Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱର, କଟକରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ଅନୁଭୂତ ହୋଇଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ; ପାସ ହାର ୭୮.୮୮%

ଭୁବନେଶ୍ୱର: ପ୍ରକାଶ ପାଇଲା  +୨ କଳା ପରୀକ୍ଷା ଫଳ ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି ।  ଛାତ୍ରଛାତ୍ରୀମାନେ -www.orissaresults.nic.inରେ   ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର  ପାସ ହାର ୭୮.୮୮ ପ୍ରତିଶତ…

ଅଣସର ସମୟରେ ସମସ୍ତ ନୈବେଦ୍ୟ ସମର୍ପଣ କରନ୍ତି ପତିମହାପାତ୍ର

ପୁରୀ: ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବା ପୂଜା ଓ ଉପଚାର। ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ…

ଭଙ୍ଗା ଯାଇପାରେ ବାହାନଗା ସ୍କୁଲରେ ମୃତଦେହ ରଖା ଯାଇଥିବା କୋଠରୀ, ଡରୁଛନ୍ତି ପିଲା !

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ବାହାନଗା ବଜାର ହାଇସ୍କୁଲର କୋଠରୀ ଭଙ୍ଗା ଯାଇପାରେ । ଆଜି ବାଲେଶ୍ୱର ଜିଲ୍ଲାପାଳ ହାଇସ୍କୁଲ୍ ପରିଦର୍ଶନ ପରେ ଏ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ମୃତଦେହ ରଖାଯାଇଥିବା…

ଏପିଜେ କଲାମ ଦ୍ୱୀପରୁ ’ଅଗ୍ନି ପ୍ରାଇମ୍’ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଡିଆରଡିଓ ପକ୍ଷରୁ ଡକ୍ଟର ଏପିଜେ ଅବ୍ଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ କରାଯାଇଛି । ବିମାନରୁ ରାତିରେ ହୋଇଥିବା ପରୀକ୍ଷଣରେ ବାଲିଷ୍ଟିକ ମିସାଇଲ୍ ’ଅଗ୍ନି ପ୍ରାଇମ୍’ସମସ୍ତ ଟାର୍ଗେଟକୁ ଧ୍ୱଂସ କରି ଦେଇଛି । ତିନିଥର ସଫଳ ପରୀକ୍ଷଣ…

ବାହାନଗା ଟ୍ରେନ ଦୁର୍ଘଟଣା: ଏମ୍ସରେ ଏବେ ବି ୮୨ ଶବ ରହିଛି କହିଲେ ବିଏମସି କମିଶନର କୁଲାଙ୍ଗେ

ଭୁବନେଶ୍ୱର: ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧୧ ଜଣ ମୃତକଙ୍କ ଶବ ପଠାଯାଇଛି, ଅନ୍ୟ ୮୨ରୁ ଅଧିକ ଶବ ବର୍ତ୍ତମାନ ଏମ୍ସ-ଭୁବନେଶ୍ୱରରେ ରହିଛି ଏବଂ ଦାବିଦାରଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଡିଏନଏ ଟେଷ୍ଟ ଅପେକ୍ଷାରେ ଅଛନ୍ତି। ସେଥି…

ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଭୁବନେଶ୍ୱର: +୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛି ସିଏଚ୍‌ଏସ୍‌ଇ  ।www.orissaresults.nic.in  ଲଗ ଇନ କରି ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ସିଏଚ୍‌ଏସ୍‌ଇ ସୂଚନା ଅନୁଯାୟୀ, ଆଜି…

ଜୁନ ୯ରେ କେରଳ ଛୁଇଁପାରେ ମୌସୁମୀ, ରଜରେ ଭିଜିପାରେ ଓଡ଼ିଶା

ନୂଆଦିଲ୍ଲୀ:ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ । ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ,  ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ରଜ ସୁଦ୍ଧା ମୌସୁମୀ…

ବ୍ରାଉନସୁଗାର ମାଫିଆ ସୋମନାଥକୁ ୫ ରାଉଣ୍ଡ ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳକୁ ଗୁଳିମାଡ଼। ରାତିରେ ପିକ୍ଅପ୍ ଭ୍ୟାନରେ ଆସି ୫ ରାଉଣ୍ଡ ଗୁଳି ଫୁଟାଇଲେ ଅଜଣା ଦୁର୍ବୃତ୍ତ। ଘଟଣାସ୍ଥଳରୁ ତିନିଟି ଖୋକା ଜବତ କରିଛି ପୋଲିସ। ତେବେ ସୋମନାଥକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା…

ମାଲଗାଡି ଟ୍ରେନ ତଳେ ଚାପି ହୋଇ ୬ ଶ୍ରମିକଙ୍କ ମୃତ୍ଯୁ ଘଟଣାରେ ଖୋର୍ଦ୍ଧା ଡିଆରଏମଙ୍କ ତଦନ୍ତ ଜାରି

ଯାଜପୁର: ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଏକ ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ୍ ଚକା ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ଜୀବନ ଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ଡିଭିଜନାଲ ରେଲଓ୍ୱେ ମ୍ୟାନେଜର (ଡିଆରଏମ)ଙ୍କ ନେତୃତ୍ୱରେ ରେଳବାଇର ଏକ ଟିମ୍ ବିନା ଇଞ୍ଜିନରେ ଟ୍ରେନ କିପରି ଗଡିଲା…