Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଲିସର ବଡ଼ ସଫଳତା; ଯାଜପୁର ମୂର୍ତ୍ତୀ ଚୋର ରାକେଟ୍‌ର ପର୍ଦ୍ଦାଫାସ୍

ଯାଜପୁର: ଯାଜପୁର ଜିଲ୍ଲା ପୋଲିସର ବଡ ସଫଳତା। ମୂର୍ତ୍ତି ଚୋରୀ ରାକେଟର ପର୍ଦ୍ଦାଫାସ। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ମୂର୍ତ୍ତିଚୋରଙ୍କୁ ଗିରଫ୍ କରିଛି ଯାଜପୁର ପୁଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ବିନିତ୍ କୁମାର ଅଗ୍ରୱାଲ। ଗିରଫ ଅପରାଧିଙ୍କ ଠାରୁ…

ଗୋପାଳକୁ ‘NIMHANS’ ନେବା ନେଇ କ୍ରାଇମବ୍ରାଞ୍ଚର ଆବେଦନ ପୁଣି ଖାରଜ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ନେବା ଲାଗି କ୍ରାଇମବ୍ରାଞ୍ଚ ଆବେଦନ ଖାରଜ ହୋଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦଲାତ ଗୋପାଳର ଅଧିକ ମାନସିକ ସ୍ଥିତି ଯାଞ୍ଚ ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ।…

ଏହି ଜିଲ୍ଲାର ପ୍ରତ୍ୟେକ ଥାନାରେ ଏତଲା ଦେଲା ବିଜେପି

ଭଦ୍ରକ: ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ଦଳ ପକ୍ଷରୁ ଭଦ୍ରକ ଜିଲ୍ଲାର ସମସ୍ତ ଥାନାରେ ଏତଲା ଦିଆଯାଇଛି। ପୁଲିସ ଯୋଜନା କରି କାର୍ଯ୍ୟକର୍ତ୍ତାକଙ୍କୁ ମାଡ଼ ମାରିଥିବା ବିଜେପି ଅଭିଯୋଗ କରିଛି। ଏନେଇ ଆଜି ଜିଲ୍ଲାର ସମସ୍ତ ଥାନାରେ ବିଜେପି କର୍ମୀ ପହଞ୍ଚି ଏତଲା…

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି ବୋଲି ପଦ ହରାଇଲେ ସରପଞ୍ଚ

ଢେଙ୍କାନାଳ: ଭାଷା ପାଇଁ ପଦ ଗଲା । ଓଡ଼ିଆ ଭାଷା ଲେଖିବା ଓ ପଢ଼ିବାରେ ଅସମର୍ଥ ଯୋଗୁ ସରପଞ୍ଚ ପଦ ହରାଇଛନ୍ତି । ଏଭଳି ମାମଲା ଆସିଛି ଢେଙ୍କାନାଳ ଜିଲ୍ଲାରୁ । ସଦର ବ୍ଲକର ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀଙ୍କୁ ଢେଙ୍କାନାଳ ଦୌରା ଜଜ ଅଯୋଗ୍ୟ ଘୋଷିତ କରିଛନ୍ତି ।…

ବାହାଘର କାର୍ଡ ବାଣ୍ଟିବା ନାଁରେ କରୁଥିଲେ ଗଞ୍ଜେଇ ଚାଲାଣ

ଅନୁଗୁଳ: ଗଞ୍ଜେଇ ଚାଲାଣର ନୂଆ ତରିକା ସାମ୍ନାକୁ ଆସିଛି । ବାହାଘର କାର୍ଡ ବାଣ୍ଟିବା ନାଁରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ୩ ଜଣ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅନୁଗୁଳ ଜିଲ୍ଲା…

ଭାରତର ଲଜ୍ଜାଜନକ ପରାଜୟ

ଇନ୍ଦୋର: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ୯ ୱିକେଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୨ଟି ଟେଷ୍ଟ ହାରିବା ପରେ କଙ୍ଗାରୁ ଟିମ ସିରିଜରେ ସଫଳ ପ୍ରତ୍ୟାବର୍ତନ କରିଛନ୍ତି । ସିରିଜର ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ ।…

ଭିସୁଟ ଛାତ୍ରୀ ହତ୍ୟା ମାମଲା: ସସପେନ୍ସ ବଢାଇଲା ଚିନ୍ମୟୀଙ୍କ ବେକରେ ଥିବା କଳା ଦାଗ

ସମ୍ବଲପୁର: ୩ ଦିନ ବିତିଲା । ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଯୁକ୍ତି ବାଢିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି,…

ଭିଜିଲାନ୍ସ ଜାଲରେ ପଡିଲେ କେବିକେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଭିଜିଲାନ୍ସ ଜାଲରେ ପଡିଛନ୍ତି କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ।  ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ହୋଇଛି। ଆଜି ଅତିରିକ୍ତ…

ପରୀକ୍ଷା ହଲରୁ ବାହାରିବା ପରେ ପ୍ରେମିକାକୁ ଲହୁଲୁହାଣ କଲା ପ୍ରେମିକ

ରାୟଗଡା: ପ୍ରେମିକାକୁ ପ୍ରେମିକର ମରଣାନ୍ତକ ଆକ୍ରମଣ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡାଠାରେ ଥିବା ଦ୍ରୌପଦୀ ଜୁନିୟର କଲେଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗୁମୁଡା କଲେଜରେ +୨ ପରୀକ୍ଷା ଚାଲିଥିଲା। ପରୀକ୍ଷା ସରିବା ପରେ ବାହାରକୁ ବାହାରିଥିଲେ…

ଆଜି ପୁରୀରେ ହେବ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଦ୍ରାବାଦରୁ ବିମାନ ଯୋଗେ ଭୁବନେଶ୍ୱର ଆସିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର। ବିମାନବନ୍ଦରରୁ ମର ଶରୀର ବାହାରକୁ ଅଣାଯିବା ବେଳେ ପିଣ୍ଟୁଙ୍କ ପତ୍ନୀ, ସମ୍ପର୍କୀୟ ଏବଂ ଓଲିଉଡ ଅଭିନେତା ଉପସ୍ଥିତ ଥିଲେ। ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ…