Latest Odisha News

BREAKING NEWS

Browsing Category

ଓଡିଶା

Odisha

ରୁକୁଣା ରଥ ନୀତି ବିଳମ୍ବ ; ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା

ଭୁବନେଶ୍ୱର : ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲୁଥିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ପହଣ୍ଡି…

ଯାଇଥିଲେ ଦେଖିବାକୁ ମହାପ୍ରଭୁଙ୍କ ରଥଯାତ୍ରା, ସବୁଦିନ ପାଇଁ ହରାଇଲେ ଆଖି

ଜଗତସିଂହପୁର : ଗୁଣ୍ଡିଚା ଯାତ୍ରା ଦେଖିବା ସାଜିଲା କାଳ । ଚାଲିଗଲା ଦୃଷ୍ଟିଶକ୍ତି । କର୍ମଚାରୀଙ୍କ ବେପରୁଆ ଜଳ ସିଞ୍ଚନ ଛଡ଼ାଇନେଲା କୃଷ୍ଣଚନ୍ଦ୍ରଙ୍କ ଆଖି । ବିତିଲାଣି ବର୍ଷେ  । ମିଳୁନି ସହାୟତା । ଏନେଇ ଭାଗ୍ୟକୁ ଆଦରି ପଡିରହିଛନ୍ତି କୃଷ୍ଣଚନ୍ଦ୍ର । ଆମେ କହୁଛୁ ଜଗତସିଂହପୁର ବ୍ଲକ…

ବନ ବିଭାଗ କର୍ମଚାରୀଙ୍କୁ ଗୁଳିମାଡ଼; ୨ ଗୁରୁତର

ବୌଦ୍ଧ : ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼ । ଗୁଳିମାଡ଼ରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ବଘିଆପଡ଼ା ଖଲିଆପାଲିରେ ଏହି ଗୁଳିକାଣ୍ଡ ଘଟିଛି । ଅଳ୍ପକେ ବର୍ତ୍ତିଲେ ସହକାରୀ ବନ ସଂରକ୍ଷକଙ୍କ ସମେତ ୫ ଜଣ ବନ କର୍ମଚାରୀ । ଆହତ ୨ ଜଣ ବନ କର୍ମଚାରୀ ହେଲେ ଜଣେ ନୀଳାଚଳ…

ଆଜି ପବିତ୍ର ଅଶୋକାଷ୍ଟମୀ; ରୁକୁଣା ରଥରେ ବସି ମାଉସୀ ଘର ଯିବେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ । ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର  । ରୁକୁଣା ରଥରେ ବସି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯିବେ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ…

୮.୧୫ ପ୍ରତିଶତକୁ ବଢ଼ିଲା EPFO ସୁଧହାର, ଲାଭବାନ ହେବେ ୫ କୋଟିରୁ ଅଧିକ କର୍ମଚାରୀ

ଭୁବନେଶ୍ୱର : ମାର୍ଚ୍ଚ ମାସ ଶେଷ ଆଡକୁ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ସରକାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ…

ଜାଲ୍ ସାର୍ଟିଫିକେଟ ମାମଲାରେ ବିଜେଡି ଲିଙ୍କ ରହିଛି: ସାଲୁଜା

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଜାଲ୍ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରସଙ୍ଗ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୃହରେ ଏହି ପ୍ରସଙ୍ଗ ଉଠାଇ ସିଧାସଳଖ ଶାସକ ଦଳର ନେତାଙ୍କର ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ଜିଲ୍ଲାରେ ରାକେଟ୍ ଏହି ଚାଲିଛି ଏବଂ…

ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଗାଏବ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବାରିପଦା: ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଗାଏବ। ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କ ଓଡ଼ିଆ ବିଷୟର ଉତ୍ତର ଖାତା ଗାଏବ ହୋଇଯାଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରେ। ଏ ନେଇ ମୂଲ୍ୟାୟନ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ କଲେଜ…

‘ମୋ ବସ’ରେ ଯାତ୍ରୀଙ୍କ ପକେଟରେ ୫୦ ହଜାର ଲୁଟ୍, ଦେଖଣାହାରୀ ସାଜିଛି କମିଶନରେଟ ପୋଲିସ

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରର ବିଭିନ୍ନ ରୁଟରେ ଚଳାଚଳ କରୁଥିବା 'ମୋ ବସ୍'ର ଯାତ୍ରୀଙ୍କ ପାଇଁ ଚୋରି ମାମଲାରୁ ନିସ୍ତାର ନାହିଁ ବୋଲି ମନେ ହେଉଛି। ସଦ୍ୟତମ ଘଟଣାକ୍ରମରେ ମଙ୍ଗଳବାର ଜଣେ ଗରିବ ବ୍ୟକ୍ତି ଲୁଟର ଶିକାର ହୋଇଛନ୍ତି। ସେ ପରିବାର ସଦସ୍ୟଙ୍କ ସହ ମୋ ବସରେ ଯାଉଥିବା…

ଆକ୍ସନ ମୋଡରେ ଏସଟିଏ, ଅନେକ ଛାତ୍ରଛାତ୍ରୀଙ୍କ ବିରୋଧରେ ଲଗାଇଲା ଜରିମାନା

ଭୁବନେଶ୍ୱର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ 'ଜିରୋ ଡେଥ୍ ଓ୍ୱିକ୍' ପାଳନ ଅବସରରେ ସପ୍ତାହେ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଦିନରେ ଏସଟିଏ…

ଝାରସୁଗୁଡ଼ାରେ ଗ୍ରାମ୍ୟ ପୋଖରୀ ଗୁଡିକର ନବୀକରଣ କରୁଛି ବେଦାନ୍ତ

ଝାରସୁଗୁଡା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ, ଝାରସୁଗୁଡାର ୧୯ଟି ଗାଁ ପୋଖରୀକୁ ନବୀକରଣ କରି ୩୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସେମାନଙ୍କର ଜଳ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଛି । କାଟିକେଲା, ଡାଲ୍କି, ପରମାନପୁର, ବଡମାଲ, କେଲଡାମାଲ, ସୋଢମାଲ,…