Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ : ଆଜି କୋରାପୁଟ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । ଜୟପୁର ଜାତୀୟ ରଜପଥ ୨୬ ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଆଜି କୋରାପୁଟ ଜିଲ୍ଲା ବନ୍ଦ…

ନବୀନ-ନୀତିଶ ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ, ମେଣ୍ଟ ସମ୍ପର୍କରେ କିଛି ଆଲୋଚନା ହେଲାନି

ଭୁବନେଶ୍ୱର: ନବୀନ ନିବାସରେ ଦୁଇ ମଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହେଲା । ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଲା ଆଲୋଚନା । ହେଲେ ମେଣ୍ଟ ସମ୍ପର୍କରେ ନୁହେଁ । ଜମି ପ୍ରଦାନ ସମ୍ପର୍କରେ  । ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ନବୀନ-ନୀତିଶ ସାକ୍ଷାତ…

ବନ ବିଭାଗର ଦୀର୍ଘ ୫ ଘଣ୍ଟା ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ହାତୀ

ଅନୁଗୁଳ : ପଣସ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଫସିଗଲା ହାତୀ । କୌଣସି ଅସାବଧାନତା କାରଣରୁ ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ ହାତୀ । ଦୀର୍ଘ ୫ ଘଣ୍ଟା ପରେ ବନ ବିଭାଗ ପ୍ରଚେଷ୍ଟା ପରେ ହାତୀ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ , ଗତ ରାତିରେ ହାତୀଟି ପଣସ…

ଲାଞ୍ଚ ନେଇ ଧରା ପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି ଶିବ ପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବରିଷ୍ଠ କିରାଣି ଶିବଙ୍କ ସହ ଅନ୍ୟ ଜଣେ ହେମକାନ୍ତ ବିଶିଙ୍କୁ ଭିଜାଲନ୍ସ ଲାଞ୍ଚ ଟଙ୍କା ସହ ଧରିବାରେ ସଫଳ ହୋଇଛି । ଜମି ପଞ୍ଜିକରଣ ଲାଗି ୬ଟି…

ନବୀନ ନିବାସରେ ନୀତିଶ କୁମାର, ଏୟାରପୋର୍ଟରୁ ସିଧା ଗଲେ ଭେଟିବାକୁ…

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ନବୀନ ନିବାସ ଯାଇଛନ୍ତି । ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି ନୀତିଶ କୁମାର । ସୂଚନା ଅନୁସାରେ, ୨ ମୁଖ୍ୟମନ୍ତ୍ରୀ…

ମୋହନଗିରିରେ ପୋଲିସ-ମାଓବାଦୀ ଏନକାଉଣ୍ଟର; ୩ ନକ୍ସଲ ମୃତ

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାପ୍ତାହିକ ବଜାରରେ ଆଜି ସିବିଲ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ମାଓବାଦୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି  । ସୂଚନା ଅନୁଯାୟୀ,  ଆଜି  ସିପିଆଇ ମାଓବାଦୀ ଓଡିଶା କମିଟି ୫ ଜଣ ମାଓବାଦୀ…

ବାଇକରେ ଯାଉଥିଲେ ବାପା-ଦୁଇ ଝିଅ; ପଛପଟୁ ପିଟିଦେଲା ବସ୍, ଚାଲିଗଲା ସାନ ଝିଅର ଜୀବନ

ବଲାଙ୍ଗିର:ଆଧାରକାଡ ଅପଡେଟ ପାଇଁ ବାପାଙ୍କ ସାଙ୍ଗରେ ଯାଉଥିଲେ । ହେଲେ ଆଧାରକାର୍ଡରୁ ସବୁଦିନ ପାଇଁ ଝିଅର ଏମିତି ନାଁ ହଜିଯିବ ବୋଲି କିଏ ଭାବିଥିଲା ? ବାପାଙ୍କ ସହ ବାଇକରେ ଆସୁଥିବାବେଳେ ବାଟରେ ଯେମିତି ଜଗି ବସିଥିଲା ଯମ । ଅଧା ରାସ୍ତାରେ ଚାଲିଗଲା ଝିଅର ଜୀବନ । ଏମିତି ଏକ ଦୁଃଖଦ…

୨୪ ଦିନର ସଂଘର୍ଷ ପରେ ଆଖିବୁଜିଲା କଲରାପତରିଆ ବାଘ

ନୂଆପଡା : ଅସୁସ୍ଥ କଲରାପତରିଆ ବାଘର ଆଜି ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି । ପୂର୍ବରୁ ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା । ଦୀର୍ଘ ୨୪ ଦିନପରେ ଆଜି ବନବିଭାଗ କାର୍ଯ୍ୟାଳୟରେ ବାଘର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର…

ବଢିଲା ତାତି; ସକାଳୁ ସକାଳୁ ଅସହ୍ୟ ଦେଲା ଗରମ ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱର:ରାଜ୍ୟରେ ବଢୁଛି ତାତି । ଅସହ୍ୟ ହେଉଛି ଗୁଳୁଗୁଳି । ରାଜଧାନୀରେ ସକାଳ ୮ଟା ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ଥିବାବେଳେ ଆଦ୍ରତା ୭୯ ପ୍ରତିଶତ ରହିଛି । ଗତକାଲିଠାରୁ ମଧ୍ୟ ଆଜି ତାତି ଅଧିକ ରହିଛି । ତାପମାତ୍ରା ଏବଂ ଆଦ୍ରତା ଆହୁରି ବଢିବାର ସମ୍ଭାବନା ରହିଛି । ସକାଳୁ ସକାଳୁ…

ଭାରି ପଡ଼ିଲା ଖାଦ୍ୟ ଲୋଭ : ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଲା ହାତୀ

ଅନୁଗୁଳ : ବିପଦ ମୁହଁକୁ ଟାଣି ନେଲା ଖାଦ୍ୟ ଲୋଭ । ଭାରି ପଡ଼ିଲା ପଣସ ଖାଇବା ନିଶା । ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଗଲା ମାଇ ହାତୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଦେଖିବାକୁ ମିଳିଛି । ଗତ ରାତିରେ ହାତୀଟି ପଣସ ପାଚିଥିବାର ବାସ୍ନା ପାଇ ବନଖଣ୍ଡ…