Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୭ରେ ଢେଙ୍କାନାଳ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

 ଭୁବନେଶ୍ୱର: ଧୀରେ ଧୀରେ ବଢିଲାଣି ନିର୍ବାଚନୀ ଉଷ୍ମତା । ଗ୍ରାସରୁଟରୁ ଆରମ୍ଭ କରୁଛନ୍ତି ପ୍ରସ୍ତୁତି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ। ଏହି କାର୍ଯ୍ୟକ୍ରମ ଅବସରରେ ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।     …

ରାଜଧାନୀରେ ସକାଳୁ ପାରା ୩୦ ଡିଗ୍ରୀ ପାର୍; ଆଗାମୀ ୫ ଦିନ ଜାରି ରହିବ ଗୁଳୁଗୁଳି

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଗୁଳୁଗୁଳି ଅସମ୍ଭାଳ ହେଲାଣି। ଘରୁ ବାହାରିଲେ ଝାଳରେ ବୁଡ଼ିବା ସହ ଅଣନିଃଶ୍ୱାସୀ ଲାଗୁଛି। ଆଉ ଘର ଭିତରକୁ ଆସିଲେ ବାରମ୍ବାର ବିଦ୍ୟୁତ୍ କାଟ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ଆହୁରି ବିରକ୍ତିକର। ସକାଳ ସାଢେ ୫ ଟା ସୁଦ୍ଧା ରାଜଧାନୀର ତାପମାତ୍ରା…

ପରକୀୟା ପ୍ରୀତି ସନ୍ଦେହରେ ବଳି ପଡ଼ିଲା ୫ ବର୍ଷର ଶିଶୁ, ମାରି ଟାଙ୍ଗି ଦେଲା ବାପା

ରାଉରକେଲା: ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ନିଜ ୫ ବର୍ଷର ଶିଶୁ ପୁତ୍ରକୁ ମାରି ଟାଙ୍ଗି ଦେଲା ବାପା। ଶନିବାର ସକାଳେ ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଅଭିଯୁକ୍ତ ଜଣଙ୍କ ହେଲେ ରାଜୁ ଲାକ୍ରା। ଖବର ପାଇ ପୁଲିସ  ଘଟଣା ସ୍ତଳରେ ପହଞ୍ଚି…

କୋର୍ଟ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସରକାର ଦେବେ ସ୍ୱତନ୍ତ୍ର ଭତ୍ତା

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟ କର୍ମଚାରୀମାନେ ପିନ୍ଧିବେ ନିୟମିତ ୟୁନିଫର୍ମ। ଏହି ୟୁନିଫର୍ମ ପାଇଁ ସରକାର ଦେବେ ସ୍ୱତନ୍ତ୍ର ଭତ୍ତା। ପୁରୁଷ କର୍ମଚାରୀମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିଭଳି ମହିଳା କର୍ମଚାରୀମାନେ ଧଳା ରଙ୍ଗର…

ଖୋର୍ଦ୍ଧାରେ ଗୁଳିମାଡ଼ ଘଟଣା, ବ୍ରାଉନସୁଗାର ମାଫିଆଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖୋର୍ଦ୍ଧା ସାମନ୍ତରାୟ ଛକରେ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନିଶା ବେପାରୀ ସୋମନାଥ। ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ଘରୋଇ…

କୋରାପୁଟ କଂଗ୍ରେସ ମୁଖିଆ ପଦରୁ ହଟିଲେ ତାରାଙ୍କ ପତ୍ନୀ ମିନାକ୍ଷୀ, ତେଜିଲା କନ୍ଦଳ!

କୋରାପୁଟ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶାରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି କରିଛି। ଏହି ଅଦଳବଦଳ କ୍ରମରେ କୋରାପୁଟ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ନିର୍ବାଚିତ ବିଜେପି ପ୍ରତିନିଧି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁ ନାହାନ୍ତି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତା ମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷାକରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା…

ପ୍ରେମିକାକୁ ଉପହାର ପାଇଁ: ଚୋରି ଫୋନରେ ଥିବା ଆପ ଜରିଆରେ ନିଜ ଆକାଉଣ୍ଟକୁ ୧.୭ ଲକ୍ଷ ଟଙ୍କା ଟ୍ରାନସଫର କଲା ଯୁବକ

କୋରାପୁଟ: ନିଜ ପ୍ରେମ କେତେ ଗଭୀର ପ୍ରେମିକାକୁ ପ୍ରମାଣ ଦେବାକୁ ଜଣେ ପ୍ରେମିକ କ'ଣ କରିବା ଦରକାର । ଥରେ ଅନୁମାନ କରନ୍ତୁ କଣ କରିପାରିବେ । କିନ୍ତୁ କୋରାପୁଟ ସହରର ଜାନିଗୁଡାରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ହତବାକ କରିଛି । ଆଉ ପ୍ରେମ କରି ଏଭଳି ଉପହାର କେଉଁ ପ୍ରେମିକା…

ଟ୍ରେନ ଦୁର୍ଘଟଣା: ଏସସିବିରେ ବିଭିନ୍ନ ରାଜ୍ୟର ୧୧୧ ଯାତ୍ରୀଙ୍କ ଚିକିତ୍ସା ଚାଲିଛି

କଟକ: ନିକଟରେ ବାଲେଶ୍ୱରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ଭୟଙ୍କର ଦୁର୍ଘଟଣା ଭାବେ ରେକର୍ଡ କରାଯାଇଛି। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି ଏବଂ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ସମେତ ବିଭିନ୍ନ…

ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିଛନ୍ତି । ଏହା ସେଣ୍ଟର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ତ୍ୱରାନ୍ୱିତ କରିବ…