Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିନେ ଦୁଇ ଦିନ ଭିତରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ବସୁଛି। ଦିନେ ଦୁଇ ଦିନ ଭିତରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେଡି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁ…

ଝାରସୁଗୁଡା ଉପନିର୍ବାଚନ: ତରୁଣ ପାଣ୍ଡେ ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ

ଝାରସୁ୍ଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । ବିଜେଡି ପ୍ରାର୍ଥୀ ଘୋଷଣା କରି ଏକ ପ୍ରକାର ପ୍ରଚାର କାମ ଆରମ୍ଭ କରି ଦେଇଛି । ହେଲେ ପଛରେ ପଡିଛନ୍ତି ଦୁଇ ବିରୋଧୀ ଦଳ । ଦିନକ ପରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହଛନ୍ତି କଂଗ୍ରେସ ବିଧାୟକ ସୁର…

ଧାର୍ମିକ କାର୍ଯ୍ୟକ୍ରମ ବେଳେ ସ୍ତ୍ରୀକୁ କୁରାଢୀରେ ହାଣିଲା ସ୍ବାମୀ!

କନ୍ଧମାଳ: ଧାର୍ମିକ କାର୍ଯ୍ୟକ୍ରମରେ ହତ୍ୟା। ସ୍ବାମୀ ହତ୍ୟା କରିଛି ସ୍ତ୍ରୀକୁ। କନ୍ଧମାଳ ଜିଲ୍ଲା କରାଣ୍ଡିବାଲି ଗାଁରେ ଦେଖିବାକୁ ମିିଳିଛି ଏଭଳି ଏକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଲକ୍ଷ୍ମୀଙ୍କୁ ଅତି ନିର୍ମମ…

ଜାପାନରୁ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କଲେ ନବୀନ, ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ଡିଜିଟାଲ୍ ଗଭର୍ଣ୍ଣାସକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର କ୍ୟୋଟୋରୁ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି…

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତା କାଲିଠାରୁ ଖାତା ଦେଖା ଆରମ୍ଭ ହେବ । ଏହା ଏପ୍ରିଲ ୨୩ ତାରିଖ ଯାଏ ଚାଲିବ । ଏହାପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ ଖାତା ଦେଖା । ଏହା ମେ’ ୭ ତାରିଖ ଯାଏ ଚାଲିବ । ତେଣୁ ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ ! ୨ ଯୁବତୀ ଉଦ୍ଧାର ଓ ଜଣେ ଗିରଫ

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଶନିବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ…

ଅଲୌକିକ ଦୃଶ୍ୟ: ନିମ୍ବଗଛ ଜଳୁଛି, ପୂଜାର୍ଚ୍ଚନା କଲେ ଲିଭିଯାଉଛି

ତାଳଚେର: ଆପେ ଆପେ ଜଳୁଝି ନିମ୍ବଗଛ । ବହୁ ବର୍ଷର ଏହି ନିମ୍ବଗଛଟି ଜଳିବାରେ ଲାଗିଛି । କେଉଁଠୁ ନିଆଁ ଆସିଲା କେହି ଜାଣନ୍ତିନି । କେତେବେଳେ ଜଳୁଛି, କେତେବେଳେ ଲିଭିଯାଉଛି । ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ। ଜଗନ୍ନାଥ ପୁର…

ସିସି କ୍ୟାମେରାକୁ ଚକମା ଦେଉଛନ୍ତି ଅମାନିଆ ! ଧରିବାକୁ ଯୋଜନା ପ୍ରସ୍ତୁତ କଲା କମିସନରେଟ୍‌‌ ପୋଲିସ

ଅମାନିଆ ଗାଡି ଚାଳକଙ୍କୁ ଧରିବା ଲାଗି ଖଞ୍ଜାଯାଇଥିବା ସିସି କ୍ୟାମେରାକୁ ବି ଚକମା ଦେଉଛନ୍ତି କିଛି ଅମାନିଆ ଗାଡ଼ି ଚାଳକ। କେତେବେଳେ ଗାଡ଼ିର ନମ୍ବର ପ୍ଲେଟ୍‌‌ ଲିଭାଇ, ଲୁଚାଇ କିମ୍ବା ଅଳ୍ପ ଭାଙ୍ଗି(ଯେପରି ଗାଡ଼ିର ଗୋଟିଏ ନମ୍ବର କିମ୍ବା ଅକ୍ଷର ଜଣା ନପଡ଼ିବ) ଦେଇ ଏମାନେ ବେଧଡ଼କ ଗାଡ଼ି…

ଆସନ୍ତା ମେ’ ୭ରେ ନିଟ୍‌‌ ୟୁଜି ପ୍ରବେଶିକା, ଓଡ଼ିଶାର ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି

ଆସନ୍ତା ମେ’ ମାସ ୭ତାରିଖରେ ଅନୁଷ୍ଠିତ ହେବ ନିଟ୍‌‌ ୟୁଜି ପ୍ରବେଶିକା ଏହି କ୍ରମରେ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ,…

ନିର୍ମାଣର ୨ ମାସ ପୂରିନି, ଭୁଶୁଡି ପଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ

ଭୁବନେଶ୍ୱର: ଭୁଶୁଡି ପଡିଲା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଚେରୀ । ୧୨ ଫୁଟ ଉଚ୍ଚ ଏବଂ ୧୦୦ ଫୁଟ ଲମ୍ବର ଏହି ପାଚେରୀ ୟୁନିଭର୍ସିଟି ଗାର୍ଡେନକୁ ପଟକୁ ଭୁଶୁଡି ପଡିଛି । ତେବେ ଆଜି ରବିବାର ଥିବାରୁ ଛାତ୍ରୀମାନେ ଏଠାରେ ନ  ଥିବାରୁ କାହାରି କିଛି କ୍ଷତି ହୋଇନାହିଁ । ସବୁଠାରୁ…