Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଡ଼ୋଶୀଙ୍କ ବିବାହରେ ନାଚିଲେ ବୋଲି ସ୍ତ୍ରୀକୁ ଶାବଳରେ ପିଟି ମାରି ଦେଲା ସ୍ୱାମୀ

ବାଲେଶ୍ୱର: ସ୍ତ୍ରୀ ଖୁସିରେ ନାଚିବାରୁ ଜୀବନ ନେଇଗଲା ସ୍ୱାମୀ। ପୋଡ଼ୋଶୀ ବିବାହ ଉତ୍ସବରେ ନାଚିବାରୁ ସ୍ତ୍ରୀକୁ ଶାବଳରେ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ। ମିଳିଥିବା ସୂଚନା ଅନୁସାରେ, ପାଇକପଡ଼ା…

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି…

କେନ୍ଦୁଝରର ସବୁ ପ୍ରମୁଖ ସହରରେ କାର୍ଯ୍ୟକାରୀ ହେବ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ପାଣ୍ଡିଆନ୍ ଆଜି ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା…

ବିଧାୟକ ପାଣ୍ଠିରୁ କାମ ପାଇଁ କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ: ମହମ୍ମଦ ମୋକିମ୍

ଭୁବନେଶ୍ୱର: କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଅଭିଯୋଗ ଆଣି କହିଛନ୍ତି, ବିଧାୟକ ପାଣ୍ଠିରୁ କାମ କରାଗଲେ ବି କିଛି ସରକାରୀ ଅଧିକାରୀ କମିଶନ ବା ଲାଞ୍ଚ ମାଗୁଛନ୍ତି । ଶନିବାର ଗଣମାଧ୍ୟମରେ ବାରବାଟୀ-କଟକ ବିଧାୟକ ମୋକିମ୍ କହିଛନ୍ତି, ସରକାରୀ…

‘ସମ୍ବଲପୁର’ ଛାଡ଼ି ଦେବ କି ବିଜେଡି ?

ଭୁବନେଶ୍ୱର: ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏମିତି ଅପ୍ରତ୍ୟାଶିତ ଭାବେ ରୋହିତଙ୍କୁ ବାଦ ଦିଆଯିବା ରାଜନୈତିକ ମହଲକୁ ଚକିତ କରିଛି। ଏଭଳି ସ୍ଥିତିରେ ସମ୍ବଲପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମ ଓଡିଶାର…

ଉପକୂଳରେ ଗୁଳୁଗୁଳି, ଜଳୁଛି ପଶ୍ଚିମ ଓଡ଼ିଶା; ୮ ସହରରେ ୪୪ ଡେଇଁଲା ପାରଦ

ଭୁବନେଶ୍ୱର: ଅସହ୍ୟ ଗରମରେ ଜଳୁଛି ପଶ୍ଚିମ ଓଡ଼ିଶା । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବାସୀ । ଆଜି ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୨୦ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା…

ମହିଳାଙ୍କ ସମ୍ମାନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି: ପରସ୍ପର ଉପରେ ବର୍ଷିଲେ ଲେଖାଶ୍ରୀ-ଶ୍ରୀମୟୀ

ଭୁବନେଶ୍ୱର:  ମହିଳାଙ୍କ ସମ୍ମାନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଏହାକୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ, କାଦୁଅଫିଙ୍ଗା ।  ମହିଳାଙ୍କୁ ସବୁଠୁ ଅଧିକ ଅତ୍ୟାଚାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ । ମହିଳାଙ୍କୁ ଭୋଟବ୍ୟାଂକ ପାଇଁ ଅଧିକ ବ୍ୟବହାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ ।…

ରାଜ୍ୟ ସରକାରଙ୍କୁ ହିସାବ ମାଗିଲା ବିଜେପି: କୁଆଡେ ଗଲା ବିପର୍ଯ୍ୟୟ ପରିଚାଳନା ପାଇଁ ଆସିଥିବା ୧୨୧୫ କୋଟି ?

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ପାଇଁ ଗତ ୧୨ ବର୍ଷରେ ରାଜ୍ୟର ୧୫ଟି ବିଭାଗକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ତାର ଖର୍ଚ୍ଚ କାହିଁକି ଦେଉନାହାନ୍ତି ରାଜ୍ୟ ସରକାର ? କାହିଁକି ପଇଠ କରି ନାହାନ୍ତି ୟୁସି ? ୧୨୧୫.୭୧ କୋଟି ଟଙ୍କାର ହିସାବ ମିଳୁନି…

ବାହାନଗା ଟ୍ରେନ୍ ଦୁର୍ଘଟଣା, ମୃତଦେହର ଦାବିଦାର ନ ଆସିଲେ ବୈଜ୍ଞାନିକ ପଦ୍ଧତିରେ ହେବ ଶବ ସତ୍କାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଇତି ମଧ୍ୟରେ ୨୦୦ରୁ ଅଧିକ ମୃତଦେହକୁ ପ୍ରଶାସନ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି । ତଥାପି ଏବେ ବି ଭୁବନେଶ୍ୱର ଏମ୍ସରେ ରହିଛି ଆଉ ୮୧ଟି ମୃତଦେହ । ୮ ଦିନ ଧରି ମୃତଦେହ ଗୁଡ଼ିକୁ ସଂରକ୍ଷିତ ରଖା…

ବିଜେପିର ଜନସମ୍ପର୍କ ଅଭିଯାନ: ୧୦ ଦିନିଆ ଆସାମ ଗସ୍ତରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୯ ବର୍ଷ କ୍ଷମତାରେ ରହିଲା ବିଜେପି ସରକାର ।  ୯ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି  ଦେଶବ୍ୟାପୀ ମହା ଜନସଂପର୍କ ଅଭିଯାନ  । ଏହି ଅଭିଯାନକୁ ସଫଳ କରିବା ପାଇଁ ୨୮୮ ଜଣ ବରିଷ୍ଠ ଜାତୀୟ ସ୍ତର…