Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାମାନ୍ୟ ବଢ଼ିବ ଶୀତ, ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ତିନି ଦିନ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା । ପୁଣି ଥରେ ଶୀତ ଅନୁଭୂତ ହେବ । ସ୍ୱାଭାବିକ ହେବ ରାତିର ତାପମାତ୍ରା । ଆଗାମୀ ତିନି ଦିନରେ ରାତିର ତାପମାତ୍ରା ଖସିବ । ଫଳରେ ଥଣ୍ଡା ସାମାନ୍ୟ ବଢ଼ିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ…

ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ, ଆସିଲାନି ପୁଅ

ସମ୍ୱଲପୁର: ମାଆର ମୃତ୍ୟୁ ପରେ ବି ଆସିଲାନି ପୁଅ । ଯାହାକୁ ଅନ୍ତ ଫାଟି ଜନ୍ମ ଦେଇଥିଲେ । କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲେ ସେଇ ପୁଅ ଶେଷ ସମୟରେ ବି ଟିକେ ଦେଖିବାକୁ ଆସିଲାନି । ଶେଷରେ ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ । କୋକେଇକୁ କାନ୍ଧେଇ ଶ୍ମଶାନକୁ ନେଲେ ଓ ମୁଖାଗ୍ନି ଦେଲେ ।…

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଓୟୁଏଟି ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ । ଷ୍ଟାଫ୍ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ବାସନ୍ତୀ ଜେନା । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଅଧିକ ଖୋଳତାଡ କରୁଛି ଖଣ୍ଡଗିରି ଥାନା ପୋଲିସ ।…

SAIL ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର କାର୍ଯ୍ୟନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଇସ୍ପାତ ମନ୍ତ୍ରଣାଳୟର ଏକ ସରକାରୀ ଆଦେଶ ଅନୁଯାୟୀ, ଭୌମିକ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଡିସେମ୍ବର…

ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହେଲେ ୩୨୭୯

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ କରୋନା ଗ୍ରାଫ କମିବାରେ ଲାଗିଛି । ଆଜି ରାଜ୍ୟରେ ସଂକ୍ରମିତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ରାଜ୍ୟରେ ଆଜି ୩୨୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୧ ଜଣ ଅଛନ୍ତି । ରାଜ୍ୟରେ…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେଲେ ନୂଆ ୩ ବିଚାରପତି

ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ଏହି ନୂଆ ୩ଜଣ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ସମ୍ବିଧାନର ଧାରା…

୧୪ରୁ ନୁହେଁ ୨୮ରୁ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବାକୁ ନେଇ ବଦଳିଲା ନିଷ୍ପତ୍ତି । ଫେବ୍ରୁଆରୀ ୧୪ରେ ଖୋଲିବନି ସ୍କୁଲ । ୨୮ରୁ ସ୍କୁଲ ଆସିବେ କେଜିରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ୨ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଛି । ଆବର୍ଜନା ସଫା କରିବା ସମୟ…

ନିଯୁକ୍ତି ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଜୟପୁର : ଜୟପୁରରେ ମାତିଛନ୍ତି ଠକ ଗ୍ୟାଙ୍ଗ ।୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।ଅଭିଯୁକ୍ତ ସୁବାଷ ଚନ୍ଦ୍ର ଚୈଧୁରୀ ୧୦୦ ଜଣ ଲୋକଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକିନେଇଥିବା ତା ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ”ଅଗର କଂଗ୍ରେସ ନା ହୋତି”କୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ‘କଂଗ୍ରେସ ନା ହୋତି’ କୁ ନେଇ କଂଗ୍ରେସ ବିଜେପି ଉପରେ ବର୍ଷିଛି । ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଆଜି କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗର କଂଗ୍ରେସ…

ଓଡିଶା ମହିଳା ଲିଗ ଫୁଟବଲ: ଉନ୍ମୋଚିତ ହେଲା ଜର୍ସି

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହାୟତାରେ ଓଡିଶା ମହିଳା ଲିଗ ଫୁଟବଲ ଫେବୃୟାରୀ ୧୨ରୁ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏହାର ଜର୍ସି ଉନ୍ମୋଚିତ ହୋଇଥିଲା । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସେକ୍ରେଟାରୀ ଆର.ଭିନିଲ…