Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁର୍ଦ୍ଦାନ୍ତ ଅପରାଧି ମୁନୁକୁ ଗିରଫ କଲା ଏସଟିଏଫ୍ , ୮ବର୍ଷ ହେଲା ଲୁଚିଥିଲା ମୁନୁ

ଭୁବନେଶ୍ୱର :ଏସଟିଏଫ୍ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ । ଦୁର୍ଦ୍ଦାନ୍ତ ଅପରାଧି କିଶୋର କୁମାର ମହାରଣା ଓରଫ ମୁନୁକୁ ଗିରଫ କଲା ଏସଟିଏଫ୍ ଟିମ୍ । କଟକ ସଦର ଅଞ୍ଚଳ ରେଡ ବେଳେ ଦୁର୍ଦ୍ଦାନ୍ତ ଅପରାଧି ମୁନୁ ଧରାପଡିଛି । ଏସଟିଏଫ୍ ଟିମ୍ ମୁନୁଠାରୁ ଗୋଟିଏ ୯ ଏମଏମର ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଓ…

ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ଭତ୍ତା, ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ବନ୍ଦ: ପ୍ରମିଳା ମଲ୍ଲିକ

ଯାଜପୁର: ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ସବୁ ବନ୍ଦ ବୋଲି ଆଜି ଭୋଟରଙ୍କୁ ରୋକଠୋକ୍ କହିଥିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା ଏକ ଦଳୀୟ ପ୍ରଚାର କରୁଥିବା ସମୟରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା…

[ଭିଡିଓ] ନିର୍ବାଚନୀ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ

ଯାଜପୁର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚାରିଆଡେ ଜମୁଛି ପ୍ରଚାର । ହେଲେ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ ହୋଇଛି । ଯାହାକି ନିର୍ବାଚନ କମିଶନ ଗାଇଡଲାଇନର ସିଧାସଳଖ ଉଲ୍ଲଙ୍ଘନ । ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରୁ ଏପରି ଅଭିଯୋଗ ଆସିଛି ।…

ପୌର ନିର୍ବାଚରେ ବ୍ୟବହାର ହେବ ଇଭିଏମ୍

ଭୁବନେଶ୍ୱର: ଚଳିତ ଥର ପୌର ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହୃତ ହେବ । ଏନେଇ ଆଜି ରାଜ୍ୟ ନିର୍ବାଚନ କିଶନର ଆଦିତ୍ୟ ପ୍ରସାଦ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି । କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥରେ ୨ଟି ଇଭିଏମ୍ ମେସିନ ରହିବ । ଗୋଯିଏ ଇଭିଏମରେ…

ଆଜି ଟେଡ୍ଡି ଡେ’ : ଟେଡ୍ଡି ଦେଇ ସାଥୀଙ୍କୁ କୁହନ୍ତୁ ନିଜ ମନର କଥା

ଭୁବନେଶ୍ୱର : ପ୍ରେମୀ ଯୁଗଳଙ୍କ ପାଇଁ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ଉଇକ୍ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଆଜି ହେଉଛି ଟେଡ୍ଡି ଡେ’ । ପ୍ରତ୍ୟେକ ପ୍ରେମୀ ଯୁଗଳ ବା ପରପ୍ପର ପରସ୍ପରକୁ ଭଲ ପାଉଥିବା ମଣିଷ ଆଜି ଟେଡ୍ଡି ଦିଆନିଆ ହୋଇଥାନ୍ତି ।ପ୍ରେମ ମଜବୁତ କରିବା ପାଇଂ ଟେଡ୍ଡି…

ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ପୌର ନିର୍ବାଚନ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଏହି ବୈଠକରେ ବିଜେପି ବିଜେଡି ଓ କଂଗ୍ରେସ ସର୍ବଦଳ ଯୋଗଦେଇଥିଲେ । ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।ବୈଠକରେ ବିଜେଡି ପକ୍ଷରୁ ସୁଲତା ଦେଓ…

ସାଇକେଲରେ ବୁଲିବୁଲି ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ

ପୁରୀ : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ରାଜନୈତିକ ଉଷ୍ମତା ସେତିକି ବଢୁଛି । ନିଆରା ଢଙ୍ଗରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ । ସତ୍ୟବାଦୀ ବ୍ଲକ ପେଣ୍ଠପଡା ପଞ୍ଚ।ୟତରେ ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ ସାଇକେଲରେ…

ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା

ଭୁବନେଶ୍ୱର: ପଞ୍ଚାୟତ ପରେ ପୌର ନିର୍ବାଚନ ନେଇ ସଜବାଜ ଆରମ୍ଭ ହେଲାଣି । ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବ । ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ…

ଭିଜିଲାନ୍ସ ଜାଲରେ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର

ଫୁଲବାଣୀ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ ଜାରି…

ଆଜି ରାଜ୍ୟରୁ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାର ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୮୦ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬୨ ଓ ଲୋକାଲ୍ କେସ୍ ରହିଛି ୬୧୮ । ୧୮ ବର୍ଷରୁ କମ୍ ବର୍ଗର ଆଉ ୩୩୪ ପଜିଟିଭ୍…