Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍କୁଲ ଭିତରକୁ କ୍ୟାମେରା ମନା: ପୋଲ୍ ଖୋଲିଲା, ରୋକ୍ ଲାଗିଲା

ଭୁବନେଶ୍ୱର: ଏଣିକି ସ୍କୁଲ ଭିତରକୁ କ୍ୟାମେରା ଯାଇପାରିବନି । ଅର୍ଥାତ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସ୍କୁଲ ଭିତରକୁ ପ୍ରବେଶ କରିପାରିବେନି । ଏ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ପ୍ରବେଶ କରିବାକୁ ପ୍ରୟାସ କରନ୍ତି ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ…

କନ୍ଧମାଳର କୁନି ଝିଅ ମାମିନାଙ୍କ ବେଲଜିୟମ କାହାଣୀ

ଫୁଲବାଣୀ: କନ୍ଧମାଳ ରାଇକିଆର ଝିଅ ମାମିନା । ଏବେ ବେଲଜିଅମର ନାଗରିକ । ୩୦ ବର୍ଷ ପରେ ଫେରିଛନ୍ତି ଜନ୍ମମାଟିକୁ । କହିଛନ୍ତି ସେ ଭଲ ପାଆନ୍ତି ତାଙ୍କ ପରିବାରକୁ ଭଲ ପାଆନ୍ତି ଭାରତକୁ । ଯଦିଓ ସେ ଓଡ଼ିଆ ବୁଝିପାରୁନାହାଁନ୍ତି କି କହିପାରୁନାହାଁନ୍ତି କିନ୍ତୁ ତାଙ୍କର ଭାବନାକୁ ଯେ କେହି…

ଚୋର ଗ୍ୟାଙ୍ଗ୍‌ ପାଖରୁ ଜବତ ହେଲା ୨୫ଟି ପାଣି ପମ୍ପ, ମୋଟର୍‌

ବ୍ରହ୍ମପୁର: ଆସିକା ପୋଲିସ ଏକ ଚୋର ଗ୍ୟାଙ୍ଗ୍‌କୁ ଧରିବା ସହିତ ସେମାନଙ୍କ ପାଖରୁ ବିଭିନ୍ନ ପ୍ରକାରର ୨୫ଟି ପାଣି ପମ୍ପ ଏବଂ ମୋଟର୍‌ ଜବତ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଚିତ୍ରସେନ ଦଳେଇ (୩୦),ମିଟୁ ଦଳେଇ (୩୭), ପ୍ରହଲ୍ଲାଦ ବିଶ୍ୱାଳ (୨୭), ଚରଣ ବିଶ୍ୱାଳ (୨୭)। ଏମାନଙ୍କ ଘର…

ନକଲି ଚାବିରେ ଏଟିଏମରୁ ଟଙ୍କା ଚୋରି

ବ୍ରହ୍ମପୁର: ଗ୍ରାହକମାନେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ ମଧ୍ୟ ତାହା ବାହାରକୁ ବାହାରୁନଥିଲା । ବରଂ ମେଶିନ ଭିତରେ ହିଁ ରହିଯାଉଥିଲା । ଆଉ ନକଲି ଚାବିରେ ଦୁର୍ବୃତ୍ତ ମଶିନକୁ ଖୋଲି ଟଙ୍କା ନେଉଥିଲେ । ଗତ କିଛି ଦିନ ହେଲା ବ୍ରହ୍ମପୁରର ଏକ ଏଟିଏମ୍‌ରେ ଏଭଳି ଚୋରି ଚାଲିଥିଲା । ବ୍ୟାଙ୍କ…

ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ: ମାସ୍କ ନ ପିନ୍ଧିଲେ ଫାଇନ୍ କଟିବ

ଭୁବନେଶ୍ବର: କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି। ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି ।…

କୋଏଲ ନଦୀ ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ: ଦୁଇ ମୃତ ଓ ଦୁଇ ନିଖୋଜ

ରାଉରକେଲା: କୋଏଲ ନଦୀର ଝିରିପାଣି ପମ୍ପ ହାଉସରେ ଆଜି ଅଘଟଣ ଘଟିଛି । ନଦୀରେ ଗାଧୋଇବା ସମୟରେ ୪ ଜଣ ନାବାଳକ ବୁଡ଼ି ଯାଇଛନ୍ତି। ଏମାନେ ସମସ୍ତେ ଭାଇ ଭାଇ । ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।…

ଜଗନ୍ନାଥଙ୍କ ପହଣ୍ଡି ବିଜେ । ଟାହିଆ ଲଗାଇ ଝୁଲି ଝୁଲି ଆସୁଛି କାଳିଆ..

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା  । ମହାବାହୁ ନିଳାଚଳିଆ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ବାହୁଡି ଆସିବେ  । ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିର ଅଭିମୁଖେ ଧାଇଁ  ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ପହଣ୍ଡିରେ ରଥକୁ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା…

ଭୁବନେଶ୍ବର:  କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୱେବପୋର୍ଟାଲ ମାଲିକାନୀ ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏବେ ବି ରହସ୍ୟଜନକ ହୋଇଛି ହତ୍ୟାକାଣ୍ଡର କାରଣ । ମାନସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ…

ବ୍ରହ୍ମପୁର ଆସୁଛନ୍ତି ଧର୍ମେନ୍ଦ୍ର, ବନ୍ଦେ ମାତରଂ ଭବନ କରିବେ ଉଦଘାଟନ

ବ୍ରହ୍ମପୁର: ଆସନ୍ତାକାଲି ରବିବାର ବ୍ରହ୍ମପୁର ସହର ଉପକଣ୍ଠରେ 'ବନ୍ଦେ ମାତରଂ ଭବନ'ର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଈଶାଣେଶ୍ଵର ମନ୍ଦିର…

ଜାଲ୍ ପ୍ରମାଣପତ୍ର ଦେଇ ପିଇଟି ଚାକିରି, ୧୦ ଶିକ୍ଷକଙ୍କ ନାଁରେ ଏତଲା ଦେଲେ DEO

ଅନୁଗୁଳ: ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ଘଟଣା ସାମନାକୁ ଆସିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୋଲିସ୍ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ, ପଞ୍ଚାୟତ ହାଇସ୍କୁଲ୍ ବରପଦାରେ କାର୍ଯ୍ୟରତ…