Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

ନୂଆ ଖାଇ ପାଇଁ  ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ।  କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ପ୍ରତି ଘରେ ଘରେ ପାଳନ ହେଉଛି ପର୍ବ ପର୍ବାଣି। ନୂଆଖାଇ ହେଉଛି ସାଂସ୍କୃତିକ ଜୀବନବୋଧ ଏବଂ ଜନଜୀବନ ସହିତ ଜଡିତ ପର୍ବ । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼,…

ଶିଳ୍ପପତିମାନଙ୍କୁ ଭେଟି ମେକ୍ ଇନ ଓଡ଼ିଶା ସମ୍ମିଳନୀକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନୂଆଦିଲ୍ଲୀରେ ରାଷ୍ଟ୍ରଦୂତ ଏବଂ ଶିଳ୍ପପତିମାନଙ୍କୁ ଭେଟି ମେକ-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି ।  ରାଷ୍ଟ୍ରଦୂତ, ଶିଳ୍ପପତି ଏବଂ ନିବେଶକମାନଙ୍କୁ  ନୂଆଦିଲ୍ଲୀର ଲି’ ମେରିଡିଆନ ହୋଟେଲରେ ଆୟୋଜିତ ମେକ ଇନ ଓଡ଼ିଶା…

ଗଣେଶଙ୍କ ହାତୀ ମୁଣ୍ଡ ରହସ୍ୟ

। ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା । ଭୁବନେଶ୍ୱର: ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର। ତେବେ, ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ ଅଛି। ଶିବ ପୁରାଣ ଅନୁଯାୟୀ ଦେବୀ…

ବାଲିଗୁଡ଼ା ସହରରେ ଆରମ୍ଭ ହେଲା ସିସି ଟିଭି ବ୍ୟବସ୍ଥା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଆରମ୍ଭ ହେଲା ସିସି ଟିଭି ବ୍ୟବସ୍ଥା। ବାଲିଗୁଡ଼ା ଏନ୍ଏସି ପକ୍ଷରୁ ସହରରେ ସିସି ଟିଭିର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଏହାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ…

[ଦେଖନ୍ତୁ ଭିଡିଓ] ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଭାବ ଓ ଭାଇଚାରାର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ । ବର୍ଷକର ଏହି ପର୍ବ ପାଇଁ ନୂଆପଡ଼ା ଜିଲ୍ଲା ବାସୀ ପ୍ରସ୍ତୁତି ସାରି ଅପେକ୍ଷା କରିଛନ୍ତି ସେପ୍ଟେମ୍ବର ଏକ ସକାଳକୁ । ନୂଆଖାଇ ପାଇଁ ବଜାରରେ ଭିଡ଼ ଜମୁଛି । ବିଶେଷ…

କୁଆଖାଇ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

କଟକ : କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। କୁଆଖାଇ ନଦୀରେ ବୁଡ଼ି ଆଜି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି  । ବର୍ତ୍ତମାନ ସୁଦ୍ଧା ନିଖୋଜ ଦୁଇ ଯୁବକଙ୍କର ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ମୁତାବକ, ପାଞ୍ଚ ଜଣ ସାଙ୍ଗ ଏକାଠି ଗାଧୋଉଥିବା…

[ଦେଖନ୍ତୁ ଭିଡିଓ] ମାତ୍ର ୬ ମିନିଟରେ ଗଜାନନଙ୍କ ଓଲଟା ଚିତ୍ର ଆଙ୍କିଲେ ଆୟୁଷ

ପୁରୀ: ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସବୁଠି ଉତ୍ସାହ । ଗଣେଶ ଚତୁର୍ଥୀ ଅବସରରେ ପୁରୀର ଛାତ୍ର ଆୟୁଷ ମହାପାତ୍ର ଆଙ୍କିଛନ୍ତି ଗଣେଶଙ୍କ ନିଆରା ଚିତ୍ରକଳା । ରିଭର୍ସ ସ୍ପିଡ୍ ପେଣ୍ଟିଂ ତଥା ଗଣେଶଙ୍କ ଓଲଟା ଚିତ୍ର ଆଙ୍କି ଆୟୁଷ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ।…

ବିଚାରପତି ଦେବପ୍ରିୟ ମହାପାତ୍ରଙ୍କ ଦେହାନ୍ତ

କଟକ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଚିସ ଦେବପ୍ରିୟ ମହାପାତ୍ରଙ୍କ ଅସୁସ୍ଥତା କାରଣରୁ ପରଲୋକ ହୋଇଥିବାର ଖବର ମିଳିଛି  ।୧୯୩୭ ମସିହା ଅଗଷ୍ଟ ୩ ତାରିଖରେ ବରିଷ୍ଟ ଆଇନଜୀବୀଙ୍କ ପରିବାରରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜନ୍ମ ଗ୍ରହଣ କରିଥିଲେ । ଜଷ୍ଟିସ୍ ମହାପାତ୍ର ତାଙ୍କର…

ନଦୀ ସୁରକ୍ଷା କାନ୍ଥ ସଟର ପ୍ଲେଟ ବାହାର ବେଳେ ଅଘଟଣ, ଶ୍ରମିକଙ୍କ ମୃତ୍ୟୁ

ରାୟଗଡ଼ା: ଠିକା କାମ ବେଳେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଶ୍ରମିକଙ୍କ ଜୀବନ ଯାଉଛି । କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥର ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ କାଶୀପୁର ବ୍ଲକ ସିଙ୍ଗାରୀ ଖଡ଼କା ଗାଁର…

୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା, ସେପ୍ଟେମ୍ବର ଶେଷ ଆଡ଼କୁ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର: ୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା । ଅମିତ ଶାହ ଆସିଥିଲେ, ଏବେ ଜେପି ନଡ୍ଡା ଆସିବେ । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛି ବିଜେପି । ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ୨୦୨୪ରେ ସରକାରକୁ ଆସିବା ପାଇଁ ପ୍ରସ୍ତୁତ…