Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓସଜା ପୁରସ୍କାର: ‘ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳି ଜିତନ୍ତୁ ବ୍ୟକ୍ତିଗତ…

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେଉଛି । ଆଗାମୀ ୨୦୩୬ ମସିହାରେ ଭାରତରେ ଅନୁଷ୍ଠିତ ହୋଇପାରେ ଅଲିମ୍ପିକ କ୍ରୀଡ଼ା । ଦେଶରେ ଅଲିମ୍ପିକ ହେଉଥିଲା ବେଳେ ସେଥିରେ ବ୍ୟକ୍ତିଗତ ମେଡାଲ…

ଟ୍ରେନ୍ ରହଣୀ ଦାବିରେ ୨୩ରେ ବେଲପାହାଡ଼ରେ ରେଳରୋକ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ରେଳ ଷ୍ଟେସନରେ ଟ୍ରେନ୍ ରହଣୀ ଦାବି କରି ଆସନ୍ତା ୨୩ ତାରିଖ ରେଳରୋକ କରାଯିବ । ୨୩ ତାରିଖ ସକାଳ ୭ଟାରୁ ରେଳ ରୋକ ଆନ୍ଦୋଳନ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବ । କେବଳ ରେଳ ରୋକ କରାଯିବ ନାହିଁ, ରେଳବାଇର ଅର୍ଥନୈତିକ ଅବରୋଧ…

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ରଖିବା ପରେ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା…

ନିଦ୍ରା ଜନିତ ରୋଗ ପାଇଁ କିମ୍‍ସରେ ସ୍ଲିପ୍‍ ଲ୍ୟାବ୍‍

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ, କାମଚାପ, ଅଧିକ ସମୟ ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଦ୍ୱାରା ରାତିରେ ଠିକ୍ ଭାବେ ନିଦ ଆସି ନ ଥାଏ । ଯାହା ଦ୍ୱାରା ସାରା ଦିନ ଥକିବା ଭଳି ଅନୁଭବ ହୋଇଥାଏ । ତେବେ କିଛି ଲୋକ ଏହାକୁ ସାଧାରଣ ସମସ୍ୟା ବେଲି ଭାବି ଅଣଦେଖା କରିଥାନ୍ତି ।…

ନବଙ୍କ ହତ୍ୟାର ତଦନ୍ତ ନେଇ ବର୍ଷିଲେ ନବୀନ, କହିଲେ ‘ହୀନ ରାଜନୀତି କରୁଛନ୍ତି ବିରୋଧୀ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ବିରୋଧୀ ବିଜେପି ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି । ଯାହାକି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ଅପମାନବୋଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି,…

ନୂଆ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଜୀ-ସାର୍ଥକ ବ୍ୟାନରରେ ନିର୍ମିର୍ତ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା' ର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି ଉତ୍ସବ ରେ ଫିଲ୍ମର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକର ଚିଫ୍ ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ…

ବିଧାନସଭା ବାହାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ବାହାରେ ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ ଆଇନ୍ ଶୃଙ୍ଖଳା…

ଅଭିମାନ କଲେ ଅରୁଣ, କହିଲେ ଚାଷୀ ଓ ଚାଉଳ କଥା କହିବାକୁ ଗୃହରେ ସୁଯୋଗ ମିଳୁନି

ଭୁବନେଶ୍ୱର : ପୁଣିଥିରେ ଫେରିଛି ଚାଉଳ ରାଜିନୀତି ! ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଏହାପରେ ଗଣମାଧ୍ୟମରେ ବଡ଼ ଅଭିମାନଭରା କଣ୍ଠରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ ସମାଲୋଚନା କରିଥିଲେ,…

‘କେନ୍ଦ୍ରାପଡା’ ଏଥର ବିଜେଡିରୁ ଗୀତାଞ୍ଜଳି ନା ରାଜେଶ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ?ଶଶୀଭୂଷଣଙ୍କ ଜାଗା କିଏ ନେବ। ଏହାକୁ ନେଇ ଏବେ କେନ୍ଦ୍ରାପଡା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପରେ…