Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମୁଦ୍ର ବେଳାଭୂମୀରେ ବାଲୁକା ନିର୍ମିତ ମହାଦେବ

ପୁରୀ : ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ  ବିଭିନ୍ନ ଶୈବପୀଠ । ଚାଲିଛି ମହାପ୍ରଭୁଙ୍କୁ ଆବାହନ। ଜଗତକଲ୍ୟାଣ ପାଇଁ ଜଳୁଛି ମହାଦୀପ । ସେହିପରି ବାଲୁକା କଳା ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ କରାଯାଉଛି ଆବାହନ। ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଯାତ୍ରା ଆରମ୍ଭ…

ଛେନାପୋଡ଼ ପ୍ରେମରେ ପଡ଼ିଲେ ଆୟୁଷ୍ମାନ ଖୁରାନା, କହିଲେ ବାଃ ବାଃ ଛେନାପୋଡ଼…

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍‌ କରି ଜଣାଇଲେ ଆୟୁଷ୍ମାନ୍‌ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର…

କୌଣସି ରାଜ୍ୟକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାକୁ ନୁହେଁ କି ଆଉ କୌଣସି ରାଜ୍ୟକୁ ନୁହେଁ । କାହାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା । ମୁହେଁ ମୁହେଁ ମନା କରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ବନ୍ଦ କରି ଦିଆଯାଇଛି । ଶେଷଥର ପାଇଁ ବିଭାଜନ ପରେ ତେଲେଙ୍ଗାନାକୁ ଏହି…

ଗୋଆ ମିରାମାର ବେଳାଭୂମିରେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି

ଭୁବନେଶ୍ୱର : ଜାଗର ପାଇଁ ଚଳଚଞ୍ଚଳ ପୂର ଠୁ ପଲ୍ଲୀ । ମହାଶିବରାତ୍ରି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି | ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ…

ଆଜି ଜାଗର, ଚଳଚଞ୍ଚଳ ବାବା ସୋମନାଥଙ୍କ ପୀଠ

ଆଜି ପବିତ୍ର ମହାଶିବରାତ୍ରି, ଏହି ଉପଲକ୍ଷେ ଗାଁ ଠୁ ସହର ସବୁ ଶୈବ ପୀଠ ଚଳଚଞ୍ଚଳ । ଆଜି ସାରାଦିନ ଉପାସ ରହି ଓ ରାତି ଉଜାଗର ହୋଇ ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ତେବେ…

ସ୍ତ୍ରୀକୁ ହତ୍ୟା କରିବା ପରେ ଉଲଗ୍ନ କରି ପୂଜାର୍ଚ୍ଚନା କଲା ପିଶାଚ ସ୍ୱାମୀ

କାମାକ୍ଷାନଗର : ଶିବରାତ୍ରୀରେ ତନ୍ତ୍ର ପାଇଁ ବଳି ପଡିଲା ସ୍ତ୍ରୀ । ପିଶାଚ ସ୍ୱାମୀର ନାରକୀୟ କାଣ୍ଡ । ଢେଙ୍କାନାଳ ତନ୍ତ୍ର ସାଧନା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଲା ପିଶାଚ ସ୍ୱାମୀ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି । ସ୍ତ୍ରୀକୁ ହତ୍ୟା କରିବା…

ଜେନେରେଟର ଧୂଆଁରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ମୋହନା : ଜାଗରରେ ଘଟିଗଲା ବଡ଼ ଅଘଟଣ  । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ  । ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ…

ନୀଳଗିରିରେ ଚାଲିବ ଯାତ୍ରୀବାହୀ ଟ୍ରେନ୍; କେନ୍ଦ୍ର ରେଳମନ୍ତ୍ରୀଙ୍କ ପ୍ରତିଶ୍ରୁତି

ବାଲେଶ୍ୱର: ଖୁବ୍‌ଶୀଘ୍ର ବାଲେଶ୍ୱରର ନୀଳଗିରିରେ ଟ୍ରେନ୍‌ ସେବା ଆରମ୍ଭ ହେବ। ନିଳଗିରି ଦେଇ ଚାଲିବ ଯାତ୍ରୀବାହୀ ଟ୍ରେନ୍‌। ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଳିଗରିରେ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳ ମନ୍ତ୍ରୀ ଅଶ୍ୱିନୀ…

ପ୍ରେମିକ ସହ ଫେରାର ହେଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ବଲାଙ୍ଗିର : ବାଜୁଥିଲା ବାଜା, ଫୁଟୁଥିଲା ବାଣ । ଉତ୍ସବ ମୁଖର ଥିଲେ ପୂରା ପରିବାର । ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହସ ଖୁସୀରେ ବାହାଘର ବି ସରିଲା ଭୋଜି ଭାତ ବି ହେଲା । ହେଲେ ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । କିନ୍ତୁ ଘରୁ ବିଦାୟୀ ନେବା…

ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ ରାୟ: ଚାର୍ଟାଡ ଆକାଉଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତକୋତ୍ତର ସହ ସମାନ

କଟକ: ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟ ଶୁଣାଇ କହିଛନ୍ତି, ଚାର୍ଟାଡ ଆକାଉଣ୍ଟ (ସିଏ) ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ । ପର୍ବରୁ ୟୁଜିସି ଏହାକୁ ଗ୍ରହଣ କରୁ ନ ଥିଲା । ୨୦୨୧ ଏପ୍ରିଲ ୧୫ରେ ୟୁଜିସି ବିଜ୍ଞପ୍ତି ଅନୁସାର ସିଏ/ସିଏସ/ଆଇସିିିଡବ୍ଲୁ…