Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ମାତିଛନ୍ତି ଦଲାଲ : କ୍ଷତିରେ ମହୁଲ ଫୁଲ ଗୋଟାଳି

ନୂଆପଡ଼ା : ବସନ୍ତ ରୁତୁରେ ନୂଆପଡ଼ାର ଜଙ୍ଗଲ ଗୁଡ଼ିକରେ ମହୁଲ ଫୁଲ ଫୁଟିଥାଏ । ଘଂଚ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଏହାକୁ ଶୁଖାଇ କିଛି ରୋଜଗାର କରିଥାଆନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ । କିନ୍ତୁ ମହୁଲ ଫୁଲ ବିକ୍ରି କରିବା ପାଇଁ ବ୍ୟବସ୍ଥା ନଥିବାରୁ କମ୍ ଦାମରେ ବେପାରୀଙ୍କୁ ବିକ୍ରି…

କଳ୍ପନା ଦାସ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲା : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । କଳ୍ପନା ଦାସ ଓ ଝିଅ ବବଲି ହତ୍ୟା କାଣ୍ଡ ମାମଲାରେ କାରାଦଣ୍ଡ । ଛତିଶଗଡର ରାୟଗଡ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଥିଲେ ଅନୁପ ସାଏ ।୨୦୧୬ରେ କଳ୍ପନା ଓ ଝିଅ ବବଲିଙ୍କୁ ହତ୍ୟା…

[ଭିଡିଓ] ଖାଦ୍ୟ ପ୍ଲେଟରେ ଜିଅନ୍ତା ମାଛ ସର୍ଭ ,ଖାଇଲା ବେଳେ ଆଁ କରିଲା ମାଛ , ଗ୍ରାହକ ଛାନିଆ

ଭୁବନେଶ୍ୱର : ରେଷ୍ଟୁରାଣ୍ଟରେ ଜିଅନ୍ତା ମାଛର ଡିମାଣ୍ଡ । ଆମେ ସାଧାରଣତଃ ରେଷ୍ଟୁରାଣ୍ଟକୁ ଗଲେ ଆମେ ଭେରାଇଟି ଫୁଡ ଖାଇବାକୁ ପସନ୍ଦ କରୁ । ଭଲ ଭଲ ଖାଦ୍ୟ ଅର୍ଡର କରିଥାଉ ।  ହେଲେ ରେଷ୍ଟୁରାଣ୍ଟ ପକ୍ଷରୁ ଯେତେବେଳେ ଖାଦ୍ୟକୁ ଗାର୍ନିସିଂ କରିକି ଦିଆଯାଏ । ତାହା ଖାଦ୍ୟର ଟେଷ୍ଟ ଆହୁରି ବଢାଇ…

ଦଶପଲ୍ଲାରେ ବସ୍-ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ଟ୍ରକ ଡାଇଭର ମୃତ ,୧୫ ଆହତ

ନୟାଗଡ : ଦଶପଲ୍ଲା ଘାଟିଲେ ବସ ଓ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ।୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।ନୟାଗଡ ଦଶପଲ୍ଲା ଟାକରା ଘାଟିରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଓଏସଆରଟିସି ବସଟି କଣ୍ଟମାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏପରି…

ପୁଣି ବଢ଼ିଲା ସଂକ୍ରମଣ: ୮ ଜିଲ୍ଲାରୁ ୪୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଗତକାଲି ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨ ଜଣ…

ଲୁହା ବୋଝେଇ ଟ୍ରଲର ଗାଡି ଦୁର୍ଘଟଣା , ଡ୍ରାଇଭର ମୃତ

କନ୍ଧମାଳ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । କୋଟଗଡ ନିକଟସ୍ଥ ପବନ ଗାଁରେ ଲୁହା ବୋଝଇ ଟ୍ରଲର ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ଲୋକଙ୍କ କହିବା ଅନୁସାରେ ତୁମୁଦିବନ୍ଧ ପଟୁ ପ୍ରାୟ ରାତି ଦୁଇଟା ସମୟରେ ଲୁହା ବୋଝେଇ ଟ୍ରଲରଟି ତାମିଲନାଡୁ ଅଭିମୁଖେ…

ରାଜ୍ୟରେ ୯ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତତଲା ତାୱାରେ ସିଝୁଛି ସାରା ଓଡିଶା । ୩ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ ଓ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ୩ ତାରିଖରେ ବାଲେଶ୍ୱର ଭଦ୍ରକ , ଯାଜପୁର,…

ସମିତି ସଭ୍ୟଙ୍କୁ ଅଟକ ରଖିବା ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ

ଖଲ୍ଲିକୋଟ : ହୋଟେଲରେ ସମିତି ସଭ୍ୟଙ୍କୁ ଅଟକ ରଖିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ । କହିଲେ ସମିତି ସଭ୍ୟଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଥିଲେ । ସେମାନଙ୍କୁ ଅଟକ ରଖାଯାଇନି । ମାତ୍ର ଏପଟେ ସମିତି ସଭ୍ୟ ମାନେ ସେମାନଙ୍କୁ ଅଟକ ରଖାଯାଇଥିବା…

ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀଙ୍କ ଅବସ୍ଥା ଗୁରୁତର

ସୋର (ବାଲଶ୍ୱର): ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ । ବିଲ ଭିତରୁ ମିଳିଲା କ୍ଷତାକ୍ତ ମୃତଦେହ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟରେ ବିଲ ଭିତରୁ ମିଳିଛି ମୃତଦେହ । ମୃତକଙ୍କ ନାଁ ଆନନ୍ଦ ବିହାରୀ ପତ୍ରୀ । ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପତ୍ରୀଙ୍କୁ ଗୁରୁତର…

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳ ସାଢ଼େ ୬ଟାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି । ସେହିପରି ସକାଳ ୭ଟାରୁ ସାଢ଼େ ୧୧ଟା ଯାଏ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ଚାଲିଛି । ଖରା ବଢୁଥିବାରୁ ସକାଳୁଆ…