Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବଙ୍କ ଚାପୁଡ଼ାର ଜବାବ ଗୁଳିରେ ଦେଲେ କି ଗୋପାଳ ?

ବ୍ରହ୍ମପୁର: ଗୋପାଳ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ? ପ୍ରକୃତରେ ମାନସିକ ଭାରସାମ୍ୟ ହରାଇ ଗୋପଳା ଏଭଳି କରିଛନ୍ତି କି ? ନା ଏହା ପଛରେ ରହିଛି କିଛି ଭିନ୍ନ କାରଣ ? କିଛି ବଡ଼ ଷଡ଼ଯନ୍ତ୍ରର ଅଂଶ ନୁହଁନ୍ତି ତ ଗୋପାଳ ? ଏନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଗୁମର…

ମେ’ରୁ ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର…

ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ସନ୍ୟାସିପାଲି ଛକରେ ଟ୍ରକ୍ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ…

ମନ୍ତ୍ରୀଙ୍କୁ ASIଙ୍କ ହତ୍ୟା ପରେ ବଦଳିଲେ ଏସପି ଓ ଏସଡିପିଓ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ASI ହତ୍ୟା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଝାରସୁଗୁଡ଼ା ଏସପିଙ୍କ ସହ ବ୍ରଜରାଜନଗର ଏସଡିପିଓ । ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।…

ପୂର୍ବତନ ଏଏସ୍‌ଆଇ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରିଛି କ୍ରାଇମ୍‌ ବ୍ରାଞ୍ଚ। ମଙ୍ଗଳବାର ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଦଳ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ବରଖଣ୍ଡିସ୍ଥିତ…

କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର:ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସ୍ପଷ୍ଟ ଦିବାଲୋକରେ ଗୃହ ବିଭାଗ ଅଧିନରେ ଥିବା ଜଣେ  ପୋଲିସ ଅଧିକାରୀ  ଯେଭଳି ଭାବେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ହତ୍ୟା କଲେ  ଏବଂ …

ପୂର୍ବତନ ଏଏସଆଇ ଗୋପାଳଙ୍କ ଘରେ କ୍ରାଇମ୍‌‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତକୁ ବ୍ୟାପକ କରିଛି କ୍ରାଇମ୍‌‌ ବ୍ରାଞ୍ଚ। ମଙ୍ଗଳବାର କ୍ରାଇମ୍‌‌ ବ୍ରାଞ୍ଚର ୪ ଜଣିଆ ଏକ ଟିମ୍‌‌ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡି ଗ୍ରାମରେ ପହଞ୍ଚିଛନ୍ତି। ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ…

ପୁଣି ଲାଗିଲା ମାଓ ପୋଷ୍ଟର

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଲାଗିଲା ମାଓ  ପୋଷ୍ଟର । ଉପସ୍ଥିତି ଜାହିର କଲେ ମାଓବାଦୀ  । ପୋଷ୍ଟରରେ ଲେଖା ହୋଇଛି ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଆନ୍ତର୍ଗତ ଫୁଲଚୀ ଘାଟି ନିକଟ ଫରେଷ୍ଟ ବୋର୍ଡ , ନଙ୍ଗଲବୋର୍ଡ ପଞ୍ଚାୟତ କାର୍ଯ୍ୟାଳୟ…

ପଞ୍ଚାନନଙ୍କ ପ୍ରଶ୍ନ: ନବ ଦାସଙ୍କ ହତ୍ୟା ପାଇଁ ଗୋପାଳ ଦାସଙ୍କୁ ଅନ୍ୟ କେହି ବ୍ୟବହାର କରିନି ତ ?

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଗୋପାଳ ଦାସଙ୍କ ପରି ଜଣେ ପୋଲିସ ଅଧିକାରୀ କିପରି ତାଙ୍କୁ ଏତେ ନିକଟରୁ ଗୁଳି କରି ହତ୍ୟା କଲେ ? ହତ୍ୟା ଘଟଣା ପରେ ଗୋପାଳ ଦାସଙ୍କୁ ମାନସିକ ରୋଗୀ ବୋଲି…

ଟିପିଏସଓଡ଼ିଏଲ ଜିଏମଙ୍କ ଅମାପ ସମ୍ପତ୍ତି

ବ୍ରହ୍ମପୁର: ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସଓଡିଏଲ୍‌‌)ର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଜା ସୂଚନା ମିଳିବା ସୁଦ୍ଧା ତାଙ୍କ ପାଖରେ ୯ଟି ପ୍ଲଟ୍‌‌, ଗୋଟିଏ ଫାର୍ମ ହାଉସ, ଗୋଟିଏ ଫ୍ଲାଟ୍‌‌, ୩ଟି ବହୁତାଳ…