Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ହତ୍ୟାକାଣ୍ଡ: ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ ସାମ୍ନାରେ ଆକ୍ରମଣ

 ଭୁବନେଶ୍ୱର:  ରାଜଧୀନରେ ହତ୍ୟାକାଣ୍ଡ । ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା । ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ୍ ସମ୍ମୁଖରେ ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲା ଶୋଇଥିବା ବେଳେ ଆକ୍ରମଣ ହୋଇଛି । ଆକ୍ରମଣରେ ସ୍ୱାମୀର…

ରଥଯାତ୍ରା: ଦୁଇ ବର୍ଷ ପରେ ରଥ ଟାଣିବେ ଭକ୍ତ

ପୁରୀ: କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି । ତେଣୁ ଦୁଇ ବର୍ଷ ପରେ ଚଳିତଥର ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବା ସହିତ ରଥଯାତ୍ରାରେ ରଥ ଟାଣିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଏହା ପୂର୍ବରୁ ହେବାକୁ ଥିବା ଚନ୍ଦନ ଯାତ୍ରା ଏବଂ ସ୍ନାନଯାତ୍ରା ମଧ୍ୟ ଦେଖିବାକୁ ଭକ୍ତଙ୍କୁ…

ବଦଳିବେ ପିସିସି ସଭାପତି, ନୂଆ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର: ବଦଳିବେ ପିସିସି ସଭାପତି । ଦିନେ ଦୁଇ ଦିନ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ଏନେଇ ମନୋନୟନ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ରହିଛି । ତେଣୁ ପିସିସି ସଭାପତି ଆସନରେ କିଏ ବସିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ପ୍ରଦେଶ କଂଗ୍ରେସ ସଭାପତି ଦଳର ଅଧ୍ୟକ୍ଷା…

ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ, ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡ଼ିଶା

ଭୁବନେଶ୍ୱର: ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ। ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା। ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ। ଏହା ସହ ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଲା ଗୋଲଡ଼…

ଧୁମଧାମରେ ପାଳିତ ହେଲା ରାମ ନବମୀ, ନଗର ସଂକୀର୍ତ୍ତନରେ କମ୍ପିଲା ଭଦ୍ରକ ସହର

ଆଜି ଶ୍ରୀରାମ ନବମୀ ସାରା ରାଜ୍ୟରେ ପାଳିତ ହୋଇଯାଇଛି । ଭଦ୍ରକର ଐତିହାସିକ ଶ୍ରୀରାମ ନବମୀରେ ଭଦ୍ରକ ଆଜି ଗେରୁଆ ରଙ୍ଗରେ ସଜେଇ ହୋଇଛି। ଜିଲ୍ଲାର କୋଣ ଅନୁକୋଣରୁ ସୁସଜ୍ଜିତ ମେଢ଼ ନଗର ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ଲକ୍ଷଲକ୍ଷ ଭକ୍ତଙ୍କ 'ଜୟ ଶ୍ରୀରାମ' ଧୋନୀରେ ପ୍ରକମ୍ପିତ ହୋଇଛି ଭଦ୍ରକ…

[ଦେଖନ୍ତୁ ଭିଡିଓ] ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର

ଢେଙ୍କାନାଳ  : ଯନ୍ତ୍ରଣାରେ ଜର୍ଜରିତ ଜୀବନ । କହିବାକୁ ଗଲେ ଜୀବନ ସହ ସଂଘର୍ଷ କରିଚାଲିଛନ୍ତି ଏହି କୋମଳମତି ଶିଶୁ । ଜନ୍ମ କଲା ମାଆ ପର କରିଦେଇଥିବା ବେଳେ ବାପା ଶଯ୍ୟାଶାୟୀ । ଦୁନିଆ କଣ ଜାଣି ନଥିବା ବେଳେ ଜୀବନ କିଭଳି ବଞ୍ଚିିବେ ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ଦୃଶ୍ୟ…

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀ: ମୃତ୍ୟୁର କାରଣ ଅସ୍ପଷ୍ଟ

ନବରଙ୍ଗପୁର : ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ । ଏକାବେଳକେ ଏମାନେ କେଉଁ…

ରାମନବମୀରେ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ ପରମ୍ପରା

କଟକ : ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ପବିତ୍ର ରାମନବମୀ ଥିବାରୁ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ କରାଯାଇଛି। କଟକ ଖପୁରିଆ ସ ମିଲ୍ ଠାରେ କାଠକୁ ଚିରଟ କରାଯାଇଛି। ଶ୍ରୀମନ୍ଦିରରୁ ଗାଡି ଯୋଗେ ଆଜ୍ଞାମାଳ ଅଣାଯାଇ ଏହି କରତକଳରେ କାଠକୁ ମେସିନ ସାହାଯ୍ୟରେ…

ମହାନଦୀରେ ୩ ଯୁବକ ବୁଡ଼ିବା ଘଟଣା: ଉଦ୍ଧାର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ଆଜି ମହାନଦୀରେ ବୁଡ଼ିଯାଇଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମଳିିଛି । ଡାକ୍ତରମାନେ ଉଦ୍ଧାର ହୋଇଥିବା ଯୁବକଙ୍କୁ ବଞ୍ଚାଇବା ପାଇଁ ବହୁ ଉଦ୍ୟମ କରିଥିବା ପରେ ମଧ୍ୟ ବଞ୍ଚାଇପାରି…

ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକା ଘଟଣା:କାର୍ଯ୍ୟାନୁଷ୍ଠାନ ନ ହେଲେ ବୁଧବାର ନୀଳଗିରି ବନ୍ଦ

ବାଲେଶ୍ୱର: ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି । ଆଗାମୀ ଦୁଇ ଦିନ ମଧ୍ୟରେ ଦ୍ରୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ନୀଳଗିରି ବନ୍ଦ ପାଇଁ ଚେତାବନୀ ଦିଆଯାଇଛି ।  ଏ ନେଇ ନୀଳଗିରିରେ ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ…