Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଧର୍ମର ଜୟ କହିଲା ବିଜେପି

ଭୁବନେଶ୍ୱର: ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସୁପ୍ରିମକୋର୍ଟଙ୍କ ରାୟକୁ 'ଧର୍ମ'ର ବିଜୟ ବୋଲି କହିଛି ବିଜେପି। ଏହି ପ୍ରକଳ୍ପ ପାଇଁ ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ ବୋଲି ବିବେଚନା କରି ବେଦାନ୍ତ ଉପରେ ୫ ଲକ୍ଷ ଟଙ୍କା ଜରିମାନା…

ନିୟମିତ ହେବେ ୧୮ ହଜାରରୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକ, ବିସ୍ତୃତ ରିପୋର୍ଟକୁ ଅପେକ୍ଷା: ସଙ୍ଘ ସଭାପତି

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ୧୮ ହଜାରରୁ ଉର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଶିକ୍ଷକ ଉପକୃତ ହେବେ। ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ। …

କୋଟିଆ ରାଜନୀତି: ଧର୍ମେନ୍ଦ୍ରଙ୍କ ‘ଗୋ ବ୍ୟାକ ଆନ୍ଧ୍ର’ ନାରାକୁ ବିଜେଡିର ଉପହାସ, ମଧ୍ୟସ୍ଥତା ଦାବି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଗୋ ବ୍ୟାକ୍ ଆନ୍ଧ୍ର' ସ୍ଲୋଗାନକୁ 'ବ୍ୟର୍ଥ' କହି ଉପହାସ କରିଥିଲା ବିଜୁ ଜନତା ଦଳ। ଏବେ ଏହାର କଡା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସକ ଦଳ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ କୋଟିଆ…

ଝାରସୁଗୁଡା ଉପନିର୍ବାଚନ: ‘କିଏ ସ୍ଥାନୀୟ ବାସିନ୍ଦା, କିଏ ଜିଲ୍ଲା ବାହାର’ ତେଜିଲା ବୟାନବାଜି

ଝାରସୁଗୁଡା: ଗୁରୁବାର ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ନିମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପୂର୍ବରୁ ତିନି ଦଳ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି। ଏବେ ଝାରସୁଗୁଡାରେ ନିର୍ବାଚନ ମୈଦାନ କମ୍ପୁଛି। ଏହି ସମୟରେ ଆଗ ମାଟି ପରେ…

ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ଭୁବନେଶ୍ଵର: ଏ.ଆଇ.ଟି.ୟୁ.ସି.ର ପ୍ରାକ୍ତନ ସାଧାରଣ ସମ୍ପାଦକ ସି.ପି.ଆଇ. ପ୍ରାକ୍ତନ ଜାତୀୟ ପରିଷଦ ସଭ୍ୟ, ସୁସାହିତ୍ୟିକ, ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ପ୍ରବକ୍ତା ସାଥୀ ସୌରୀବନ୍ଧୁ କରଙ୍କ ତୃତୀୟ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରୀ…

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା, ଯୋଗ ଦେବେ ୮ ଟି ଦେଶର ପ୍ରତିନିଧି

ଭୁବନେଶ୍ୱର: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।…

ୱାଇ-୨୦ କନ୍‍ସଲ୍‍ଟେସନ୍‍: କିସ୍‍ ବୁଲିଲେ ୨୦ ଦେଶର ସାଂସଦ

ଭୁବନେଶ୍ୱର: ଅପ୍ରେଲ୍‍ ୧୪ ତାରିଖରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୟୁଥ-୨୦ କନସ୍‍ ଲ୍‍ଟେସନରେ ଯୋଗ ଦେବାକୁ ଆସିଥିବ । ଆମେରିକା, ବ୍ରିଟେନ, ଜର୍ମାନ, ୟୁକ୍ରେନ, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ସୁକିନ୍ଦାର ଦୁଇଟି କଲେଜକୁ ଲାଇବ୍ରେରୀ ବିଲ୍ଡିଂ ଉତ୍ସର୍ଗ

ସୁକିନ୍ଦା/ଡୁବୁରୀ: ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଯାଜପୁର ଜିଲ୍ଲା ଡୁବୁରୀରେ ଏକ ସର୍ବସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଲୟରେ ଦୁଇଟି ଲାଇବ୍ରେରୀ ବ୍ଲକକୁ ଉତ୍ସର୍ଗ କରିଛି । ଏହି…

ପାର୍କିନ୍‌ସନ୍ ରୋଗୀଙ୍କ କ୍ଷେତ୍ରରେ ସଚେତନତା ଆବଶ୍ୟକ: ପ୍ରଫେସର ମହାପାତ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ପାର୍କିର୍ନ୍‌ସନ୍ ଦିବସ ପାଳିତ ହୋଇଯାଇଛି । ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା…

ଜିଜ୍ଞାସା ଉଦ୍ରେକ କରୁଛି ୟୁଏଆଇଏଲ୍‍ର ପ୍ରୋଜେକ୍ଟ ‘ପୁସ୍ତକାଳୟ’

ଭୁବନେଶ୍ୱର: ରାୟଗଡ଼ା ଏବଂ କଳାହାଣ୍ଣି ଭଳି ଜିଲ୍ଲା ଗୁଡ଼ିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ…