Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗତକାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ

ଭୁବନେଶ୍ୱର : ଗତ କାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଅଭିଯୋଗଟି ଶାସ୍ତ୍ରୀନଗର ବାସିନ୍ଦା ତାଙ୍କ ସ୍ତ୍ରୀଙ୍କୁ କିଏ ହତ୍ୟା କରିଥିବାର…

ବର୍ଷକୁ ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଗଣେଶ ମନ୍ଦିର

ଭୁବନେଶ୍ୱର :  ହିନ୍ଦୁ ପରମ୍ପରାରେ ଶ୍ରୀଗଣେଶଙ୍କୁ ସର୍ବପ୍ରଥମେ ପୂଜା କରିବାର ବିଧାନ ରହିଛି  । ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା କୁହାଯାଏ ।ସେଥିପାଇଁ ପ୍ରତ୍ୟକ ଶୁଭ କାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶଙ୍କୁ ଆରାଧନା କରାଯାଏ । ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ…

[ଦେଖନ୍ତୁ ଭିଡିଓ] ପିହୁ ନିଖୋଜର ସିବିଆଇ ତଦନ୍ତ ଦାବି କଲେ ମାଆ

ଯାଜପୁର: ପିହୁକୁ ଖୋଜି ଆଣିଲେ ପୁରସ୍କାର । ପ୍ରଥମେ ୨୦ ହଜାର ଆଉ ଏବେ ୫ ଲକ୍ଷ ଟଙ୍କା । ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା ୫ ବର୍ଷର ପିହୁ । ଇତି ମଧ୍ୟରେ ପିହୁ ନିଖୋଜକୁ ୨ ବର୍ଷ ବିତିଛି । ପିହୁକୁ ଖୋଜି…

ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ପାଇଁ  ସେପ୍ଟେମ୍ୱର ୧ ତାରିଖରେ ସରକାରୀ ଛୁଟି ଘୋଷଣା କରିଥିଲେ । ନୂଆଁଖାଇ ପଶ୍ଚିମ ଓଡିଶାର ମୁଖ୍ୟ ଗଣ ପର୍ବ ହୋଇଥିବାରୁ ରାଜ୍ୟ ସରକାର ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ…

ଆଜି ଗଣେଶ ପୂଜା: ସଜେଇ ହୋଇଛି ପୂଜା ମଣ୍ଡପ

ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟୀ ସମପ୍ରଭଃ। ନିର୍ଭିଗ୍ନଂ କୁରୁମେ ଦେଵ ସର୍ବକାର୍ଯ୍ୟେସୁ ସର୍ଵଦା। https://twitter.com/ANI/status/1564781445851533312?s=20&t=6CEe1Ui3jgE6utqLmXRlBw  ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।  ଆଜିଠୁ ଆରମ୍ଭ…

ବର୍ଷା ଘଡ଼ଘଡ଼ି ପାଇଁ ଗଣେଶ ପୂଜା ପଡ଼ିପାରେ ଫିକା!

ଭୁବନେଶ୍ବର:  ଗଣେଶ ପୂଜାରେ ହେବ ବର୍ଷା । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ବିଜୁଳି-ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ…

ଶାନ୍ତି ଶୃଖଂଳାର ସହ ପୂଜା ପାଳିବା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଚଳିତ ବର୍ଷର ଶାରଦୀୟ ଦୂର୍ଗା ପୂଜା ସହିତ ଲକ୍ଷ୍ମୀ ପୂଜା ପାଳନ ପାଇଁ ଭୁବନେଶ୍ୱର ପୋଲିସ କମିଶନରଙ୍କ କାର୍ଯ୍ୟଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପୂଜା କମିଟିର ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯିବା ସହ ସମ୍ପ୍ରତି ପୂଜା ପୂର୍ବରୁ…

ଗଣେଶ ପୂଜା ଅବସରରେ “ବିଶ୍ବ ଶାନ୍ତି” ର ବାର୍ତ୍ତା

ପୁରୀ:  ରାତି ପାହିଲେ ଭଗବାନ ଗଣେଶଙ୍କର ପୂଜା ।  ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି  । ଏଥିରେ ସେ  ବିଶ୍ବକୁ "World Peace" ର ବାର୍ତ୍ତା ଦେଇଛନ୍ତି  ।…

ପାର୍ବଣ ବେଳେ ବଟି ମାଗିଲେ ବନ୍ଧିବ ପୁଲିସ

ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ  । ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ । ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣ ଋତୁ । ସାରା ରାଜ୍ୟ ପାର୍ବଣ ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ସେହି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ…