Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ରାୟଗଡ଼ା : ସକାଳୁ ସକାଳୁ ଅଘଟଣ । ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର । ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ଆଗରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ । ମାଛ ବିକ୍ରି କରୁଥିବା ବେଳେ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି, ଗ୍ରୀଷ୍ମ ପ୍ରବାହ ପଛର କାରଣ କ’ଣ?

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିରେ ଜୀବଜନ୍ତୁଠାରୁ ମଣିଷ ଛଟପଟ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ସତର୍କତା ଚିନ୍ତା ବଢ଼ାଇଛି। ଯେଉଁଥିରେ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରାଯାଇଛି। ଏହି…

ଆଜି ବସିବ ଛତିଶା ନିଯୋଗ ବୈଠକ ; ନିର୍ଘଣ୍ଟ ହେବ ଚନ୍ଦନ ଯାତ୍ରା ନୀତି

ପୁରୀ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ପାଇଁ ବସିବ ଏହି ବୈଠକ। ଆଜି ଅପରାହ୍ଣ ୫ଟାରେ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।…

ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ‘ଅଭିଯୁକ୍ତଙ୍କ ବିରୋଧରେ ବିଚାର ହେବାକୁ ଆବଶ୍ୟକ ପ୍ରମାଣ ରହିଛି’

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଏହି…

ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଖୋଲିବା କେନ୍ଦ୍ରର ପକ୍ଷପାତିତା ନୀତିକୁ ଦର୍ଶାଉଛି: ବାହୀନିପତି

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଖୋଲିବା କେନ୍ଦ୍ର ସରକାରଙ୍କ ପକ୍ଷପାତିତା ନୀତିକୁ ଦର୍ଶାଉଛି। ଏପରି ଅଭିଯୋଗ ଆଣିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଅସ୍ଥାୟୀ ଭାବେ ସ୍କୁଲ ଚଳାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜମି ଓ…

ଅର୍ଚ୍ଚନା ନାଗ ମାମଲାରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଇଡିକୁ ଜବାବ ତଲବ କଲେ ହାଇକୋର୍ଟ

କଟକ: ହନିଟ୍ରାପ କୁଇନର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅର୍ଚ୍ଚନା ନାଗଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାରେ ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡ଼ି) ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ପ୍ରାଥମିକ ଶୁଣାଣି ବେଳେ ଜଷ୍ଟିସ…

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଓଡ଼ିଶା ସଚିବାଳୟରେ କ୍ରେଚ୍ ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନ ଠାରେ କ୍ରେଚ୍ ସୁବିଧା ପ୍ରଦାନ ନିମନ୍ତେ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ଅନୁମୋଦନ କରିଛନ୍ତି। ପ୍ରକାଶ ଥାଉ କି, ଓଡ଼ିଶା ସଚିବାଳୟରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ସେମାନଙ୍କର…

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ମାମଲା, ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

କଟକ : ବାଲେଶ୍ୱର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ, ଆବେଦନକାରୀ ଯଦୁନାଥ…

କାହିଁକି ବିଧି ଭାଙ୍ଗୁଛନ୍ତି ସରକାର?

ଭୁବନେଶ୍ୱର: ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଲୋକପ୍ରତିନିଧି ଭାବେ ଜଣେ ନିର୍ବାଚିତ ହେବା ପରେ ତାଙ୍କୁ କେବଳ ଦଳ ଭିତରେ ସୀମିତ ରଖାଯାଇ ପାରିବ ନାହିଁ। ଯିଏ ଯେଉଁଠି ସରକାରରେ ଥିଲେ ମଧ୍ୟ ବିପକ୍ଷ ଦଳ ହେଉ କିମ୍ବା ଯେକୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିୟମ…

କେନ୍ଦ୍ର ଟାର୍ଗେଟରେ ବିଜେଡି !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ତାତି ସେତିକି ଅଧିକ ଅନୁଭୂତ ହେଉଛି। ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀମାନଙ୍କର ରାଜ୍ୟକୁ ଟାର୍ଗେଟ ଦେଖିବାକୁ ମିଳିଛି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟର…