Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ । ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରିତ ବଜାର ପରିଷଦ(ଆରଏମସି) କୋପରେଟିଭ୍ ଇନିସପେକ୍ଟର ବନମାଳୀ ନାଏକଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କ ଘର, ଅଫିସ…

କଂଗ୍ରେସରୁ ଇସ୍ତଫା ଦେଲେ ଜର୍ଜ ତିର୍କି

ସୁନ୍ଦରଗଡ: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଆଦିବାସୀ ନେତା ଜର୍ଜ ତିର୍କି । ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପଛର କାରଣ ନିର୍ବାଚନ ବେଳେ ଦଳୀୟ ନେତାଙ୍କ ଅସହଯୋଗ ଏବଂ ରାଜ୍ୟ ନେତୃତ୍ୱ ନିଷ୍କ୍ରିୟ…

ଜିନ୍ଦଲ୍ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର : ଗତକାଲି ଅନୁଷ୍ଠିତ କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ୍ ନେତୃତ୍ଵାଧୀନ ଜିନ୍ଦଲ୍ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକକୁ ନିଲାମ ନେବାରେ ସଫଳ ହୋଇଛି । ସବୁଜ ଇସ୍ପାତ ଉତ୍ପାଦନ ମାଧ୍ୟମରେ…

ଏମ୍‌ସିଏଲ୍‌ର ବାର୍ଷିକ ସାମ୍ବାଦିକ ସମ୍ମିଳନୀ, କୋଇଲା ଉତ୍ପାଦନ ଓ ଉତ୍ତୋଳନରେ ଐତିହାସିକ ଅଭିବୃଦ୍ଧି

ଭୁବନେଶ୍ୱର: ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ଼ (ଏମ୍‌ସିଏଲ୍‌) ଏହାର ଉତ୍ପାଦନ ଓ ଡେସ୍‌ପ୍ୟାଚ୍ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ଼ ହାସଲ କରି ୨୦୨୧-୨୨ ଆର୍ଥିକ ବର୍ଷ ସମାପ୍ତ କରିଛି । କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୪% ଅଭିବୃଦ୍ଧି କରି ୧୬୮ ମିଲିୟନ ଟନ୍ କୋଇଲା ଉତ୍ପାଦନ କରି…

ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ

ପୁରୀ : ବଦଳିଛି ସ୍ୱର୍ଗଦ୍ୱାରର ଚିତ୍ର । ଆଗଭଳି ଆଉ ସଙ୍କୁଚିତ ହୋଇ ରହିନାହିଁ ପୁରୀ ସ୍ୱର୍ଗଦ୍ୱାର । ନିଜର ପ୍ରିୟଜନ ମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଶବକୁ ସମ୍ମାନ, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, କାଠ ବୋହିବା ପାଇଁ ଗାଡି, ସିସିଟିଭି ସହ ବିଶ୍ରାମ ଗୃହର…

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ : ବିଜେପି ଛାଡିଲେ ଜୟରାମ ପାଙ୍ଗୀ । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେପି ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତାଫା ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଜୟରାମ ପାଙ୍ଗୀ । ଜୟରାମ ପାଙ୍ଗୀ କେଉଁ ଦଳରେ ସାମିଲ ହେବେ ସେନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏନେଇ ସେ…

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକ ।  ସ୍ଵଦେଶୀ କୋଇଲା ବ୍ୟବହାର କରି ସ୍ଥାପନ କରିବ ବିଶ୍ଵର ସବୁଠୁ ବଡ ଏବଂ ସବୁଜ ଇସ୍ପାତ କାରଖାନା । ଗତକାଲି ଅନୁଷ୍ଠିତ କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ…

ଭୁବନେଶ୍ୱର ଦୟାଲ ଆଶ୍ରମରେ ଡେମୋ ଦେଖାଇ କାନ୍ଦି ପକାଇଲେ ଶର୍ମିଷ୍ଠା

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି  ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଁଞ୍ଚି ଡେମୋ ଦେଖାଇଛି ଶର୍ମିଷ୍ଠା । ଆଶ୍ରମରେ ପହଁଞ୍ଚି କିଭଳି ଭାବେ ମାନସ ସ୍ୱାଇଁ କୁ ହତ୍ୟା କରିଥିଲା ତାର ସିନ୍ ରିକ୍ରିଏସନ କରିଛି ଶର୍ମିଷ୍ଠା । ଏହି ସମୟରେ ପୁର। କ୍ରାଇମବ୍ରାଞ୍ଚ ଟିମ୍…

କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ

କଟକ : ଖାଦ୍ୟର ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ । କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଆହାର ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ । ନିଜ ସେ ଆହର କେନ୍ଦ୍ରରେ ବସି ଖାଇଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା…

ରଣପୁରରେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗଛରେ ବାନ୍ଧି ମାଡ ଅଭିଯୋଗ, ୭ ଗିରଫ

ନୟାଗଡ : ନାବାଳିକାଙ୍କୁ ଦୁଷ୍କର୍ମ କଲେ ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ । ନାବାଳିକା ଜଣକ ଥାନାକୁ ଯିବାରୁ ଅଭିଯୁକ୍ତଙ୍କ ପରିବାର ନାବାଳିକାକାଙ୍କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ ମାରିଛନ୍ତି ।ନୟାଗଡ ଜିଲ୍ଲା ରଣପୁର ଥାନା ହିଞ୍ଜିଳି ଗାଁରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିିଛି ।…