Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାରିପଦା, ବାଲେଶ୍ୱରରେ ଭୟଙ୍କର ଶବ୍ଦ; ଥରିଗଲା ଘରର ଝରକା, କବାଟ

ଭୁବନେଶ୍ୱର:ବାରିପଦା ଏବଂ ବାଲେଶ୍ୱରରେ ସୋମବାର ସକାଳେ ହଠାତ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା ।  ପ୍ରଚଣ୍ଡ ଶବ୍ଦ ଯୋଗୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଥରିଗଲା । ଭୟରେ ଲୋକେ ଘରୁ ବାହାରି ଆସିଥିଲେ । କ’ଣ ହେଲା କେହି କିଛି ବୁଝି ପାରି ନ ଥିଲେ । ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଶବ୍ଦ…

‘ସାବାସ ବାସନ୍ତୀ’: ଏପଟେ କର୍ତ୍ତବ୍ୟ କରୁଥିଲେ, ସେପଟେ ମା’ର ମମତା ଦେଇ ଛୁଆକୁ ରଖିଥିଲେ

ମାଲକାନଗିରି: ଖାକିରେ ଦାଗ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ । ହେଲେ ସେ ରଖିଛନ୍ତି ଖାକିର ମହତ । ସେ ବିଭାଗର ଛୋଟିଆ କମର୍ଚାରୀ ଜଣେ । ହେଲେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଖାକିକୁ ମିଳିଛି ସାବାସି । ସେ ପୋଲିସର ଦାୟିତ୍ୱ ତୁଲାଇବା ସହ ଏକ ମା’ର ଭୂମିକା ନିଭାଇଛନ୍ତି, ମଣିଷପଣିଆର…

ଆୟୁଷ୍ମାନ ଖୁରାନାଙ୍କ ଟ୍ୱିଟ ପରେ ଛେନାପୋଡ଼କୁ GI tag ଦେବା ନେଇ ଜୋର ଧରିଛି ଦାବି

ମୁମ୍ବାଇ : ଦିନକୁ ଦିନ ଛେନାପୋଡ଼ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ  ରାଜ୍ୟ ବାହାରେ ଏପରିକି ବଲିଉଡ଼ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି ।  ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛେନାପୋଡ଼କୁ ନେଇ ଏକ ଟ୍ବିଟ୍‌ ଓଡ଼ିଶାବାସୀଙ୍କୁ…

ଚାଷୀଙ୍କ ପାଇଁ ଖୁସି ଖବର; ଆଜି ମିଳିବ ପିଏମ୍‌ କିଷାନର ୧୩ତମ କିସ୍ତି

ନୂଆଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଲା । ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବେ । ପ୍ରଧାନମନ୍ତ୍ରୀ…

ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କର ଗତକାଲି ଆମ୍ରି ହସ୍ପିଟାଲରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ସପ୍ତାହରେ ସେ ସୁସ୍ଥ ହୋଇ ଘରକୁ…

ଆଖି ବୁଜିଲେ ସ୍ୱାମୀର ଏସିଡ ମାଡ଼ର ଶିକାର ହୋଇଥିବା ବାଲେଶ୍ୱରର ବନିତା

ବାଲେଶ୍ୱର:  ୬ ଦିନ ହେବ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଜଣେ ମହିଳା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୀମପୁରା ଗାଁର ଚନ୍ଦନ ରଣାଙ୍କ ଦ୍ୱିତୀୟ ପତ୍ନୀ ବନିତା ରଣା। ଗତ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ସ୍ୱାମୀ ଏସିଡ୍ ଫିଙ୍ଗିଦେବା ପରେ ସେ…

ବିଜୁ ଜନତା ଦଳ କାହା ସପକ୍ଷରେ ‘ନବ ନା ଗୋପାଳ’ ?: ମନୋଜ ମହାପାତ୍ର

ଭୁବନେଶ୍ୱର: ଅତୀତରେ ଘଟି ଯାଇଥିବା ଅନେକ ସମ୍ବଦନଶୀଳ ପ୍ରସଙ୍ଗ ଭଳି ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ, ବିରୋଧୀ ଦଳ ପ୍ରତି ଆକ୍ଷେପ ଓ ଶାସକ ବିଜୁ ଜନତା ଦଳ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କ ପ୍ରତିକ୍ରିୟାକୁ ଅନୁଶୀଳନ କଲେ ଶାସାକ ବିଜୁ ଜନତା ଦଳ ସ୍ୱର୍ଗତଃ ନବ ଦାସଙ୍କ ପରିବାର…

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳୀ ଓ କୋଟିଆ ଗସ୍ତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ । ସେହିଭଳି କୋଟିଆରେ ସରକାରଙ୍କ…

ସୁରେଶ ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଅବସର ସହ ନିଯୁକ୍ତି । ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେବେ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଉଥିବା ବେଳେ ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି…

IAS ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଆଇଏଏସ୍ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆଜି ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ସେହିଭଳି ଆଇଏଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି…