Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏବେ ବି କମିନି କଲମର ଆଦର..

ଭୁବନେଶ୍ବର : ଆଜି ହେଉଛି ‘ହାତଲେଖା ଦିବସ’  । ମଣିଷ କମ୍ପ୍ୟୁଟର ଯୁଗରେ ପହଞ୍ଚିଲାଣି, ‘ଇ-ଦସ୍ତଖତ’ର ପ୍ରଚଳନ ହେବା ସତ୍ତ୍ବେ କଲମର ଆଦର କମିନି । ହାତଲେଖା ଦସ୍ତଖତର ଆବଶ୍ୟକତା ସେହିଭଳି ପୂର୍ବବତ୍ ରହୁଛି। ୟୁରୋପୀୟ ଦେଶଗୁଡ଼ିକରେ ବିଦ୍ୟାଳୟସ୍ତରରୁ ଲ୍ୟାପଟପ୍‌ରେ ଛାତ୍ରଛାତ୍ରୀଙ୍କୁ…

ଗାଁ ଗାଁରେ କେନ୍ଦ୍ର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିଭଳି ନିର୍ବାଚନ ଲଢିହ ସେ ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ଘରୋଇ ହୋଟେଲରେ ଚାଲିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଆଲୋଚନା ହୋଇଛି। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ…

ନବୀନଙ୍କ ଗୋଶାଳା ପରିଦର୍ଶନକୁ କଟାକ୍ଷ କଲେ ସାଂସଦ ବସନ୍ତ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁକୋଳିସ୍ଥିତ ବିଏମସିର ଗୋଶାଳା ପରିଦର୍ଶନ କରିଥିଲେ। ଶନିବାର ସେ ବିଏମସରି ଏହି ଗୋଶାଳ ବୁଲିବା ସହିତ ସେଠାରେ ତିନି ଦିନର ଏକ ବାଛୁରୀର ନାମ କ୍ରୀଷ୍ଣା ଦେଇଥିଲେ। ପରେ ଗୋଶାଳର ନାମ ମଧ୍ୟ କ୍ରିଷ୍ଣା ରଖିଛି ବିଏମସି। ତେବେ…

ଟ୍ରକ ପଛରେ ପିଟିଲା ବାଇକ୍ , ଆରୋହୀ ମୃତ

ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରକ ପଛରେ ପିଟି ହେଲା ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କ ଘର ବୃନ୍ଦାବାଡ଼ି ଗ୍ରାମର ବୋଲି ଜଣା ପଡ଼ିଛି…

ପୁଣି ପିତାତଲି ଗାଁ ଅଶାନ୍ତ; ୨ ଯୁବକଙ୍କୁ ଆକ୍ରମଣ

ଗଞ୍ଜାମ: ରବିବାର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହେବାରୁ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ପିତାତଲି ଗ୍ରାମ ଅଶାନ୍ତ ହୋଇପଡ଼ିଛି । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ କେ. ଲୋକନାଥ ଓ କେ.ରାବଣା । ସେମାନଙ୍କୁ ଚିକିଟି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି…

ଶନି ଦେବତାଙ୍କୁ ମନ୍ତ୍ରୀ ଦାନ କଲେ କୋଟିଏ ଟଙ୍କାର ସୁନା କଳସ !

ଝାରସୁଗୁଡା: ଚଳିତ ସପ୍ତାହରେ ଶନି ଚଳନ ଆରମ୍ଭ ହୋଇଛି। ଅନେକ ଲୋକ ଘରେ ଶନି ଓ ମନ୍ଦିରରେ ଶନି ପୂଜା କରିଛନ୍ତି। ଏହାରି ଭିତରେ ଏକ ଖବର ଆସିଛି ଜଣେ ଓଡ଼ିଆ ମହାରାଷ୍ଚ୍ରରେ ଶନି ଶିଙ୍ଗଣାପୁର ମନ୍ଦିରରେ କୋଟିଏ ଟଙ୍କାର ଏକ ସୁନା କଳସ ଦାନ କରିଛନ୍ତି। ତେବେ କିଏ ଏହି ଦାନ କରିଛନ୍ତି ସେ ନେଇ…

ନକଲି ଆକ୍ୱାଗାର୍ଡ କାରଖାନା ଠାବ

କଟକ: ନକଲି ତେଲ, ଘିଅ, ମସଲା,ସସ୍‌, ଡିଟରଜେଣ୍ଟ, ଜର୍ଦ୍ଦା କାରଖାନା ଠାବ ହେବା ପରେ ଏବେ ନକଲି ଆକ୍ୱାଗାର୍ଡ କାରଖାନା ଠାବ କରିଛି ପୋଲିସ । କଟକ ବାଦାମବାଡ଼ିର ଜଗନ୍ନାଥ ଲେନ୍‌ରେ ଦୀର୍ଘ ଦିନରୁ ଚାଲିଥିବା ଏହି କାରଖାନାରୁ ନକଲି ଆକ୍ୱାଗାର୍ଡ ସହ ନକଲି ଯନ୍ତ୍ରାଂଶ ଜବତ କରିଛି । କୌଣସି…

ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଆରଡ଼ବ୍ଲ୍ୟୁଏସଏସ କ୍ୱାଟର୍ସ

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆରଡ଼ବ୍ଲ୍ୟୁଏସଏସ କ୍ୱାଟର୍ସ ଓ ସେକ୍ସନ ଅଫିସ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଏହା ଅନୈତିକ କାର୍ଯ୍ୟ ଓ ଅପରାଧିକ କାର୍ଯ୍ୟ ପାଇଁ ବେଶ ଉପଯୋଗୀ ହୋଇଛି । ଏଠାରେ ଯେଉଁଆଡ଼େ ଦେଖିଲେ ମଦ…

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ: ବିଜେଡି

ଭୁବନେଶ୍ୱର: ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଯିବା ପରେ ଓଡ଼ିଶା ବିଜେପି ହତାଶ ହୋଇପଡିଥିବା ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି । ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପିର…

ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା କଲେ ପୀଡ଼ିତା

ବାରିପଦା: ବାରିପଦା ଥାନା ଅର୍ନ୍ତଗତ ଗୁଞ୍ଜସାହି ଅଞ୍ଚଳରେ ଜଣେ ବଳାତ୍କାରୀଙ୍କୁୁ ପିଟି ିପିଟି ହତ୍ୟା କରିଛନ୍ତି ପୀଡ଼ିତା । ମୃତକ ଜଣକ ହେଲେ ମଙ୍ଗଲ ମୁର୍ମୁ । ସେ ଗତ ୧୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ । ଏହାପରେ ପୀଡ଼ିତା ମଙ୍ଗଲକୁ ପିଟିପିଟି ହତ୍ୟା…