Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ, ୨୦ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣି ବଳୟଟି ବାୟୁମଣ୍ଡଳର ୩.୧ କିମି ଯାଏ ବ୍ୟାପିଛି । ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ…

ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ନେଇ କ’ଣ କହିଲେ କଟକ ଡିସିପି ?

କଟକ: ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ବର୍ବରତା ପରେ ମୁହଁ ଖୋଲିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି, ଦୁର୍ବୃତ୍ତ ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ଟ୍ରାଫିକ୍ ପୋଲିସ ଦେଖି ନାହିଁ । ପୋଲିସ ଯାଞ୍ଚ କରୁଛି । ଯଦି ଦୁର୍ବୃତ୍ତ କୌଣସି ଟ୍ରାଫିକ୍ ପୋଷ୍ଟ…

ଚୋରା ମଦକୁ ବିରୋଧ କରି ତାତିଲେ ଶତାଧିକ ମହିଳା

ଯାଜପୁର: ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଆଉଁରୀ ପଞ୍ଚାୟତ ଢ଼ିହକୁଳା ଅଞ୍ଚଳରେ। ଢିହକୁଳା ଗ୍ରାମରେ ବିଜୟ ମଳିକଙ୍କ ପୁଅ ସଞ୍ଜୟ ମଳିକ ଦୀର୍ଘ ଦିନ ହେବ ଚୋରା ମଦ କାରବାର କରୁ ଆସୁଥିଲା। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି…

ଭାଇଚାରାର ସହରରେ ଭାଇଗିରି, ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇଲେ ଦୁର୍ବୃତ୍ତ

କଟକ: କଟକରେ ତାଲିବାନୀ ଶାସନ । ଅଧଘଣ୍ଟାର ଆତଙ୍କରେ ଭୟଭୀତ କଟକବାସୀ । କଟକରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ପ୍ରାୟ ୨ କିଲୋମିଟର ଦୌଡ଼ାଇଛନ୍ତି । ଜନଗହଳି ପୂର୍ଣ୍ଣ କଟକ ସହରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେଉଛି । ସନ୍ଧ୍ୟା ସମୟରେ ଭାଇଚାରାର…

ଅନୁଭବଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ, ସାଇବର ଥାନାରେ ଏତଲା

ଭୁବନେଶ୍ୱର: ସାଇବର ଅପରାଧୀଙ୍କ ଜାଲରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏଥର ଅନୁଭବଙ୍କ ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇଟି ନକଲି ଆକାଉଣ୍ଟ ଖୋଲାଯାଇଛି। ଗତ କିଛି ଦିନ ହେବ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅନୁଭବଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲାଯାଇ ଅପବ୍ୟବହାର କରାଯାଉଛି। ଏହି…

ଆପଣ ଜାଣିଛନ୍ତି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଫିଲ୍ମରେ ଅଭିନୟ କରିଛନ୍ତି ?

ଭୁବନେଶ୍ୱର: ନବୀନ ପଟ୍ଟନାୟକ, ଓଡ଼ିଶା ନୁହେଁ ସାରା ଦେଶରେ ପରିଚିତ ଏହି ନାମ। ଲମ୍ବା ଅଭିଭାଷଣ ଦେଇ ଜାଣିପାରିନଥିବା ଏହି ନେତା ଅଧିକାଂଶ ସମୟ ନିରବ ରୁହନ୍ତି। ରାଜନୀତିରେ ପାଦ ଥାପିବା ପୂର୍ବରୁ ଜଣେ ଲେଖକ ଭାବେ ପରିଚିତ ଥିବା ଏହି ବ୍ୟକ୍ତି ଜଣଙ୍କ ଅକ୍ଚୋବର ୧୬ରେ ୭୭ ବର୍ଷରେ ପଦାର୍ପଣ…

ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗ ଦେବେ ନବୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଞ୍ଜାରା ହିଲ୍‌ସର ହୋଟେଲ୍‌ ତାଜ୍ କ୍ରିଷ୍ଣାରେ ଶିଳ୍ପ ସଂଘ ଫିକି ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ସମ୍ମିଳନୀ। ଏହାସହ ଏଠାରେ ରୋଡ ଶୋ…

ମାର୍ଚ୍ଚ ସୁଦ୍ଧା ରାଜ୍ୟର ୮ଟି ସହରରେ ୫ଜି ସେବା ମିଳିବ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ସୁଦ୍ଧା ଓଡିଶାବାସୀ ୫ଜି ସେବାର ମଜା ନେବେ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ କେତୋଟି ସହରରେ ୫ଜି ସେବା ଆରମ୍ଭ ହେବ ତନ୍ମଧ୍ୟରେ ଓଡିଶାର ୮ଟି ପ୍ରମୁଖ ସହର ରହିଛି। ହେଲେ କେଉଁ କେଉଁ ସହର…

ଚେନ୍ନାଇରେ ପ୍ରବାସୀ ଓଡ଼ିଆ ପାଳିଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍‌‌ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା…

ବିଜୁ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପାରାଦୀପ : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସକୁ ସାରା ରାଜ୍ୟରେ ମହା ସମାରୋହରେ ପାଳନ କରାଯାଉଥିବା ବେଳେ ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ମୂଖ୍ୟମନ୍ତ୍ରୀ ଜନ୍ମଦିନକୁ ବଡ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ପାରାଦୀପ ନଗର ବିଜୁ ଜନତା ଦଳର…