Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଣିକି ସେନା ଯବାନଙ୍କ ମେନ୍ୟୁରେ ସାମିଲ ହେବ ମିଲେଟ୍‌, ଅଟାର ବିକଳ୍ପ ହେବ ମାଣ୍ଡିଆ

ନୂଆଦିଲ୍ଲୀ :  ଏଣିକି ସେନାରେ ଯବାନଙ୍କ ମେନ୍ୟୁରେ ମିଲେଟ୍‌ ବା ମାଣ୍ଡିଆ ସାମିଲ ହେବ । ସେନାରେ ରାସନ ଭାବେ ମିଲେଟର ବ୍ୟବହାରକୁ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଥିବା ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ସେନାରେ…

ବରକନ୍ୟା ଝରଣା ବୁଲିଲେ ବିଜେଡି ନେତା, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତିଶୃତି ଦେଲେ ପ୍ରଣବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ ଘେର ଭିତରେ ରହିଛି ବରକନ୍ୟା ଝରଣା । ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଆମନ୍ତ୍ରଣ ରକ୍ଷା କରି ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଗୁରୁବାର ସକାଳୁ ସକାଳୁ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

ଅପପୁଷ୍ଟି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର:  ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଆସି ବିଧାନସଭା ହୁଲସ୍ତୁଲ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ। ଏହାକୁ ନେଇ ବିଧାନସଭା ଆଜି କମ୍ପିଥିଲା । ବିରୋଧୀ ଦଳ ନେତା…

ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟ: ହ୍ୱାଟ୍ସଅପ ଗ୍ରୁପରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ନୂଆ ମୋଡ ନେଲା ଡିଜେ ଆଜେକ୍ସ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହ୍ୱାଟସ୍ଅପ ମେସେଜରୁ ମିଳିଲା ସୁରାକ ।  ଜଣେ ନୁହେଁ, ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ । ତିନି ଜଣଯାକ ଯୁବତୀ ଏହା ଜାଣିବା ପରେ କରିଥିଲେ ଏକାଠି ହୋଇଥିଲେ ।…

ବୃକ୍ଷ ପ୍ରେମରେ କାମଦେବ ମହାରଣା

ପୁରୀ : ଶବ୍ଦକୁ ଦିଅନ୍ତି ଜୀବନ, ବୃକ୍ଷ ସହ ରହିଛି ତାଙ୍କର ନିବିଡ଼ ସମ୍ପର୍କ  । କେତେବେଳେ ସେ ଗଛସହ ଗୁଣୁଗୁଣୁ ହୋଇ କଥା ହୁଅନ୍ତି ତ ପୁଣି କେତେବେଳେ ପରାସ୍ତ ଜହ୍ନରୁ ଜୋତ୍ସନା ତୋଳି ଆଣି ତାକୁ କବିତାର ରୂପ ଦିଅନ୍ତି । ଆମେ କହୁଛୁ ପୁରୀର କାମଦେବ ମହାରଣାଙ୍କ କଥା । ପେଶାରେ ସେ ଜଣେ…

ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ; ବର୍ଷକରେ କୁଳଡିହା ଅଭୟାରଣ୍ୟରେ ଗଲାଣି ୭ ହାତୀର ଜୀବନ

 ବାଲେଶ୍ୱର: ଦାନ୍ତ ପାଇଁ ପୁଣି ଦନ୍ତା ଶିକାର। ବାଲେଶ୍ୱର କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ କରାଯାଇଛି। ହାତୀକୁ ମାରି ଶିକାରୀ ଦାନ୍ତ ନେଇଯାଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା…

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର : ଏପ୍ରିଲ ୩ରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ଖାତା ଦେଖା ଆରମ୍ଭ ହେବ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ରହିଛି  । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ଯିବ ବୋଲି ଜଣାପଡ଼ିଛି । ମୂଲ୍ୟାୟ‌ନ…

ନବରାତ୍ରି ଉତ୍ସବ ପାଇଁ ଚାଲିବ ଦୁଇଟି ସ୍ପେସାଲ ଟ୍ରେନ୍

ଭୁବନେଶ୍ୱର: ନବରାତ୍ରି ଉତ୍ସବ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦେଖି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ପେସାଲ ଏହି ଦୁଇଟି ଟ୍ରେନ୍‌ ଚଳାଚଳ କରିବ। ସୂଚନା…

ମୁକ, ବଧିର ଭଳି ଅଭିନୟ କରି ଲୁଟ୍ କରୁଥିଲେ ତାମିଲନାଡୁର ତିନି ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଆନ୍ତରାଜ୍ଯ ଲୁଟେରା। ମୁକ, ବଧିରର ପରିଚୟ ଦେଇ ଲୋକଙ୍କ ସହାନୁଭୂତି ପାଉଛନ୍ତି। ଆଉ ଏହାପରେ କଳାକନା ବୁଲାଉଛନ୍ତି। ଏଭଳି ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତିନି ଅଭିଯୁକ୍ତ ତାମିଲନାଡୁର ଲୁଟେରା ବୋଲି ଜଣାପଡ଼ିଛି। ଏମାନଙ୍କ ବୟସ ୩୫…

ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ୍: ଗଣଶିକ୍ଷା ମନ୍ତ୍ରୀଙ୍କୁ ଜବାବ ଦେଲା ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ବିଧାନସଭାରେ ଓଡ଼ିଶାରେ ସ୍କୁଲ ଡ୍ରପ୍‌ଆଉଟ୍‌ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ । ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍‌ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ…