Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ବଢ଼ିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ । ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ…

ପୁରୀ ଓ କଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର, ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ…

ଆଉ ୩ ଦିନ କାଳବୈଶାଖୀ ବର୍ଷା ସହ ପବନ

ଭୁବନେଶ୍ୱର: ଲାଗି ରହିବ କାଳବୈଶାଖୀ ବର୍ଷା । ୨୬ ତାରିଖ ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ,…

ବଲିଉଡ୍ କୋରିଓଗ୍ରାଫର ଓଡ଼ିଆ ପୁଅ ସଂଗ୍ରାମ

ପୁରୀ: ଓଡ଼ିଆ ପୁଅ ସଂଗ୍ରାମ । ଏବେ ବଲିଉଡରେ ଦେଖାଉଛନ୍ତି ନିଜ ଡ୍ୟାନ୍ସର ଯାଦୁ । ଶୁଆଇ ଦେଉ ନଥିବା ସ୍ୱପ୍ନ ଆଉ ଅହରହ ସଂଘର୍ଷ ସଂଗ୍ରାମଙ୍କୁ ଦେଇଛି ସଫଳତା । ଶ୍ରୀକ୍ଷେତ୍ର ପୁରୀ ମାଟିର ପୁଅ ସଂଗ୍ରାମ କେଶରୀ ବାରିକ ଏବେ ମାୟାନଗରୀ ମୁମ୍ବାଇରେ କାମ କରୁଛନ୍ତି । ବଲିଉଡର ଜଣାଶୁଣା ପ୍ରଡକ୍ସନ…

ରାତି ଅଧରେ ପଞ୍ଚାୟତ ଅଫିସରୁ ଚୋରି କରୁଥିଲେ ପିଡିଏସ୍ ଚାଉଳ, ମାଡ଼ି ବସିଲେ ଗାଁ ଲୋକ

ସୋନପୁର: ଗରିବ ଗୁରୁବାଙ୍କୁ ବାଣ୍ଟିବା ପାଇଁ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇ ଦେଉଛନ୍ତି । ଆଉ ଉକ୍ତ ଚାଉଳକୁ ଚୋରି କରୁଥିବା ବେଳେ ସରପଞ୍ଚ ଓ ଗ୍ରାମବାସୀଙ୍କ ହାତରେ ୨ ଜଣ ଧରା ପଡ଼ିଛନ୍ତି । ଏଭଳି ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ଥାନା ପାଇକବାହାଲ ପଞ୍ଚାୟତରେ ।…

ପାଟକୁରାରୁ ଲଢ଼ିବେ ଅତନୁ !

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଭିୱେଟ ମାନଙ୍କର ଲଢେଇ ପାଟକୁରାରେ ହୁଏ। ବିଶେଷ କରି ବିଜୟ ମହାପାତ୍ରଙ୍କୁ ନେଇ ପାଟକୁରା ବିଷୟରେ ସବୁବେଳେ ଆଲୋଚନା ହୁଏ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପାଟକୁରା ବିଧାନସଭା କ୍ଷେତ୍ରରେ…

କାହିଁକି ଜାପାନ ଯିବେ ନବୀନ?

ଭୁବନେଶ୍ୱର: ଜାପାନ ଯିବେ ନବୀନ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ନିର୍ବାଚନ ପାଖେଇ ଆସୁଛି। ସେଥିପାଇଁ ଆଗୁଆ ବିଭିନ୍ନ ଜିଲ୍ଲା ଗସ୍ତ କରି ନବୀନ ବହୁ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏପରିକି ଏ ମାଧ୍ୟମରେ ନବୀନ ଆଗୁଆ ନିର୍ବାଚନ ପ୍ରଚାର ସାରି ଦେଉଛନ୍ତି ବୋଲି…

ବାପା ଭୂମିକାରେ ଭଟଲି ବିଧାୟକ, ଅନାଥ ଝିଅର ବାହାଘର କରି ପ୍ରଶଂସା ସାଉଁଟିଲେ ସୁଶାନ୍ତ ସିଂ

ବରଗଡ଼ : ପୁଣି ମାନବିକତା ଦେଖାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ଜଣେ ଅସହାୟ ଅନାଥ ଝିଅ ବାହାଘରର ସବୁ ଦାୟିତ୍ୱ ତୁଲାଇବା ସହ ବାପା ଭୂମିକାରେ ନଜର ଆସିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ବାହାଘରର ସମସ୍ତ ଆୟୋଜନ କରିବା ସହ ଅସହାୟ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଏହି ସହାୟତା ପାଇଁ…

ନୀତିନଙ୍କୁ ନବୀନଙ୍କ ଚିଠି, ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର…

ବାଲେଶ୍ୱର କୃଷି ମେଳାରେ ଯୋଗ ଦେଇ କୃଷକଙ୍କୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁରୁଡା ପଡ଼ିଆରେ ଆୟୋଜିତ କୃଷି ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। ତାଙ୍କ ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଇଛନ୍ତି।…