Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିଟଫଣ୍ଡ ଭଳି ମହାଜନୀ କାରବାର ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଲେଖାଶ୍ରୀ

ଭୁବନେଶ୍ୱର: ବେସରକାରୀ ଫାଇନାନ୍ସ କମ୍ପାନୀ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର । ଭୁବନେଶ୍ୱରରେ ଡେଙ୍ଗୁ ଯେମିତି ବ୍ୟାପିଛି ବେସରକାରୀ ଅନିୟନ୍ତ୍ରିତ ଫାଇନାନ୍ସ କମ୍ପାନୀମାନେ ଠିକ୍ ସେମିତି ଓଡ଼ିଶାସାରା ମାତିଛନ୍ତି । ଆଜିବି ଓଡ଼ିଶାରେ ମହାଜନୀ…

୫ ଦିନ ଯାଏ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ ବର୍ଷା ହେବ । ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,…

ହେଲମେଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର

ବଲାଙ୍ଗିର: ଗାଡ଼ି ଚଲାଉ ନାହାନ୍ତି ବରଂ ଡାକ୍ତର ରୋଗୀ ଦେଖୁଛନ୍ତି, ହେଲମେଟ୍ ପିନ୍ଧି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଣ୍ଡମୁଦ ସ୍ୱାସ୍ଥ୍ୟକେନ୍ଦ୍ରରେ । ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ହେଲମେଟ୍ ପିନ୍ଧି ରୋଗୀ ଦେଖିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର…

ରାଜଧାନୀରୁ ନିଖୋଜ ଛାତ୍ର ଟିଟିଲାଗଡରୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର

ଭବନେଶ୍ୱର: ଟିଟିଲାଗଡରୁ ଉଦ୍ଧାର ହେଲେ ରାଜଧାନୀରୁ  ନିଖୋଜ ଛାତ୍ର । ଗତକାଲି ଠାରୁ ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି  ନ ପାଇବା ପରେ ଚନ୍ଦକା ଥାନାର ଦ୍ୱାରସ୍ଥ  ହୋଇଥିଲେ । ପୋଲିସ ସେମାନଙ୍କୁ  ଆଜି ଟିଟିଲାଗଡରୁ ଠାବ କରିଛି ।…

ରତ୍ନଭଣ୍ଡାର ଖୋଲିବା ମାମଲା, ପୁରୀ ଗଜପତି ମହାରାଜାଙ୍କ ସହ ୩ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ୪ ଜଣଙ୍କୁ ନୋଟିସ୍ କରିଛନ୍ତି କୋର୍ଟ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ୩ ଜଣ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା…

ଲାଞ୍ଚ ନେଉଥିଲେ ଆରଆଇ; ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ୨୫ ହଜାର ଟଙ୍କା ପାଇଁ ଏବେ  ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଲାଞ୍ଚ ନେବାବେଳେ  ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ।…

ରାଜଧାନୀରୁ ଛାତ୍ର ନିଖୋଜ: ଗତକାଲିଠୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି

ଭବନେଶ୍ୱର: ରାଜଧାନରୁ ଛାତ୍ର ନିଖୋଜ । ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଛନ୍ତି  । ଗତକାଲିଠାରୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି ଏହି ଦୁଇ ଛାତ୍ର । ପିଲାଙ୍କୁ ଖୋଜି ଆଣିବା ପାଇଁ ପରିବାର ଲାେକେ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇ ନେହୁରା ହୋଇଛନ୍ତି । ନିଖୋଜ ଛାତ୍ର…

ବୌଦ୍ଧରେ ବିଜେପି କର୍ମୀଙ୍କ ନାରା-‘ପାଣ୍ଡିଆନ୍ ଫେରିଯାଅ’

ବୌଦ୍ଧ: ପ୍ରଥମେ ଜଗତସିଂହପୁର, ତା ପରେ ସୁବର୍ଣ୍ଣପୁର ଏବଂ ଆଜି ବୌଦ୍ଧରେ ୫ଟି ସଚିବଙ୍କୁ ବିରୋଧ ।  ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକର୍ତ୍ତାମାନେ ବୁଧବାର କଳା ପତାକା ପ୍ରଦର୍ଶନ କରି ୫ଟି ସଚିବଙ୍କ ବୌଦ୍ଧ ଗସ୍ତକୁ ବିରୋଧ କରିଛନ୍ତି । ଏଥିସହିତ  ବିଜେପି…

ଦୁଇ ବସ ମୁହାଁମୁହିଁ ଧକ୍କା; ଡ୍ରାଇଭରଙ୍କ ସମେତ ୧୬ ଆହତ

ବାଲେଶ୍ୱର: ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବସ ମୁହାଁମିହିଁ ଧକ୍କା । ଉଭୟ ଗାଡିର ଡ୍ରାଇଭର ଗୁରୁତର । ସୋମାନଙ୍କୁ ମିଶାଇ ମୋଟ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି  ବାଲେଶ୍ୱର ଜିଲ୍ଲା ଟାମୁଳିଆ ଓଭର ବ୍ରିଜ ଉପରେ  ।  ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର…