Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରପାତ ଜନିତ ଅଘଟଣ ଏଡ଼ାଇବାକୁ ଏସଆରସିଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ…

କୃଷକ ଉତ୍ପାଦକ ସଂଗଠନ ଲାଗି ୩୧୩.୬୧ କୋଟି ମଞ୍ଜୁର କଲା କ୍ୟାବିନେଟ୍

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷକ ଉତ୍ପାଦକ ସଂଗଠନ ଲାଗି ୫ ବର୍ଷ ପାଇଁ ୩୧୩.୬୧ କୋଟି ମଞ୍ଜୁର କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ଏହି ଅର୍ଥ କୃଷକ ଉତ୍ପାଦକ ସଂଗଠନକୁ ସହାୟତା ଭାବେ ମିଳିବ । କ୍ଷୁଦ୍ର ଓ ନାମମାତ୍ର…

ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କାମାକ୍ଷାନଗର: ଅଧରାତିରେ ବୋମାମାଡ଼ । ଢେଙ୍କାନାଳ ଜିଲ୍ଲା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଏନେଇ ପୋଲିସରେ ଏତଲା ଦେଇଛନ୍ତି ପୂର୍ବତନ ସମିତି ସଭ୍ୟ ଅଶ୍ୱିନୀ ପରିଡ଼ା । ଅଭିଯୋଗ ଅନୁସାରେ, ଶନିବାର…

ସର୍ବଭାରତୀୟସ୍ତରର ଅଧିକାରୀଙ୍କୁ ଡକାୟତ କହି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ !

ବାଲେଶ୍ୱର : ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ ଓ ତାଙ୍କଠୁ ବଡ଼ ଡକାୟତ ଦୁନିଆରେ କେହି ନାହାନ୍ତି । କିଛି ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିକଟରେ ବାଲେଶ୍ବର ବାଲିଆପାଳ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଡିଜିଟାଲ୍ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି । ଯାହା ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବ । ପ୍ରବାସୀ ଓଡ଼ିଆଙ୍କ ସହ ଜଡ଼ିତ ରହିବା…

କାଳବୈଶାଖୀ ନେଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ, ୧୧ରୁ ବଢ଼ିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ କାଳବୈଶାଖୀ ବର୍ଷା ହେବ । ୧୧ ତାରିଖରୁ ପାଗ ଶୁଖିଲା ରହିବା ସହ ଖରା ବଢ଼ିବ । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ…

ଅପହରଣ ମାମଲାର ତଦନ୍ତ ବେଳେ ସାମ୍ନାକୁ ଆସିଲା ନକଲି ନୋଟ କାରବାର

ବାରିପଦା: ଶନିବାର ବାରିପଦା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁଥିବା ବେଳେ ଏକ ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ କରିଛି। ରଞ୍ଜିତା ବେହେରା ଓ ତାଙ୍କ ସ୍ୱାମୀଙ୍କ ନେତୃତ୍ୱରେ ଏହି ଗ୍ୟାଙ୍ଗ ୩ ଲକ୍ଷ ଟଙ୍କା ଜମା ବଦଳରେ ୧୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଦେଇ ଲୋକଙ୍କୁ ଠକୁଥିଲେ। ଜାଲ୍ ନୋଟ୍…

ଜାଲ୍ ସାର୍ଟିଫିକେଟ୍ ମାମଲାରେ ପ୍ରାୟ ୨୦୦ ଜଣ ସ୍କାନରରେ: ଡିଏସପି

ବଲାଙ୍ଗୀର/କଟକ: କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କ ସୂଚନା ଅନୁଯାୟୀ, ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାସଲ କରିଥିବା ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି। ଯେଉଁମାନେ କି ଏବେ ପୁଲିସ ସ୍କାନରରେ ଅଛନ୍ତି। ନିକଟରେ ଜାଲ୍ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ…

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ର ହେବ ସୁଟିଂ

ଭୁବନେଶ୍ୱର: ମାଲକାନଗିରି ମାଟିର କାହାଣୀ ଦମନ ସିନେ ପ୍ରେମୀଙ୍କ ମନ ଜିଣିବା ପରେ ଆସିଛି ଆଉ ଏକ ଖୁସି ଖବର । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ସୁଟିଂ ହେବ ବୋଲି ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ ଫିଲ୍ମର ସୁଟିଂ ଲାଗି…