Latest Odisha News
Browsing Category

ଓଡିଶା

Odisha

ଜୁନ୍‌ ପରେ ବିକ୍ରି କରିପାରିବେନି ପୁରୁଣା ସୁନା ଅଳଙ୍କାର  

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ଏବେ ସୁନାର କ୍ରମାଗତ ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସରକାର ସୁନାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ୧୬ ହଜାର ବଣିଆଙ୍କୁ ଆଉ ତିନି ମାସ ସମୟ…

ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୭ ଆହତ

ଭଦ୍ରକ: ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା…

ବିରୋଧୀ ପରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ଫାଇଭ-ଟିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ପୁଣିଥରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ଫାଇଭ-ଟି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ୨୦୧୪ରେ ମୁଖ୍ୟ ଶାସନ ସଚିବ ପଦ ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇ ୨୦୧୬ରେ ଅବସର ଗ୍ରହଣ କରିଥିବା ଯୁଗଳ କିଶୋର ମହାପାତ୍ର 'ଓଡ଼ିଶା ସମ୍ବାଦ' ଓ 'ଓଡ଼ିଶା ବାଇଟସ'ର…

ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା…

ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ…

ଉଚ୍ଚ ଶିକ୍ଷା ପାଇଁ ଜଣେ ଡାକ୍ତର କେତେ ଦିନ ଛୁଟି ନେଇପାରିବେ? ଜାଣନ୍ତୁ ସଂଶୋଧିତ ନିୟମ

ଭୁବନେଶ୍ୱର: ଡାକ୍ତରମାନଙ୍କୁ ଦିଆଯାଉଥିବା ଷ୍ଟଡି ଲିଭ (ପାଠ ପଢ଼ିବାକୁ ଛୁଟି) ନିୟମରେ ସଂଶୋଧନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଡାକ୍ତରମାନେ ପିଜି ଓ ପିଜି ପରେ ଉଚ୍ଚଶିକ୍ଷା ପାଇଁ ସର୍ଭିସ କ୍ୟାରିୟର ବା ଚାକିରି କାଳରେ ଯଦି ଛୁଟି…

ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି…

ବିଏସକେୱାଇରେ ଅନିୟମିତତା, ଘରୋଇ ହସ୍ପିଟାଲ୍ ସିଲ୍ କଲା ସିଏମସି

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଅନିୟମିତତା ଅଭିଯୋଗରେ କଟକର ଏକ ଘରୋଇ ହସ୍ପିଟାଲର ମାଲିକ ଓ ମ୍ୟାନେଜର ଗିରଫ ପରେ ସିଏମସି ହସ୍ପିଟାଲକୁ ସିଲ୍ କରିଛି । ଶନିବାର ଉକ୍ତ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ସିଏମସି । ସୂଚନା ଅନୁସାରେ, କଟକ ନୂଆପଡ଼ାରେ ଥିବା ଜେଏମ୍ କେୟାର…

ବଢ଼ିଲା ଶ୍ରୀମନ୍ଦିର ପତିତପାବନ ବାନା ଦର

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଲାଗୁଥିବା ପବିତ୍ର ପତିତପାବନ ବାନାର ଦାମ ବଢ଼ାଯାଇଛି। ଶନିବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ପତିତପାବନ ବାନାର ଦାମ ୧୦୦ ଟଙ୍କା ବଢ଼ାଇଛି ପ୍ରଶାସନ। ଏବେ ଭକ୍ତଙ୍କୁ ଏଥିପାଇଁ ୩୦୦ ଟଙ୍କା ଦେବାକୁ ହେବ। ପ୍ରତିଦିନ ନୀଳଚକ୍ରରେ…

ଏପ୍ରିଲ୍ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଓ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ…