Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ମକ ଡ୍ରିଲ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ସୁରକ୍ଷା ସମ୍ବନ୍ଧୀୟ ଏକ ମକ ଡ୍ରିଲ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ହସ୍ପିଟାଲ ପରିସରରେ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ଭିତରେ ସଚେତନତା ପାଇଁ ମକ ଡ୍ରିଲ୍ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ କୌଣସି ଅଘଟଣ ଘଟିଲେ ଏହାକୁ…

କମିଲା ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ : ଦେଶର ତୈଳ ମାର୍କେଟିଂ କମ୍ପାନୀ  (ଓଏମସି) ପକ୍ଷରୁ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ହ୍ରାସ କରାଯାଇଛି ।୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରାଯାଇଛି  । ଏହି ଦର ହ୍ରାସର ପ୍ରଭାବ ଦେଶର ବିଭିନ୍ନ ସହର ଉପରେ ପଡିଥିବାର ଏନଆଇ ମାଧ୍ୟମରେ ସୂଚନା ମିଳିଛି …

ନୂଆଖାଇରେ ସୋନପୁରର ସ୍ୱତନ୍ତ୍ର ପାହୁର ପରମ୍ପରା

ସୋନପୁର: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ ।  ସୋନପୁର ଗଡ଼ଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନବାନ୍ନ ଖାଇଛନ୍ତି । ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସହ ଅନ୍ୟବୈଞ୍ଜନ ପିଠାପଣା ଆଦି ନାନାଦି ଭୋଗ ଲାଗି ହୋଇଛି । ଆଉ ଏହି…

ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା

ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…

ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମୃତ

ଭୁବନେଶ୍ୱର: ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ବୁଡ଼ି ଯିବାରୁ ମୋତି ଗୋଲାରୀଙ୍କ ମୃତ୍ୟୁ ଘଟିଛି । ମୋତି ଏବଂ ତାଙ୍କ ସ୍ୱାମୀ ଅର୍ଜୁନ ଗୋଲାରୀ ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଯାତ୍ରା…

ଆନ୍ଧ୍ରପ୍ରଦେଶରୁ ମାଙ୍କଡ଼ ଆଣି ଓଡ଼ିଶା ସୀମାରେ ଛାଡୁଥିଲେ ଦୁଇ ଯୁବକ; ବନ ବିଭାଗ କଲା ଗିରଫ

ବ୍ରହ୍ମପୁର: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରକାକୁଲମରୁ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ଅଞ୍ଚଳକୁ ମାଙ୍କଡ଼ ଆଣି ଛଡ଼ା ହେଉଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ଯ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ପି. ନାଗରାଜୁ (୨୩) ଏବଂ ଏଲୁରୁ ଜିଲାର ରମେଶ ସିଂ…

ବୋଲୋଗଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଷଡଙ୍ଗୀ

ଭୁବନେଶ୍ୱର : ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡା ଷ୍ଟେସନ ହେବ । ଅନେକ ଦିନ ଧରି ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ  । ଏହି ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ବୋଲଗଡ଼ ଜନସାଧାରଣଙ୍କ ଆଗ୍ରହ କ୍ରମେ ରେଳ ମନ୍ତ୍ରୀ ଅଶ୍ୱିନୀ…

କାମାକ୍ଷାନଗର ମହିମା ଆଶ୍ରମରେ ନୂଆଁଖାଇ ପାଳିତ

କାମାକ୍ଷାନଗର: ମଢି ସ୍ଥିତ ମହିମା ଆଶ୍ରମ ଠାରେ କୌପୁନି ଧାରୀ ମହିମା ସମାଜ ପକ୍ଷରୁ ଗଣପର୍ବ ନୂଆଁ ଖାଇ ପାଳିତ ହୋଇଯାଇଛି। ଭୋର ସମୟରୁ ମହିମା ଧର୍ମର ନୀତି ଅନୁଯାୟୀ ମହିମା ସନ୍ୟାସୀ ମାନେ ଏହି ପର୍ବ ସଂପନ୍ନ ହୋଇଛି । ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶ…

କାନପୁରା ଗାଁରେ ପିଡିଏସ ଦୁର୍ନୀତି ଅଭିଯୋଗ; ଭୂତ ନାଁରେ ଚାଉଳ ହଡ଼ପ କଲେ ସମ୍ପାଦିକା!

କାମାକ୍ଷାନଗର: କାନପୁରା ଗାଁରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସଂଘର ସମ୍ପାଦିକା ଜ୍ୟୋସ୍ନାମୟୀ ବିଶ୍ୱାଳଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଭୂତ ନାଁରେ ଚାଉଳ ହଡପ…

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର : ନୂଆଦିଲ୍ଲୀର କ୍ୟାପିଟାଲ ପାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୪ ତାରିଖ ଦିନ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୬ ତାରିଖରେ…