ ଏହି ସାକ୍ଷୀ…