Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ସମେତ ୫ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅଢ଼େଇ ଲକ୍ଷ ଉପରେ ରହୁଛି । କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି । କିଛି ରାଜ୍ୟରେ ଅଧିକ ରହିଛି ଆକ୍ଟିଭ୍ କେସ୍ । ଆଜି ଓଡ଼ିଶା ସମେତ ୫ଟି ରାଜ୍ୟ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର…

ରାଜ୍ୟରୁ କରୋନାରେ ଆଉ ୧୫ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସରେ ଆଉ ୧୫ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଜଣେ ୧୩ ମାସର ଶିଶୁ ।…

ଜାଡ଼ ଭାଙ୍ଗୁଛି ହାଡ଼: ଦୁଇ ଦିନ ଶୀତରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ । ଆଗାମୀ ଦୁଇ ଦିନ ଶୀତରୁ ନିସ୍ତାର ନାହିଁ । ଖସୁଛି ରାତିର ତାପମାତ୍ରା । ପ୍ରବଳ ଥଣ୍ଡାରେ ଥରୁଛି ଓଡ଼ିଶା । ଅଧିକାଂଶ ଜିଲ୍ଲାରେ ରାତିର ତାପମାତ୍ରା ୩-୫ ଡିଗ୍ରୀ ଯାଏ ହ୍ରାସ ପାଇଛି । ଆସନ୍ତା ୩୧ ତାରିଖ ଯାଏ ଏଭଳି ଶୀତ ଲହରି ଜାରି ରହିବ ବୋଲି…

ଜାଲ ଦସ୍ତଖତ ଠକେଇ, ଜଣେ ଗିରଫ

ଭୁବନେଶ୍ୱର, ଜାଲ ଦସ୍ତଖତ କରି ଠକେଇ କରିବା ଅଭିଯୋଗରେ ଆଜି ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଦିଲ୍ଲୀର ଏକ କମ୍ପାନୀକୁ ଠକି ଥିଲେ । ଭୁବନେଶ୍ୱର-ମାଷ୍ଟକ୍ୟାଣ୍ଟିନ ଛକରୁ ଅଭିଯୁକ୍ତ ମନୋଜ ସେଠଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀକୁ…

କରୋନା କଟକଣାରେ ନିର୍ବାଚନ, ଏଥର ଗୀତରେଗୀତରେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଚଳିତ ଥର ନିର୍ବାଚନୀ ପ୍ରଚାର ଟିକେ ଅଲଗା ପ୍ରକାର । ଗୀତରେ ଗୀତରେ ଚାଲିଛି ନିର୍ବାଚନ ପ୍ରଚାର । ପଞ୍ଚାୟତ ନିର୍ବାଚନକୁ ନେଇ ଜୋର ଧରିଛି ଗୀତ ରେକଡିଂ । ବିଭିନ୍ନ ପ୍ରକାରର ହିଟ୍ ଗୀତ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକଡିଂ । ଚଳିତ ଥର କୋଭିଡ…

ତ୍ରିକୋଣୀୟ ପ୍ରେମରୁ ଛୁରାମାମଡ଼ !

ଭୁବନେଶ୍ୱର: ଅଶାନ୍ତ ହେବାରେ ଲାଗିଛି ରାଜଧାନୀ । ସିରିଜ ଲୁଟ୍ ପରେ ପୁଣି ରାଜଧାନୀରେ ଛୁରା ମାଡ଼ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି । ଛୁରାମାଡ଼ ହୋଇଥିବା ଯୁବକଙ୍କୁ…

ଓଡିଶା ଓପନ ବ୍ୟାଡମିଂଟନ: ମିକ୍ସଡ ଡବଲ୍ସରେ କମାଲ କଲେ ଓଡିଆ ଝିଅ ଶ୍ୱେତପର୍ଣ୍ଣା

କଟକ: ଏଠାରେ ଚାଲିଥିବା ଓଡିଶା ଓପନ ବ୍ୟାଡମିଂଟନରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲରେ ଶ୍ୱେତପର୍ଣ୍ଣା ପଣ୍ଡା ଓ ବି.ଯାଦବ ଯୋଡି ନିଜ ଦେଶର ରାହୁଲ କୁମାର ଶାହ ଓ ରୁଦ୍ରାଣୀ ଜୈସୱାଲଙ୍କୁ ୨୧-୧୨, ୨୧-୧୨ ସେଟରେ ପରାସ୍ତ କରି…

[ଭିଡିଓ] ଶାସକ ଦଳର ବିଫଳତା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ବେଳେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ପଞ୍ଚାୟତ ନିର୍ବାଚନରେ ଠିକ ଲୋକକୁ ନିର୍ବାଚିତ କରିବା ପାଇଁ ସେ ନିବେଦନ କରିଛନ୍ତି । ଲମ୍ବା ସମୟର ବିଜେଡି ଶାସନ ରାଜ୍ୟବାସୀ ଦେଖିଲେଣି ।…

ବିଜେପି ବିଧାୟକ ଓ କର୍ମୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା…

ଭୁବନେଶ୍ୱର:ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ।ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନରଙ୍କ ଆଗରେ ଫେରାଦ ହେଲା ବିଜେଡି । ଧାମନଗରରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏବଂ ବିଜେପି…

ମାଘ ସପ୍ତମୀରେ କରୋନା କଟକଣା : ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ

କୋଣାର୍କ :ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମାଘ ମେଳାରେ ବୁଡ ପକାଇବା ନେଇ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ଫେବୃଆରୀ ୭ ତାରିଖରେ ମାଘ ମେଳା ପଡୁଥିବାରୁ ଏଥର ବୁଡ ପକାଇବାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ…