Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚେତିଲା ବନ ବିଭାଗ; ଖୋଜୁଛି ହାତୀ ମୃତ୍ୟୁର କାରଣ

ବାରିପଦା: ହାତୀର ମୃତ୍ୟୁ ପରେ ବନବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । କାରଣ ଖୋଜିବା ପାଇଁ ବନବିଭାଗ ଉପରିସ୍ଥ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ । ଗତକାଲି…

ଖରା ପ୍ରକୋପ: ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା କାମ ବନ୍ଦ

ଭୁବନେଶ୍ୱର:ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢୁଛି । ଆହୁରି ୩ ଦିନ କଲବଲ କରିବ । ଏପ୍ରିଲରେ ସ୍ଥିତି ଏମିତି । ମେ’ ରେ କ’ଣ ହେବ ? ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ଏକ ବୖେଠକ ଡକା ଯାଇଥିଲା । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଗ୍ରୀଷ୍ମ…

ଏଥର ବି ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ଡାକିଲେନି; ତ୍ରୁଟି ନା ରାଗ ସୁଝାଇଲେ !

ଭୁବନେଶ୍ୱର: ଭୁବନେଶ୍ୱର ପ୍ରତିଷ୍ଠା ଦିବସରେପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅସମ୍ମାନ ।  ଗତ ଥର ବି ପ୍ରତିଷ୍ଠା ଦିବସ ପାଳନ ଉତ୍ସବକୁ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଏଥର ବି ଡକାଗଲାନି । ହେଲେ କାହିଁକି ? କାହିଁକି ବିଏମସି ସାଂସଦଙ୍କୁ ନିମନ୍ତ୍ରଣ କଲାନି ? ଗତ…

ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ; ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା

ସମ୍ବଲପୁର:ହନୁମାନ ଜୟନ୍ତୀ ରାଲିବେଳେ ସମ୍ବଲପୁର ସହରରେ ଦେଖା ଦେଇଥିବା ଅସନ୍ତୋଷ ନିଆଁ ଏବେ ବି ଥମିନି । ଏହାକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ସମ୍ବଲପୁରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି  । ଶାନ୍ତିଶୃଙ୍ଖଳା…

ସକାଳୁ ସକାଳୁ ଭାଜିହେଲା ସାରା ରାଜ୍ୟ; ଗ୍ରୀଷ୍ମ ମୁକାବିଲା ପାଇଁ ବୈଠକ ଡାକିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଅସହ୍ୟ ଗରମରେ ଛଟ ପଟ ହେଉଛି ସାରା ଓଡ଼ିଶା । ଆହୁରି ୩ ଦିନ ଏମିତି କଲବଲ କରିବ ତାତି । ଆଜି ସକାଳୁ ସକାଳୁ ଅସହ୍ୟ ହେଲାଣି ଗରମ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୬ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଲାଣି । ସାଢେ ୮ଟାରୁ ଏମିତି ।  ଆହୁରି ସାରା ଦିନ ରହିଛି । ରାଜଧାନୀରେ…

ଛେଳି ବେପାରୀଙ୍କୁ ଗୁଳିକରି ଲୁଟି ନେଲେ ୯ଲକ୍ଷ ଟଙ୍କା

ସୁନ୍ଦରଗଡ଼ : ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ । ଛେଳି ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୯ଲକ୍ଷ ଟଙ୍କା । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଲେଫ୍ରିନଡ଼ା ଥାନା ଅନ୍ତର୍ଗତ ଛଟେନପାଳି ତାରିଣୀ ମନ୍ଦିରଠାରେ ଗୁଳିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ, ମୃତକ ଛେଳି ବେପାରୀ ଜଣକ…

୭୫ ବର୍ଷରେ ପାଦ ଥାପିଛି ଭୁବନେଶ୍ୱର ; ବଦଳିଛି ରଙ୍ଗ, ରୂପ ତଥାପି ରହିଛି ଅନେକ ସମସ୍ୟା

ଭୁବନେଶ୍ୱର : ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ମାଟି ଉପରେ ତିଆରି ହୋଇଥିଲା ନୂଆ ନଗର । ୧୯୪୮ ମସିହା ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ…

ରଥଯାତ୍ରା ପୂର୍ବରୁ ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ ତ?

ପୁରୀ: ଆଗକୁ ରଥଯାତ୍ରା। ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକ ଶ୍ରୀକ୍ଷେତ୍ରକୁ ଦୌଡି ଆସିବେ। ରଥଯାତ୍ରାକୁ ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହାରି…

ଟିପିଏସ୍ଓଡିଏଲ୍ ଗ୍ରୀଷ୍ମ ଋତୁର ପିକ୍ ଚାହିଦା ପୂରଣ କରିବାକୁ ପ୍ରସ୍ତୁତ

ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ପୂର୍ବାନୁମାନ ଅନୁଯାୟୀ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପ୍ରସ୍ତୁତ ରହିଛି।…

ବାରିପଦାରେ ମୋଦୀ ସରକାର ତିଆରି କରିବେ ଆଦିବାସୀ ବିଶ୍ବବିଦ୍ୟାଳୟ!

ବାରିପଦା: ବାରିପଦାରେ ରାଜ୍ୟର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି। ଯାହା ସମ୍ପୂର୍ଣ୍ଣ ହେଲେ ଇତିହାସ ରଚିବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହି ପଦକ୍ଷେପ ନିଆଯାଉଛି। ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ଯକ ଜମି…