Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଦ୍ରକ: ୭ଟି ବ୍ଲକର ୭ଟି ଜିଲ୍ଲାପରିଷଦ ଜୋନରୁ ସବୁଯାକ ପୋଛିନେଲା ବିଜେଡି

ଭଦ୍ରକ: ଭଦ୍ରକ ଜିଲ୍ଲାର ୨୮ ଜିଲ୍ଲା ପରିଷଦ ଜୋନରୁ ଗତକାଲି ପ୍ରଥମ ଦିନର ଭୋଟ ଗଣତିରେ ୭ବ୍ଲକର ୭ଟି ଜିଲ୍ଲା ପରିଷଦ ଜୋନରୁ ସବୁଯାକ ଜୋନ ବିଜେଡି ପୋଛି ନେଇଛି। ଚାନ୍ଦବାଲି ବ୍ଲକର ୧ନମ୍ୱର୍ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ୧୫,୨୭୦ ଖଣ୍ଡ ଭୋଟ ପାଇଥିବା ବିଜୟୀ…

ମୟୂରଭଞ୍ଜ ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୫ରେ ବିଜେଡି ବିଜୟୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ଗଣତି ପ୍ରକ୍ରିୟା । ଗତକାଲି ୨୬ଟି ଜିଲ୍ଲା ପରିଷଦ ପାଇଁ ଗଣତି ସରିଥିବା ବେଳେ ଆଜି ଆଉ ୨୬ଟି ଆସନ ପାଇଁ ଚାଲିଛି ଗଣତି ପ୍ରକ୍ରିୟା । ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଜୟ ଆଡକୁ ମାଡି ଚାଲିଛି ବିଜେଡି । ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ…

କାଲିଠୁ ସ୍କୁଲ୍‌ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ଆରମ୍ଭ ହେବ ଅଫ୍‌ଲାଇନ୍‌ ପାଠପଢ଼ା । । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପିଲାମାନେ ଗତ ଦୁଇ ବର୍ଷ ହେବ…

ଜାଗର ପାଇଁ ଗାଇଡଲାଇନ୍‌ ଜାରି, କୋଭିଡ୍ ପ୍ରୋଟକଲ ପାଳନ ନିର୍ଦ୍ଦେଶ

ଭୁବନେଶ୍ୱର : ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ରାଜ୍ୟରେ କୋଭିଡ ସଂକ୍ରମଣର ହ୍ରାସ ପାଇଛି। ତେଣୁ ମହାଶିବରାତ୍ରୀ ଅବସରରେ…

୨୯୫ ଜିଲ୍ଲା ପରିଷଦ ଜୋନ୍ ରେଜଲ୍ଟ: ବିଜେଡି ଏକାକୀ ଜିତିଛି ୨୬୩

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପୁଣି ଶଙ୍ଖ ନାଦ । ବର୍ତ୍ତମାନ ସୁଦ୍ଧା ଗଣତିରେ ଦମ୍ ଦେଖାଉଛି ବିଜେଡି । ବିଭିନ୍ନ ଜିଲ୍ଲାରେ କ୍ଲିନ୍ ସୁଇପ୍ ଅଭିମୁଖେ ଅଗ୍ରସର ହେଉଛି ଦଳ । ବର୍ତ୍ତମାନ ସୁଦ୍ଧା ୨୯୫ ଜିଲ୍ଲା ପରିଷଦ ଆସନରେ ଗଣିତ ପରେ ଫଳାଫଳ ପ୍ରକାଶ ପାଇଛି । ଏଥିରୁ ବିଜେଡି ଏକାକୀ ୨୬୩…

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଗମ୍ଭୀରାରୁ ବାବା ଲୋକନାଥଙ୍କ ଦର୍ଶନ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ। ବର୍ଷ ତମାମ ଜଳରାଶି ମଧ୍ୟରେ ଧ୍ୟାନସ୍ଥ ରହିବା ପରେ…

ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏବେ ତିନି ଶହ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୫୧ ସଂକ୍ରମିତ । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୪୬ ଓ…

ପଞ୍ଚାୟତ ରେଜଲ୍ଟ: ଏଯାଏ ୨୩୦ ଜିଲ୍ଲା ପରିଷଦ ଜୋନରେ ଜିତିଛି ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଭୋଟ୍ ଗଣତି ଚାଲିଛି । ଗତକାଲି ଗଣନା କରାଯାଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ଏଯାଏ ୨୩୦ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ବାଜି ମାରିଛନ୍ତି । କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ…

ପଟ୍ଟାଙ୍ଗିରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ହାରିଲେ ସର୍ବଦଳୀୟ ପ୍ରାର୍ଥୀ

କୋରାପୁଟ: ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର । ଜିତିଲେ ସ୍ୱାଧୀନ ପ୍ରାର୍ଥୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଜୋନ୍-୧ରେ ଜିତିଲେ କୋଟିଆ ଝିଅ ଟିକାଇ ଗେମେଲ । ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସର୍ବଦଳୀୟ ପ୍ରାର୍ଥୀ…

କମ୍ପିଲା କଳିଙ୍ଗ : ଏଫଆଇଏଚ୍ ପ୍ରୋ-ଲିଗ୍‌ ହକି ଆରମ୍ଭ

ଭୁବନେଶ୍ୱର: କମ୍ପିଲା କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଲା FIH ପ୍ରୋ-ଲିଗ୍‌ ହକି । କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ମହିଳା ମ୍ୟାଚ୍‌ ସଂଧ୍ୟାରୁ ଆରମ୍ଭ ହୋଇଥିବାବେଳେ ପୁରୁଷ ମ୍ୟାଚ୍‌…