Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜ୍ୱାଇଁର ଠେଙ୍ଗା ମାଡରେ ଶ୍ବଶୁର ମୃତ

ବ୍ରହ୍ମପୁର:ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଜ୍ବାଇଁର ଠେଙ୍ଗା ମାଡରେ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆପନା ବେହେରା (୬୫)। ଜ୍ବାଇଁ ଗଣପତି ବେହେରା (୪୫) ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

ଭୀମସାରରେ ୪ ଛୁଆଙ୍କୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲ…

କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରିବାକୁ ଆଦିବାସୀ ସଂଗଠର ଦାବି

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ଦାବି କରାଯାଇଛି  । ଏହି ସଂଗଠନ ଅନେକ ଥର ଦାବି କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ଝାରସୁଗୁଡାରେ ଆଦିବାସୀ ମାନେ ପାରମ୍ପରିକ ନୃତ୍ୟ…

ଗଞ୍ଜାମରୁ ଆରମ୍ଭ ହେବ ପରିବର୍ତ୍ତନ: ଆପ୍‌

ବ୍ରହ୍ମପୁର:ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲାର କର୍ମକର୍ତା ସମ୍ମିଳନୀ ବୁଧବାର ସ୍ଥାନୀୟ ଟାଉନ ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ । ସେ କହିଥିଲେ ଯେ, ଗଞ୍ଜାମ ହେଉଛି ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର…

ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଜଣ ଗିରଫ

ବାଲେଶ୍ୱର: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ମଙ୍ଗଳବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ଭୟଭୀତ କରାଇ ସ୍ତ୍ରୀକୁ…

ପୁରୀ ସହରରେ କେବେ ବିଛାଯିବ ଭୂତଳ ବିଦ୍ୟୁତ୍ ତାର ?

ପୁରୀ: ଅସରାଏ ବର୍ଷା, ଦୁଲୁକାଏ ପବନରେ କଟି ଯାଉଛି ବିଦ୍ୟୁତ୍ । ପୁରୀର ଇତିହାସ ସହ ଭୂଗୋଳ ବଦଳୁଛି । କିନ୍ତୁ ପୁରୀବାସୀ ଦୀର୍ଘଦିନରୁ ସାମ୍ନା କରୁଥିବା ବିଦ୍ୟୁତ୍ ସମସ୍ୟାର ଅନ୍ତ ହେଉନି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବାକୁ ଲକ୍ଷ୍ୟ ରଖି କାମ କରୁଛନ୍ତି ସରକାର । ସମୁଦ୍ର…

ବରଗଡ଼ରୁ ୨୯୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଟାର୍ଗେଟରେ ଥିଲେ ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀ

ବରଗଡ଼: ସହରରୁ ସହର… ଜିଲ୍ଲାରୁ ଜିଲ୍ଲା । ଧଳା ଜହର ପଛରେ ଓଡ଼ିଶା ! ଓଡ଼ିଶାର ଭାତହାଣ୍ଡି ବରଗଡ଼ ଏବେ ବ୍ରାଉନାସୁଗାର ବେପାରୀଙ୍କ କବଜାରେ । ସହରର ମହାନ୍ତି ପଡ଼ା ଅଞ୍ଚଳରୁ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ମାମଲାରେ ଅବକାରୀ ବିଭାଗ ରାଜୁ ତାଣ୍ଡି ନାମକ ଯୁବକକୁ…

ପୁଣି ‘ମୋ ବସ୍’ରେ ଯାତ୍ରୀଙ୍କ ଠାରୁ ଚୋରି, କ୍ୟାନସର ପୀଡି଼ତଙ୍କ ଠାରୁ ଲୁଟିନେଲେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ସିସିଟିଭି ଲାଗିଛି, ତଥାପି ଚୋରି ହେଉଛି । ଆମେ କହୁଛୁ ‘ମୋ ବସ୍’ କଥା । ଭୁବନେଶ୍ୱର ସହ କଟକ, ପୁରୀ ଓ ଖୋର୍ଦ୍ଧା ସହରକୁ ଗଡ଼ୁଥିବା ‘ମୋ ବସ୍’ ଲୁଟେରାଙ୍କ ପାଇଁ ସ୍ୱର୍ଗ ପାଲଟିଛି । ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ କ୍ୟାନସର ପୀଡ଼ିତଙ୍କ ଠାରୁ ଲୁଟ୍ ହୋଇଛି ।…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର…

ସଂସାର ଭାଙ୍ଗିବା ପରେ ଜୀବନ ହାରିଦେଲେ; ବିଷ ପିଇ ଭୁବନେଶ୍ୱରରେ ୨ ମୃତ

ଭୁବନେଶ୍ୱର: ଜଣେ ସ୍ୱାମୀଙ୍କୁ ତ ଆଉ ଜଣେ ସ୍ତ୍ରୀକୁ ଛାଡ଼ି ଏକାଠି ରହୁଥିଲେ । ପରିବାରକୁ ଛାଡ଼ି ଏକାଠି ରହୁଥିବା ପୁରୁଷ ଓ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସଂସାର ଭାଙ୍ଗିଯିବା ପରେ ଉଭୟ ଜୀବନ ହାରି ଦେଇଛନ୍ତି । ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଜଣେ ବ୍ୟକ୍ତି ଓ ମହିଳା…