Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାର୍ଜସିଟ୍‌ ଦାଖଲରେ ପଛୁଆ ପୋଲିସ ! ବିଳମ୍ବିତ ହେଉଛି ଦଣ୍ଡ ବିଧାନ, ଅପରାଧିଙ୍କୁ ମିଳିଯାଉଛି ଜାମିନ

ରାଜ୍ୟରେ ଯେତିକି ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ ଦାଖଲ ହୋଇପାରୁ ନାହିଁ । ଯାହାକି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଚାର୍ଜସିଟ୍‌ ହେଉଛି ସିଆରପିସିର ଧାରା ୧୭୩ ଅନୁଯାୟୀ ମାମଲାର ତଦନ୍ତକାରୀ ପୋଲିସ୍ ଅଧିକାରୀଙ୍କ…

୧୨ ଶହ ନକଲି ସାର୍ଟିଫିକେଟ ବିକିଛି ମନୋଜ ମିଶ୍ର: ଏବେ ସରକାରୀ ଚାକିରିଆଙ୍କ ଉପରେ କ୍ରାଇମବ୍ରାଞ୍ଚର ନଜର

ଭୁବନେଶ୍ୱର:ନକଲି ସାର୍ଟିଫିକେଟ ମାମଲାର ଚେର କ୍ରାଇମ ବ୍ରାଞ୍ଚ ଯେତେ ଖୋଳୁଛି ସେତେ  ଲମ୍ବି ଚାଲିଛି  । ଜାଲ୍ ସାର୍ଟିଫିକେଟ୍ ନେଇ  ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର  ସୂଚନା ଦେଇଥିଲେ । ହେଲେ ଏହି ମାମଲାରେ ଗିରଫ ହୋଇଥିବା ମନୋଜ ମିଶ୍ର…

ପୁରୀ-ହାୱଡ଼ା ମଧ୍ୟରେ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଚୂଡ଼ାନ୍ତ ସମୟ ସାରଣୀକୁ ଅପେକ୍ଷା

ଭୁବନେଶ୍ୱର:ଓଡ଼ିଶାରେ ଖୁବ ଶୀଘ୍ର ଚାଲିବ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ୍। ସୂଚନା ଅନୁସାରେ ପୁରୀ-ହାୱଡ଼ା ମଧ୍ୟରେ ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନ୍ ଖୁବ ଶୀଘ୍ର ଚଳାଚଳ କରିବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ସମୟ ସାରଣୀ ଅନୁସାରେ ସପ୍ତାହକୁ ତିନି ଥର ଏହି…

ଛତିଶଗଡ଼ରୁ ଉଦ୍ଧାର ହେଲା ଝାରସୁୁଗୁଡାରୁ ନିଖୋଜ ନାବାଳକ

ଝାରସୁଗୁଡା: ଝାରସୁଗୁଡାରୁ  ନିଖୋଜ ନାବାଳକ ପ୍ରିନ୍ସ  ଛତିଶଗଡ଼ରୁ ଉଦ୍ଧାର । ବିଳାସପୁରର ଶିଶୁ ସୁରକ୍ଷା ଆୟୋଗ ଦ୍ୱାରା ଉଦ୍ଧାର ହୋଇଛି ପ୍ରିନ୍ସ । ଏ ନେଇ  ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ସ୍ମିତ ପରମର । ଝାରସୁଗୁଡା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳର ପ୍ରିନ୍ସ ଗତ ଶୁକ୍ରବାର…

ଜଳୁଛି ରାଜଧାନୀ; ସକାଳ ୮ଟାରେ ୩୧ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: କାଳ ବୈଶାଖୀର ଭୟ କମିଲା । ତାତି ବଢିଲା । ଏପ୍ରିଲ ଅଧାରୁ ସାରା ରାଜ୍ୟ ଗ୍ରୀଷ୍ମ ତାପରେ ଯେମିତି ସିଝିବାକୁ ଆରମ୍ଭ କଲାଣି । ସକାଳ ୮ଟାରୁ ଅସହ୍ୟ ହେଉଛି ତାତି  । ରାଜଧାନୀ ଭୁବନେଶ୍ୱରର ଅବସ୍ଥା ସାଂଘାତିକ । ସକାଳ ୮ଟାରେ ବି ପାରଦ ୩୧ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ…

ଏକ ହଜାର ଶବଦାହ କରିବା ପରେ ବି ଥକି ନାହାନ୍ତି ଶେଷଯାତ୍ରାର ସାଥୀ ଅଲେଖ

କାମାକ୍ଷାନଗର: ବୟସ ୬୭ ଛୁଇଁଲାଣି  । ହେଲେ ଜୁଇ ନିଆଁ ସହ ତାଙ୍କର ସମ୍ପର୍କ ତୁଟିନି । ଏବେ ବି ଆଖପାଖ ଅଞ୍ଚଳର କେହି ମରିଗଲେ ସେଠି କାନ୍ଧ ଦେବାକୁ ଠିଆ ହୋଇଯାଆନ୍ତି ଏହି ବୃଦ୍ଧ । ଶେଷ ଶଯ୍ୟାରେ ମଣିଷକୁ ଶୁଆଇ ନିଆଁ ଲଗାଇ ଦିଅନ୍ତି । ସେଇ ଜୁଇ ନିଆଁରେ ସେ ଦେଖନ୍ତି ତାଙ୍କର ଜେଜେ ବାପା,…

ରାଇରଙ୍ଗପୁର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା

ବାରିପଦା: ତେଜିଲା ରାଇରରଙ୍ଗପୁର ଜିଲ୍ଲା ମାନ୍ୟତା ଦାବି। ଏନେଇ ୧୨ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା ଦିଆଯାଇଛି। ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ରାସ୍ତା ବାଇକ୍ ଛିଡ଼ା କରି ବ୍ୟାନର ଲଗାଇ ରାସ୍ତା ଅବରୋଧ କରିଛନ୍ତି କମିଟି ସଦସ୍ୟ।…

ଘର ସାମ୍ନାରୁ କୁଆଡେ ଗଲା ପ୍ରିନ୍ସ; ତିନି ଦିନ ହେଲା ପତ୍ତା ମିଳୁନି

ଝାରସୁଗୁଡା: ସମର୍ଥ ବର୍ମା ଅପହରଣ ଓ ହତ୍ୟା ମାମଲାର ଦୁଃଖଦ ସ୍ମୃତି ମନରୁ ହଟିନି । ପୁଣି ସାମ୍ନାକୁ ଆସିଛି ଆଉ ଏକ ନାବାଳକ ନିଖୋଜ ମାମଲା । ପୁଣି ସେଇ ଝାରସୁଗୁଡା ଜିଲ୍ଲାରୁ । ଘର ସାମ୍ନାରୁ ଜଣେ ନାବାଳକ ନିଖୋଜ ହୋଇ ଯାଇଛନ୍ତି । ଗତ ଶୁକ୍ରବାର ଅର୍ଥାତ ୭ ତାରିଖରୁ ସେ ନିଖୋଜ ହେଲେଣି…

୪ ନକଲି ମାଓବାଦୀ ଗିରଫ, ବଟି ଆଦାୟ କରିବା ସହ ଦେଉଥିଲେ ଧମକ ଚମକ

କୋରାପୁଟ: କୋରାପୁଟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଏମାନେ ମାଓବାଦୀ ନାଁରେ ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରିବା ସହ ଧମକ ଚମକ ଦେଉଥିବାର…

ବାଣ ବିସ୍ଫୋରଣରେ ବାପା ମୃତ, ଝିଅ ଗୁରୁତର ଭାବେ ଏସସିବି ସ୍ଥାନାନ୍ତର

ଯାଜପୁର: ରବିବାର ସନ୍ଧ୍ୟାରେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଳକୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର କାଳନ୍ଦୀ ମଲ୍ଲିକ ନାମକ ଏହି ବ୍ୟକ୍ତି ବାଣ…