Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟୀ ମ୍ୟାନେଜର୍ କିଶୋର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ୱଲପୁର, ଭୁବନେଶ୍ୱର ଓ ପୁରୀରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି ।…

ବିଜେଡି ନେତାଙ୍କ ଅଶୋଭନୀୟ ଆଚରଣ ସହ ମୋଦିଙ୍କ କଂଗ୍ରେସ ପ୍ରତି ବିବାଦୀୟ ଟିପ୍ପଣୀକୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଦେଇଥିବା ଟିପ୍ପଣୀ ଉପରେ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଲା କଂଗ୍ରେସ । ଆଦିବାସୀ ଅଧୂସିତ ଜିଲ୍ଲା କୋରାପୁଟ ଜିଲ୍ଲାର ଜୟପୁର ଠାରେ ବିଜେଡି ଦଳର ନିର୍ବାଚନୀ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରସଙ୍ଗ…

ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ । ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ…

[ଭିଡିଓ] ଅଜବ ଗଜବ, ଛେଳିକୁ ପସନ୍ଦ ଧୂପ ବାସ୍ନା

ନେପାଳ: ଆମ ସମାଜରେ କିଛି ଅଜବ ଦୃଶ୍ୟ ବେଳେ ବେଳେ ଦେଖିବାକୁ ମିଳିଥାଏ । ଏଇ ଦେଖୁ ନାହାନ୍ତି ଛେଳିଟି ମନ୍ଦିର ପାଖରେ ଠିଆ ହୋଇ ଧୂପବାସ୍ନା ନେବା ସହ ଧୂପ ଧୂଆଁକୁ ପାଟିରେ ପୁରାଇ ଛାଡୁଛି ।ଏପରି ଦୃଶ୍ୟ ନେପାଳର ଏକ ମନ୍ଦିର ପରିସରରେ ଦେଖିବାକୁ ମିଳିିଛି ।…

ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଦନ ମୋହନ ମହାନ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ଓଡିଶା କ୍ରକେଟର ମଦନ ମୋହନ ମହାନ୍ତି ଆଉ ନାହାନ୍ତି । ବୁଧବାର ତାଙ୍କର  ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଯାଇଛି ।ତାଙ୍କ ପତ୍ନୀ…

୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୭୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ସୋରରେ ମାତିଛନ୍ତି ଲୁଟେରା । ଘରେ କେହି ନଥିବା ବେଳେ ୧୦ ଲକ୍ଷ ଟଙ୍କାର ସୁନା ରୂପା ଗହଣା ସହ ନଗଦ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଇଟୁଆ ଗାଁର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ମହାନ୍ତିଙ୍କ ଘରୁ ଲୁଟ ହୋଇଛି ।…

+୨ ପରୀକ୍ଷା ବାତିଲ ଦାବି: ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଆଜି ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । +୨ ପରୀକ୍ଷା ବାତିଲ ଦାବି ନେଇ ଛାତ୍ରଛାତ୍ରୀମାନେ ଆଜି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ସମୟ ପାଇଁ ଗାଡ଼ି ମୋଟର ଅଟକି ଯାଇ ଟ୍ରାଫିକ୍ ଜାମ୍ ହୋଇଥିବା…

ପୁରୀ ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ବାହାଘର

ପୁରୀ: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ଦେବେଶୀ ବାହାଘର । ହରିଆନା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜାଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡ଼ିଛି । ବର ପକ୍ଷ ମଙ୍ଗଳବାର ପୁରୀରେ ପହଞ୍ଚି କୋଭିଡ଼…

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍…

[ଭିଡିଓ] ରଙ୍ଗବତୀ ଗୀତରେ ନାଚି ପ୍ରଚାର କଲେ ବିଧାୟକ

ନୂଆପଡା : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି ।ଏଥିରୁ ବାଦ ପଡିନାହ।ନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।ରଙ୍ଗବତୀ ଗୀତର ତାଳେ ତାଳେ ନାଚି ଭୋଟରଙ୍କ ମନମୋହୁଛନ୍ତି ବିଧାୟକ । ନୂଆପଡା ଜିଲ୍ଲାର ବିଧାୟକ…