Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି…

ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାଁ  ମନୋଜ ବିଶ୍ୱାଳ ଓ ତାଙ୍କର ଘର ବସୋଇ ଗାଁରେ ବୋଲି ଜଣାଯାଇଛି ।  ପ୍ରେମ ଜନିତ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି…

ପଦ ମିଳିବା ପରେ ମୁହଁ ଫୁଲାଇଲେ କଂଗ୍ରେସ ନେତା

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ପିସିସି ନୂଆ କମିଟି ଘୋଷଣା କରିଛି। ନୂଆ କମିଟି ଦେଖିଲେ ସମସ୍ତଙ୍କୁ ସାଙ୍ଗରେ ନେଇଯିବା ପାଇଁ ଏକ ସନ୍ତୁଳନ କମିଟି ତିଆରି ହୋଇଥିଲା ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଥିବା ବେଳେ ଦଳରେ କିନ୍ତୁ ଆରମ୍ଭ ହୋଇଛି ମୁହଁଫୁଲାଫୁଲି…

ବିଜେଡିକୁ ହିନ୍ଦୁ ବିରୋଧୀ କହିଲା ବିଜେପି, ଶାସକ ଦଳ କହିଲା ହିଂସା ଯେଉଁଠି ବିଜେପି ସେଇଠି

ଭୁବନେଶ୍ୱର: ସମ୍ବଲପୁର ହିଂସାକାଣ୍ଡକୁ ନେଇ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଜେପି ଅଭିଯୋଗ କରିଛି ଯେ, ବିଜେଡିର ହିନ୍ଦୁ ବିରୋଧୀ ମାନସିକତା ରହିଛି ଏବଂ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି। ବିଜେଡି ଏହି ଅଭିଯୋଗକୁ…

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି…

ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ

ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ଛାତ୍ରଙ୍କୁ ଛୁରା ମାଡ଼ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଙ୍ଗଳବାର କମିଶନରେଟ୍ ପୁଲିସ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ୪ ଅଭିଯୁକ୍ତ ହେଲେ ରିତେଶ ନାୟକ, ବିକି ଦଳେଇ, ବଳିଆ ଦାଶ,…

ନକଲି ଔଷଧ ମାମଲାରେ ୟୁପି ବାରଣାସୀରୁ ଗିରଫ ହେଲେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଔଷଧ ଡିଲରମାନଙ୍କୁ ନକଲି ଔଷଧ ଯୋଗାଇବା ଅଭିଯୋଗରେ ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉତ୍ତରପ୍ରଦେଶର ବାରଣାସୀରୁ ଆଉ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ୍ ଜୟସ୍ୱାଲ, ରିତେଶ କୁମାର, ଚନ୍ଦ୍ରଶେଖର ସିଂହ ଓ ଗୌରବ ଶର୍ମା। ଗିରଫ…

ଝାରସୁଗୁଡ଼ା ଉପନିର୍ବାଚନ, ନଅରୁ ତିନି ଲଢ଼ିବେ!

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟତା ଆସିଛି। ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଲଢେଇ ପାଇଁ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି।…

ଆସନ୍ତା ମାସରୁ ବଢ଼ିବ କ୍ଷୀର, ଛେନାର ଦର

କଟକ: ମେ' ୧ରୁ ଛେନା ଓ ପନିର ଦର ବଢ଼ିବ। ମଙ୍ଗଳବାର କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏହି ଘୋଷଣା କରିଛି। ଦର ବୃଦ୍ଧି ପରେ ଛେନା କିଲୋ ପିଛା ୨୦ ଟଙ୍କା, ପନିର କିଲୋ ପିଛା ୩୦ ଟଙ୍କା, ଖୁଆ କିଲୋ ପିଛା ୬୦ ଟଙ୍କା  ବଢ଼ିବ। ଏହି ଦର ବ୍ୟବସାୟୀ ମାନେ କିିଣିବା ବେଳେ ଲାଗୁ ହେବ…

ପରମ୍ପରା ଭାଙ୍ଗିଲେ ଶରତ !

ଭୁବନେଶ୍ୱର: ଶରତଙ୍କ ଯୁବ କାର୍ଡ। ପାରମ୍ପରିକ ରାଜନୀତିରୁ ଟିକେ ବାହାରକୁ ଯାଇ ନୂଆ ପିଢିଙ୍କୁ ରାଜନୀତିରେ ଅଧିକ ସୁଯୋଗ ଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଶରତଙ୍କ ଟିମରେ ଏଭଳି କିଛି ଦେଖିବାକୁ ମିଳିଛି। କଂଗ୍ରେସରେ ବିଶାଳ ଟିମରେ ଯୁବ…