Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଦ ମିଳିବା ପରେ ମୁହଁ ଫୁଲାଇଲେ କଂଗ୍ରେସ ନେତା

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ପିସିସି ନୂଆ କମିଟି ଘୋଷଣା କରିଛି। ନୂଆ କମିଟି ଦେଖିଲେ ସମସ୍ତଙ୍କୁ ସାଙ୍ଗରେ ନେଇଯିବା ପାଇଁ ଏକ ସନ୍ତୁଳନ କମିଟି ତିଆରି ହୋଇଥିଲା ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଥିବା ବେଳେ ଦଳରେ କିନ୍ତୁ ଆରମ୍ଭ ହୋଇଛି ମୁହଁଫୁଲାଫୁଲି…

ବିଜେଡିକୁ ହିନ୍ଦୁ ବିରୋଧୀ କହିଲା ବିଜେପି, ଶାସକ ଦଳ କହିଲା ହିଂସା ଯେଉଁଠି ବିଜେପି ସେଇଠି

ଭୁବନେଶ୍ୱର: ସମ୍ବଲପୁର ହିଂସାକାଣ୍ଡକୁ ନେଇ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଜେପି ଅଭିଯୋଗ କରିଛି ଯେ, ବିଜେଡିର ହିନ୍ଦୁ ବିରୋଧୀ ମାନସିକତା ରହିଛି ଏବଂ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି। ବିଜେଡି ଏହି ଅଭିଯୋଗକୁ…

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି…

ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ

ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ଛାତ୍ରଙ୍କୁ ଛୁରା ମାଡ଼ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଙ୍ଗଳବାର କମିଶନରେଟ୍ ପୁଲିସ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ୪ ଅଭିଯୁକ୍ତ ହେଲେ ରିତେଶ ନାୟକ, ବିକି ଦଳେଇ, ବଳିଆ ଦାଶ,…

ନକଲି ଔଷଧ ମାମଲାରେ ୟୁପି ବାରଣାସୀରୁ ଗିରଫ ହେଲେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଔଷଧ ଡିଲରମାନଙ୍କୁ ନକଲି ଔଷଧ ଯୋଗାଇବା ଅଭିଯୋଗରେ ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉତ୍ତରପ୍ରଦେଶର ବାରଣାସୀରୁ ଆଉ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ୍ ଜୟସ୍ୱାଲ, ରିତେଶ କୁମାର, ଚନ୍ଦ୍ରଶେଖର ସିଂହ ଓ ଗୌରବ ଶର୍ମା। ଗିରଫ…

ଝାରସୁଗୁଡ଼ା ଉପନିର୍ବାଚନ, ନଅରୁ ତିନି ଲଢ଼ିବେ!

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟତା ଆସିଛି। ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଲଢେଇ ପାଇଁ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି।…

ଆସନ୍ତା ମାସରୁ ବଢ଼ିବ କ୍ଷୀର, ଛେନାର ଦର

କଟକ: ମେ' ୧ରୁ ଛେନା ଓ ପନିର ଦର ବଢ଼ିବ। ମଙ୍ଗଳବାର କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏହି ଘୋଷଣା କରିଛି। ଦର ବୃଦ୍ଧି ପରେ ଛେନା କିଲୋ ପିଛା ୨୦ ଟଙ୍କା, ପନିର କିଲୋ ପିଛା ୩୦ ଟଙ୍କା, ଖୁଆ କିଲୋ ପିଛା ୬୦ ଟଙ୍କା  ବଢ଼ିବ। ଏହି ଦର ବ୍ୟବସାୟୀ ମାନେ କିିଣିବା ବେଳେ ଲାଗୁ ହେବ…

ପରମ୍ପରା ଭାଙ୍ଗିଲେ ଶରତ !

ଭୁବନେଶ୍ୱର: ଶରତଙ୍କ ଯୁବ କାର୍ଡ। ପାରମ୍ପରିକ ରାଜନୀତିରୁ ଟିକେ ବାହାରକୁ ଯାଇ ନୂଆ ପିଢିଙ୍କୁ ରାଜନୀତିରେ ଅଧିକ ସୁଯୋଗ ଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଶରତଙ୍କ ଟିମରେ ଏଭଳି କିଛି ଦେଖିବାକୁ ମିଳିଛି। କଂଗ୍ରେସରେ ବିଶାଳ ଟିମରେ ଯୁବ…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି…

ମେ ୫ ଯାଏ ଆଶ୍ୱସ୍ତି, ବୃଦ୍ଧି ପାଇବନି ଦିନର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି । ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା । ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ…