Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିରବ ରହୁଥିବା ଚିରଞ୍ଜୀବଙ୍କ ବିସ୍ଫୋରଣ ପରେ ବଢ଼ିଲା ଦଳ ବଦଳ ଚର୍ଚ୍ଚା

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ନିରବ ରହୁଥିବା ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରିଣୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ 'ବିସ୍ଫୋରଣ'କୁ ନେଇ ବଢ଼ିଲା ଚର୍ଚ୍ଚା। ପିସିସି ସଭାପତି ରେସରେ ଥିବା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ଏହି ନେତା ଏବେ ନୂଆ…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୪ଟି ସ୍ଥାନର ତାପମାତ୍ରା, ଫେରିଲା କି ହିଟ୍ ଓ୍ବେଭ୍?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆଶଙ୍କା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସୋମବାର ଦିନ ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧରେ…

‘ଶାସନ ବ୍ୟବସ୍ଥା’କୁ ନେଇ ଧର୍ମେନ୍ଦ୍ରଙ୍କ କଥାକୁ ଦୋହରାଇଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ?

ଭୁବନେଶ୍ୱର: ରାଜ୍ଯରେ ଶାସନ ଭାରକୁ ନେଇ ଧର୍ମେନ୍ଦ୍ର ଉପନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରଶ୍ନ କରିଥିଲେ, ତାକୁ ଏବେ ବିଜେଡି ବିଧାୟକ ତଥା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦୋହରାଇଲେ କି? ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ 'ଜାନକୀ-ବସନ୍ତ…

ଶ୍ରୀମନ୍ଦିର ସଂସ୍କାରକୁ ନେଇ ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ

ପୁରୀ: ୫ ବର୍ଷ ଧରି ଚାଲିଥିବା ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ସୋମବାର ସୁପ୍ରିମକୋର୍ଟ ୨୬ଟି କାର୍ଯ୍ୟ ଦିବସରେ ବନ୍ଦ କରିଦେଇଛନ୍ତି। ଶ୍ରୀମନ୍ଦିର କମିଟି ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ବିଚାରକୁ ନେଇ ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ପରିଚାଳନାକୁ ଉନ୍ନତ…

ଝାରସୁଗୁଡା: ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥରେ ପହଁଚିଲା ଇଭିଏମ୍; ସବୁ ବୁଥରେ ଓ୍ୱେବକାଷ୍ଟିଂ

ଝାରସୁଗୁଡା: ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର। ୧୦ରେ ପଡିବ ଭୋଟ୍। ଏବେ ଅନ୍ଧାରିବିଜେ। ପୋଲିଂ ଅଧିକାରୀମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ପହଞ୍ଚି ସାରିଛନ୍ତି, ସେମାନେ ମତଦାନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ଥିବା ସେମାନଙ୍କ ନିର୍ଦ୍ଧାରିତ ବୁଥକୁ ଯିବେ।…

ଜିତିବା କଂଗ୍ରେସର ମାନସିକତାରେ ନାହିଁ ବୋଲି କହି ଦଳକୁ ସମାଲୋଚନା କଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ପଦରେ ପଡିଲା ଦଳୀୟ କନ୍ଦଳ । ଦଳ ଉପରେ ବର୍ଷିଛନ୍ତି ପୂର୍ବତନ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସର ଲଢିବା ମନୋବୃତ୍ତି ଆଉ ନାହିଁ । ଦଳରେ ୯ ଜଣ ବିଧାୟକ  । ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହି ସଂଖ୍ୟା ଦିନକୁ ଦିନ ବଢିବାରେ…

ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ ଶୋଭା ପାଉନି: ଲେଖାଶ୍ରୀ

ଭୁବନେଶ୍ୱର: ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଡାହା ମିଛ ଶୋଭା ପାଉନାହିଁ ।  ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି ।  ନବୀନ ବାବୁଙ୍କ ୨୩ ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ।  ମମିତା, ପରୀ, ସ୍ମିତାରାଣୀ, ସୋନାଲିକା ଓ ସଂଯୁକ୍ତାଙ୍କୁ କେବେ ନ୍ୟାୟ…

ଓଲଟି ପଡିଲା ପିକଅପ ଭ୍ୟାନ: ୩୦ ଆହତ, ୧୦ ଗୁରୁତର

ବରଗଡ: ବରଗଡ ଜିଲ୍ଲା ଭଟଲିରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର  ଅଛି।ଏହି ଦୁର୍ଘଟଣା ସୋମବାର ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ଘଟିଛି । ଏକ ପିକଅପ ଭ୍ୟାନରେ ଭେଡେନ ଥାନା ଅନ୍ତର୍ଗତ ଗୁଡ଼ି…

ଚାଉଳ ପାଇଁ ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଦେଢ଼ କିଲୋମିଟର, ସୁବିଧା ପାଇଁ ବୃଦ୍ଧାଙ୍କ ନିବେଦନ

ଯାଜପୁର: ବୟସ ଛୁଇଁଲାଣି ୧୦୦ । ଅଣ୍ଟା ନଇଁ ପଡ଼ିଲାଣି । ହାତ ଗୋଡ଼ ଥର ଥର ହେଉଛି । ଚାଲିବାକୁ ନାହିଁ ବଳ ତଥାପି ଆଶାବାଡ଼ି ସହାୟତାରେ ଚାଉଳ ପାଇଁ ଧାଉଁଛନ୍ତି ବୃଦ୍ଧା । ଆମେ କହୁଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତ ବନ୍ଦସାହିର କାଲି ଜେନାଙ୍କ କଥା ।…

ଲୁଟିନେଲେ ଗରିବର ଭାତହାଣ୍ଡି; ଖାଇଗଲେ ତିନିମାସର ପିଡିଏସ ଚାଉଳ

ନୂଆପଡା: ସବୁଥିରେ ଦୁର୍ନୀତି ।  ଶ୍ରମିକଙ୍କୁ ପାଉଣା ଦେବାରେ ଦୁର୍ନୀତି । ବୁଢାବୁଢୀଙ୍କ ଭତ୍ତାରେ ଦୁର୍ନୀତି । ଅସହାୟ ଭିନ୍ନକ୍ଷମଙ୍କୁ ସହାୟତା ଟଙ୍କା ଯୋଗାଣରେ ବି ଦୁର୍ନୀତି । ତଥାପି ପୂରିଲାନି ପେଟ । ଶେଷରେ ଗରିବର ଭାତହାଣ୍ଡିରୁ ଚାଉଳ ବି ଛଡ଼ାଇ ନେଲେ । ଖାଇଗଲେ ତିନି ମାସର ପିଡିଏସ…