Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଗଣେଶ ପୂଜା: ସଜେଇ ହୋଇଛି ପୂଜା ମଣ୍ଡପ

ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟୀ ସମପ୍ରଭଃ। ନିର୍ଭିଗ୍ନଂ କୁରୁମେ ଦେଵ ସର୍ବକାର୍ଯ୍ୟେସୁ ସର୍ଵଦା। https://twitter.com/ANI/status/1564781445851533312?s=20&t=6CEe1Ui3jgE6utqLmXRlBw  ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।  ଆଜିଠୁ ଆରମ୍ଭ…

ବର୍ଷା ଘଡ଼ଘଡ଼ି ପାଇଁ ଗଣେଶ ପୂଜା ପଡ଼ିପାରେ ଫିକା!

ଭୁବନେଶ୍ବର:  ଗଣେଶ ପୂଜାରେ ହେବ ବର୍ଷା । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ବିଜୁଳି-ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ…

ଶାନ୍ତି ଶୃଖଂଳାର ସହ ପୂଜା ପାଳିବା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଚଳିତ ବର୍ଷର ଶାରଦୀୟ ଦୂର୍ଗା ପୂଜା ସହିତ ଲକ୍ଷ୍ମୀ ପୂଜା ପାଳନ ପାଇଁ ଭୁବନେଶ୍ୱର ପୋଲିସ କମିଶନରଙ୍କ କାର୍ଯ୍ୟଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପୂଜା କମିଟିର ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯିବା ସହ ସମ୍ପ୍ରତି ପୂଜା ପୂର୍ବରୁ…

ଗଣେଶ ପୂଜା ଅବସରରେ “ବିଶ୍ବ ଶାନ୍ତି” ର ବାର୍ତ୍ତା

ପୁରୀ:  ରାତି ପାହିଲେ ଭଗବାନ ଗଣେଶଙ୍କର ପୂଜା ।  ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି  । ଏଥିରେ ସେ  ବିଶ୍ବକୁ "World Peace" ର ବାର୍ତ୍ତା ଦେଇଛନ୍ତି  ।…

ପାର୍ବଣ ବେଳେ ବଟି ମାଗିଲେ ବନ୍ଧିବ ପୁଲିସ

ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ  । ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ । ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣ ଋତୁ । ସାରା ରାଜ୍ୟ ପାର୍ବଣ ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ସେହି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ…

ମାସକ ଭିତରେ ଶାଶୂଘର ଛାଡ଼ିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତ୍ରୀ ବର୍ଷା ଛାଡ଼ିବେ ଶାଶୂଘର । ମାସକ ମଧ୍ୟରେ ଶାଶୂଘର ଛାଡ଼ି ବାହାରେ ଭଡ଼ା ଘରେ ରହିବେ ବର୍ଷା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ବେଳେ ବର୍ଷା ଶାଶୂଘର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କଲେ ସାଂସଦ ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ସାଂସଦ ବିଗତ ଦୁଇ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଚାଲିଥିବା…

[ଦେଖନ୍ତୁ ଭିଡିଓ] ୫ ମାସ ହେଲା ଛୁଆ, ଗର୍ଭବତୀ, ପ୍ରସୂତିଙ୍କୁ ମିଳିନି ଅଣ୍ଡା ଓ ଛତୁଆ

କାମାକ୍ଷାନଗର: ଅଙ୍ଗନୱାଡ଼ି ଛୁଆଙ୍କୁ ଛତୁଆ ମିଳୁନି । ଦିଦି ଅଣ୍ଡା ନଦେଇ ଖାଇ ଦେଉଛନ୍ତି । ଲୋକେ ପଚାରିଲେ ଦିଦି ଓଲଟା କହୁଛନ୍ତି, ବିଲ୍ ପାସ୍ ହୋଇନି ମୁଁ କୋଉଠୁ ଦେବି । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଦିଦିଙ୍କ…

ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଡିଏସପି ଇନ୍-ଚାର୍ଜ

ଭୁବନେଶ୍ୱର: କୋଇଲା ପରିବହନକାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡିଏସପି ଇନ୍-ଚାର୍ଜ । ଢେଙ୍କାନାଳ ସଦର ଥାନା ଡିଏସପି ଇନ୍-ଚାର୍ଜ ଅଭିନବ ଡାଳୁଆଙ୍କୁ ଭିଜିଲ୍ସା ଲାଞ୍ଚ ଟଙ୍କା ସହ ଧରିଛି । ଶ୍ରୀ ଡାଳୁଆଙ୍କ ଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ…