Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୪୦ ASO ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି… 

ଭୁବନେଶ୍ୱର: ଓଡ଼ିଶା ଲୋକ ସେବା ଆୟୋଗ (OPSC) ଗୃହ ବିଭାଗ ଅଧୀନରେ ଥିବା ରାଜ୍ୟ ସଚିବାଳୟ ସେବା କ୍ୟାଡରରେ ୩୪୦ ଜଣ ସହକାରୀ ବିଭାଗ ଅଧିକାରୀ (ASO) ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୯ ତାରିଖରୁ ୩୦ ତାରିଖ ମଧ୍ୟରେ…

ଓଡ଼ିଶାରେ ଶିଳ୍ପାୟନକୁ ମିଳିବ ନୂଆ ଗତି; ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଜମି ଆବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ପରିବେଶକୁ ଅଧିକ ସୁଦୃଢ଼ କରିବା ଏବଂ ପୁଞ୍ଜିନିବେଶଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି । ଏନେଇ ଆଜି ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା…

ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତି; ଗଞ୍ଜାମକୁ ସମସ୍ତ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ…

ଶିଶୁପାଳଗଡ଼ ଗୁଳିକାଣ୍ଡ ଘଟଣାରେ ୮ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ ଜେସିବି ଠିକାଦାରଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ୨୫ ବର୍ଷୀୟ ତପୁ ନାୟକ ବୋଲି ଜଣାପଡିଛି। ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ସୀତାରାମ…

ଟିପିଏନଓଡିଏଲ୍‌ ପକ୍ଷରୁ ‘ଉର୍ଜା ମେଳା’ ଆୟୋଜିତ; ବିଜ୍ଞାନ, ନବସୃଜନ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ

ବାଲେଶ୍ୱର: ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ (ସିଏସଆର୍‌) କାର୍ଯ୍ୟକ୍ରମ ‘କ୍ଲବ୍ ଏନର୍ଜି’ ଅଧୀନରେ ବାଲେଶ୍ୱର ସ୍ଥିତ ସିପେଟ୍‌ ପରିସରରେ କ୍ଲଷ୍ଟରସ୍ତରୀୟ ‘ଉର୍ଜା ମେଳା-୨୦୨୬’ ଆୟୋଜିତ ହୋଇଯାଇଛି । ଏଥିରେ…

ଗିଡ଼ିପାବାଲିରୁ ଆଉ ୨ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗିଡ଼ିପାବାଲି ଗାଁର ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଥିବା ବେଳେ ଆଜି ଭୂସ୍ଖଳନ ସ୍ଥଳରୁ ଆଉ ୫ ଜଣଙ୍କ ମୃତଦେହ ଠାବ ହୋଇଛି । ଆଜି ପ୍ରଥମେ ୩ ଜଣଙ୍କ ମୃତଦେହ ଠାବ ହୋଇଥିଲା । ଏହା ପରେ ଆଉ ୨ ଜଣଙ୍କ ମୃତଦେହ ଠାବ କରିଛି…

ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଗଞ୍ଜାମକୁ ରିଲିଫ୍ ପଠାଇଲା ହିଣ୍ଡାଲକୋ  

ଭୁବନେଶ୍ୱର: ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାମାଜିକ କଲ୍ୟାଣ ତଥା ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣି ଦୋହରାଇଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସହାୟତାର ହାତ ବଢ଼ାଇଛି ହିଣ୍ଡାଲକୋ…

ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ, ଆସନ୍ତା ୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା…

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପର ପ୍ରଭାବ । ତେଲେଙ୍ଗାନା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଛି । ଆସନ୍ତା କାଲିଠୁ ଖସିବ ରାତି ତାପମାତ୍ରା ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର…

ବର୍ଷାରେ ନଷ୍ଟ ହୋଇଗଲା ଧାନ ଫସଲ;ଚିନ୍ତାରେ ଯୁବ ଚାଷୀ କଲେ ଆତ୍ମହତ୍ୟା !

କବିସୂର୍ଯ୍ୟନଗର:ବାତ୍ୟା ଅର୍ଣ୍ଣବର ଲଗାଣ ବର୍ଷାରେ ଦୁଇ ଏକର ଜମିର ଧାନ ଓ ପରିବା ଫସଲ ହୋଇଗଲା ନଷ୍ଟ । ଫଳରେ ଋଣ କିପରି ସୁଝିବେ ସେହି ଚିନ୍ତାରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ନୂଆଗାଁ ଅଞ୍ଚଳରୁ ଆସିଛି ଏପରି ଦୁଃଖଦ ଖବର । ମୃତ…

ଆହୁରି ୩ ଦିନ ଯାଏଁ ଝଡ଼-ତୋଫାନ, ଆଗକୁ ଖସିବ ତାପମାତ୍ରା…

ଭୁବନେଶ୍ୱର: ପୂର୍ବ ତେଲେଙ୍ଗାନା ଏବଂ ଏହାକୁ ଲାଗି ରହିଥିବା ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏକ ଲଘୁଚାପ କ୍ଷେତ୍ର (ଯାହା ପୂର୍ବରୁ ଏକ ଶକ୍ତିଶାଳୀ ବାତ୍ୟା 'ମୁରାସୁ'ର ଅବଶେଷ ଥିଲା) ସକ୍ରିୟ ରହିଛି। ଯଦିଓ ଏହି ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ ଦୁର୍ବଳ ହୋଇଯାଇଛି। ତଥାପି ଏହାର ପ୍ରଭାବରେ…