Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳାଙ୍କୁ ଢାଲ କରି ରାଜଧାନୀରେ ମାତିଛନ୍ତି ଜମି ମାଫିଆ ! ୭ ଗିରଫ, ମାଷ୍ଚରମାଇଣ୍ଡ ଫେରାର୍

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ବଡି ବିଲଡର୍ ଜମି ମାଫିଆ । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପଜେସନ୍ ଗ୍ୟାଙ୍ଗ । ୧୦ କୋଟିର ଜମି ପାଇଁ ଏମାନେ ନେଇଥାନ୍ତି ଏକ କୋଟିର ବଟି । ଏଭଳି ଏକ ୭ ଜଣିଆ ଗ୍ୟାଙ୍ଗକୁ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଗୁରୁବାର ଗିରଫ କରିଛି । ଏମାନେ ହେଲେ,…

ବାରମ୍ବାର ଗସ୍ତକୁ ନେଇ ଚର୍ଚ୍ଚା, କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ କି ଅଶ୍ଵିନୀ !

କଟକ : ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବାରମ୍ଵାର କଟକ ଗ୍ରସ୍ତ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାର କଟକ ରେଳ ଷ୍ଟେସନଠାରେ ଭଦ୍ରକ – ନୟାଗଡ଼ ଟାଉନ – ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ। ‌ଆଉ ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ…

ପୁଅ ସମ୍ରାଟ ସହ ଜଗା ଦର୍ଶନ କଲେ ଅଭିନତ୍ରୀ ଜୟପ୍ରଦା

ପୁରୀ:ପୁରୀରେ ବଲିଉଡ ଅଭିନେତ୍ରୀ  ଜୟପ୍ରଦା । ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ ।  ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ ।ପରେ ଜୟାପ୍ରଦା…

ଗଡିଲା ଭଦ୍ରକ-ନୟାଗଡ ମେମୁ ଟ୍ରେନ

ଭୁବେନଶ୍ୱର:ଭଦ୍ରକ-ନୟାଗଡକୁ ଗଡିଲା ମେମୁ ଟ୍ରେନ । କଟକ ରେଳ ଷ୍ଟେଶନରୁ ଗୁରୁବାର ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ…

ଓଡ଼ିଶାର ଆଇନଶୃଙ୍ଖଳା ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା ବୋଲି ଝାରସୁଗୁଡାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ…

ଆଗାମୀ ୩ ଘଣ୍ଟାରେ ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ବୌଦ୍ଧ, ନୟାଗଡ, ଗଞ୍ଜାମ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାର ଘଡଘଡି, ବିଜୁଳି ସହର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ସତର୍କ ସୂଚନା ଦେଇଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ମଧ୍ୟ…

‘ଝାରସୁଗୁଡାରେ ୨ ମାସରେ ଦୁଇଟି ହତ୍ୟା; ପୋଲିସର ନିଷ୍କ୍ରିୟତା ଅପରାଧୀଙ୍କୁ ସୁରକ୍ଷା ଦେଉଛି’

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି  ଆଇନଶୃଙ୍ଖଳା ସ୍ଥିତି । ଜାନୁଆରୀ ୨୯ ରେ ନବ ଦାସଙ୍କ ହତ୍ୟା । ଏହାର ଠିକ ୨ ମାସ ପରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅପହରଣ ପରେ ଜଘନ୍ୟ ହତ୍ୟା । ଏହା ଝାରସୁୁଗୁଡା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।…

ଝାରସୁଗୁଡାରେ ବିଜେଡିର ବଡ଼ ବିଜୟ ନେଇ ଦେବୀଙ୍କ ଦୃଢୋକ୍ତି, ସମାଲୋଚନା କଲେ ସାଲୁଜା

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ସହ ସରଗରମ ହୋଇଛି ରାଜନୈତିକ ମାହୋଲ । ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ଦେବୀ କହିଛନ୍ତି, ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡିକୁ ଭୋଟ ଦେବା…

ଆଜି ରଥକାଠ ଚିରଟ କାର୍ଯ୍ୟ ଅନୁକୁଳ ହେବ; ଶ୍ରୀମନ୍ଦିରରୁ ଗଲା ଅଜ୍ଞାମାଳ

ପୁରୀ: ଆଜି ପବିତ୍ର ରାମ ନବମୀ ହୋଇଥିବାରୁ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ କାମ ଆରମ୍ଭ ହେବ। ଜୁନ୍ ୨୦ ତାରିଖରେ ରଥଯାତ୍ରା ଥିବା ବେଳେ କଟକ ଖପୁରିଆ କରତକଳରେ ରଥ କାଠ ଚିରଟ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ଅଜ୍ଞାମାଳ ଯାଇଛି। ଶ୍ରୀମନ୍ଦିର ପ୍ରଶାସନର ୫…

ଆକ୍ସନ୍ ମୋଡରେ ରାଜ୍ୟ ପରିବହନ ବିଭାଗ, ଏଣିକି ଜୋରିମାନା ସହ ଥାନାରେ ହେବ FIR

ଭୁବନେଶ୍ୱର : ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ ! ରାଜ୍ୟରେ ଟ୍ରାଫିକ ନିୟମର ଉଲଘଂନ ରୋକିବା ନେଇ ଶୂନ୍ୟ ସହନଶୀଳତା ନୀତି ଆପଣା ଯିବ ବୋଲି ସଫାସଫା କହିଛି ରାଜ୍ୟ ପରିବହନ ବିଭାଗ । ଏହି କ୍ରମରେ ବଡଧରଣର ଅଭିଯାନ ଚଲାଇବ ପରିବହନ ବିଭାଗ । ଦିନ ତମାମ ରାଜ୍ୟବ୍ୟାପି ଚାଲିବ…