Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ  ।  ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ଆସିଛି । ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ  ବିଜେଡି  ବିଜୟୀ ହୋଇଛି । ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ…

ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର : ଦୁଇ ବର୍ଷ ପରେ ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି। ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି…

ପଞ୍ଚାୟତ ରେଜଲ୍ଟ: ଦ୍ୱିତୀୟ ଦିନ ଗଣତିରେ ୮୮% ଆସନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ପଞ୍ଚାୟତ ଭୋଟରେ ବିଜେଡି ଉଡ଼ାଇଛି ବିଜୟ ବାନା । ସବୁ ଜିଲ୍ଲାରେ ଶଙ୍ଖନାଦ । ବିଜେଡି କରିସ୍ମା ଆଗରେ ବିରୋଧୀଙ୍କ ପତିଆରା ଫିକା ପଡ଼ିଛି । ଦୁଇ ଦିନର ଗଣତିର ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଛି । ଗତକାଲି ହୋଇଥିଲା ୩୦୫ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ହୋଇଥିଲା । ଏଥିରୁ…

ପଞ୍ଚାୟତ ଭୋଟ୍ କାଉଣ୍ଟିଂର ଶେଷ ଦିନ: କାହାକୁ ମିଳିଛି କେତେ ସିଟ୍ ଜାଣନ୍ତୁ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ତଥା ଶେଷ ଦିନ । ଆଜି ୨୨୯ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ଚାଲିଛି । ଗତକାଲି ଦ୍ୱିତୀୟ ଦିନରେ ୩୦୭ ଓ ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନରେ କାଉଣ୍ଟିଂ କରାଯାଇଥିଲା । ଦୁଇ ଦିନର ଗଣତିରେ ସବୁଠୁ ବାଜି ମାରିଛି ବିଜେଡି ।…

ଫଳାଫଳକୁ ନେଇ ଅସନ୍ତୋଷ, ପୁନଃଗଣତି କରିବାକୁ ସରପଞ୍ଚ ପାର୍ଥ୍ରୀନୀଙ୍କ ଦାବି

କେନ୍ଦୁଝର: ଯୋଡ଼ା ବ୍ଲକ ଭଦ୍ରାସାହିରେ ଭୋଟ ଗଣତି ଶେଷ ହୋଇଛି । ହେଲେ ଭଦ୍ରାସାହିର ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ନାଏକ ଭୋଟ ଗଣତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସେ ପୁନଃଗଣତି କରିବାକୁ ଦାବି କରିଛନ୍ତି । ସୂଚନା ଅନୁସାରେ, ଭଦ୍ରାସାହିରେ ୭ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ…

ଯାଜପୁର: ୧୨ଟି ଜିଲ୍ଲାପରିଷଦ ଜୋନରୁ ୧୧ଟି ଜୋନରେ ବିଜେଡି ଆଗରେ

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ମୋଟ ୧୨ଟି ଜିଲ୍ଲାପରିଷଦ ଜୋନ୍ । ଏହା ଅଧୀନରେ ଥିବା ପଞ୍ଚାୟତର ପ୍ରାର୍ଥୀଙ୍କ ଭୋଟ ଗଣତି ସକାଳୁ ଆରମ୍ଭ ହୋଇ ପ୍ରାଥମିକ ପର୍ୟ୍ୟାୟରେ ଦିନ ୧୨ଟା ୩୦ ସୁଦ୍ଧା ୧୧ଟି ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ବେଳେ ବରୀରେ ବିଜେପି ପ୍ରାର୍ଥୀ…

ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ: ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ…

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ । ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମ ସପ୍ତାହ ପାଠପଢା ହେବନି । ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ…

[ଦେଖନ୍ତୁ ଭିଡିଓ] ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ

ପୁରୀ  : ପୁରୀର ଶ୍ରୀ ଲୋକନାଥଙ୍କ ପୀଠରେ ଆଜି ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଛି । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ଜମା ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ା ଯାଇଥିଲା। ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ…

୮୫୩ଟି ଜୋନରୁ ବିଜେଡି ୫୫୦ଟି ଜୋନରେ ଆଗୁଆ

ଭୁବନେଶ୍ୱର : ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି  । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୬ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି…

[ଦେଖନ୍ତୁ ଭିଡିଓ] ଦ୍ଵିତୀୟ ଦିନର ଭୋଟ ଗଣତି ଜାରି : ଭଦ୍ରକରେ ବିଜେଡି ଆଗରେ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଫଳାଫଳ ଘୋଷଣା ହେବା ପରେ ଏବେ ଦ୍ଵିତୀୟ ଦିନର ଭୋଟ ଗଣତି ଜାରି ରହିଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ସହ ଭୋଟ ଗଣତି ହେଉଛି । ଭଦ୍ରକ ଦ୍ଵିତୀୟ ଦିନରେ ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକରେ ବିଭିନ୍ନ…