Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହିଁକି ଆତ୍ମହତ୍ୟା କଲେ ରମାଦେବୀ କଲେଜର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ?

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ହଷ୍ଟେଲ ଭିତରେ ବୁଧବାର ଯୁକ୍ତ ୨ ଛାତ୍ରୀ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ପ୍ରଜ୍ଞା ମହାନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ପାଠପଢାରୁ…

ପୂର୍ବବର୍ଷ ତୁଳନାରେ ସର୍ବାଧିକ ଦରମାରେ ୧୪୭% ବୃଦ୍ଧିରେ IIM ସମ୍ବଲପୁର ପକ୍ଷରୁ ଶତପ୍ରତିଶତ ନିଯୁକ୍ତି

ସମ୍ବଲପୁର: ୨୦୧୫ରେ ଭାରତ ସରକାର ସମ୍ବଲପୁରରେ IIM ପ୍ରତିଷ୍ଠା କରିଥିଲେ । ୨୦୨୧-୨୩ ଶିକ୍ଷା ବର୍ଷରେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଘରୋଇ କ୍ଷେତ୍ରରେ ସର୍ବାଧିକ ବାର୍ଷିକ ୬୪.୬୧ ଲକ୍ଷ ପ୍ୟାକେଜରେ ଚାକିରି ମିଳିଛି ।…

କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଟେନିସ ସେଣ୍ଟର। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟରର ଉଦଘାଟନ କରିଛନ୍ତି। ଏକା ସାଙ୍ଗରେ ୧୫ ଶହ ଦର୍ଶକ ଏକାଠି ବସି ଟେନିସ ମ୍ୟାଚର ମଜା ନେଇପାରିବେ। ଆସନ୍ତା ୪ ତାରିଖରେ କଳିଙ୍ଗ…

ବଣିକ୍ କୋଚିଂ ସେଣ୍ଟର ନାଁରେ ଟିକସ ଠକେଇ ଅଭିଯୋଗ, ଏଠି ବି ବିଜେଡି ଲିଙ୍କ୍ ବାରିଲେ ବିରୋଧୀ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ନାଁରେ କୋଟି କୋଟି ଟଙ୍କାର ଟିକସ ଠକେଇ ଅଭିଯୋଗ। ଆଉ ଏହି ଅଭିଯୋଗ ଆସିଛି ଆଇଏଏସ, ଓଏଏସ ପରୀକ୍ଷା ହେଉ ବା ରେଲଓ୍ବେ ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଅନ୍ୟତମ ପସନ୍ଦର କୋଚିଂ ସେଣ୍ଟର ବଣିକ କୋଚିଂ ସେଣ୍ଟର ନାଁରେ। ରାଜଧାନୀରେ ଥିବା ଏହି…

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ‘ସାହିଯାତ’

ପୁରୀ (ସନ୍ତୋଷ ଦାସ): ସାହିଯାତ… ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା । ଯାହା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ଦେଖିବାକୁ ମିଳେ, ଯାହାର ଏକ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ ପରମ୍ପରା । ସାହିଯାତ…

ଜାଲ ସାର୍ଟିଫିକେଟ ରାକେଟ: ସୁଶାନ୍ତ ସିଂହଙ୍କ ସହ ଗିରଫ ଅଭିଯୁକ୍ତଙ୍କ ଫଟୋ ଦେଖାଇ ଘେରିଲା ବିରୋଧୀ

ଭୁବନେଶ୍ୱର: ଏବେ ରାଜଧାନୀରେ ତେଜିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ। ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ରାକେଟ ଚାଲିଥିବା ନେଇ ଅଭିଯୋଗ ଆସିଥିଲା। ଏବେ ଏହି ପ୍ରସଙ୍ଗ ବିରୋଧୀ ବିଧାନସଭା ଚାଲିଥିବା ବେଳେ ଉଠାଇ ପୁଣି ଶାସକ ଦଳକୁ ଘେରିଛନ୍ତି। ଏହି ମାମଲାରେ ଗିରଫ ହୋଇଛନ୍ତି ମନୋଜ…

କୋଟିଆରେ ‘ଉତ୍କଳ ଦିବସ’ ପାଳନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକାଳରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, କଟକ ଏବଂ କୋରାପୁଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଏପ୍ରିଲ ପହିଲା ତଥା…

ବିପର୍ଯ୍ଯୟ ପରିଚାଳନା ପାଇଁ ଓଡ଼ିଶାକୁ ବିଶ୍ବବ୍ୟାଙ୍କ ଦେଲା ୮୨୨ କୋଟି

ଭୁବନେଶ୍ୱର: ଓଡ଼ିଶା ହାରାହାରି ୧୫ ମାସରେ ଥରେ ବିପର୍ଯ୍ୟୟର ସାମ୍ନା କରୁଛି। ଏହାଦ୍ୱାରା ଅନେକ ଧନ ଜୀବନ କ୍ଷତି ହେଉଛି। ଏହାକୁ ନଜରରେ ରଖି ବିଶ୍ବବ୍ୟାଙ୍କ ଓଡ଼ିଶାକୁ ୧୦୦ ନିୟୁଡ ଡଲାର ବା ୮୨୨ କୋଟି ଟଙ୍କା ବିପର୍ଯ୍ୟୟ ମୁକାବିଲା ପାଇଁ ଦେଇଛି। ଏହି ଟଙ୍କା ଦ୍ୱାରା ରାଜ୍ୟ ସରକାର…

ଝାରସୁଗୁଡା ଉପନିର୍ବାଚନ, ନବଙ୍କ ଜାଗା କିଏ ନେବ ?

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା। ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୩ ତାରିଖରେ ଫଳାଫଳ ବାହାରିବ। ତାରିଖ ଘୋଷଣା ପରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ…

୧୯ ବର୍ଷରୁ କମ ମହିଳା ଜାତୀୟ କ୍ରିକେଟ ଏକାଡେମୀ କ୍ୟାମ୍ପ ପାଇଁ ମନୋନୀତ ହେଲେ ୫ ଓଡିଆ

ଭୁବନେଶ୍ୱର: ଜାତୀୟ କ୍ରିକେଟ ଏକାଡେମୀ ୧୯ ବର୍ଷରୁ କମ ମହିଳା ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଶିବିର ପାଇଁ ଚୟନ କରିଛି । ଏହି ଶିବିର ଏପ୍ରିଲ ୧୭ରୁ ମେ ୧୧ ପର୍ଯ୍ୟନ୍ତ ବିଭିନ୍ନ ଭେନ୍ୟୁରେ ଆୟୋଜିତ ହେବ । ଓଡିଶା ୫ଜଣ ଉଦୀୟମାନ ଖେଳାଳିଙ୍କୁ ଏହି ଶିବିର ପାଇଁ ଚୟନ କରାଯାଇଛି ।…