Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛତିଶଗଡ ନାରାୟଣପୁରରେ ମାଓ ହିଂସା, ୩ଟି ଟ୍ରକକୁ ଜାଳିଦେଲେ ମାଓବାଦୀ

ଛତିଶଗଡ : ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।ଟ୍ରକ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ…

ସଂକ୍ରମଣ ହ୍ରାସ ପାଇଛି ,ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯଦିଓ ସଂକ୍ରମଣ ହ୍ରାସ ପାଇଛି ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୋଣସି ନିଷ୍ପତ୍ତି ନେଇ ନାହାନ୍ତି । କିଛି ଦିନ କରୋନା ସଂକ୍ରମଣ ଗତି ଉପରେ ନଜର ରଖାଯିବ…

ରାଜ୍ୟରେ ସଂକ୍ରମଣ କମୁଛି, ଫେବ୍ରୁଆରୀରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଖସୁଛି । ଦୈନିକ କେସ୍ ୫ହଜାର ତଳକୁ ଖସିଛି । ସପ୍ତାହେ ପୂର୍ବରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିଲା । ଏବେ ନିୟନ୍ତ୍ରଣକୁ ଆସୁଛି କରୋନା । ଆଉ ଦୁଇ ଦିନ ପରେ ସରୁଛୁ ଜାନୁଆରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ । ଆଶା…

ରାଜ୍ୟରେ ସଂକ୍ରମଣ ବୃଦ୍ଧିରେ ମନ୍ଥରତା , ତଥାପି ବିପଦ ଲାଗି ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ମନ୍ଥର ହେଉଛି । ବର୍ତ୍ତମାନ ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ଥିତିରେ ସୁଧାର ଆସିଥିଲେ ବି ବିପଦ ଟଳିନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ ଡେଲଡା ଭାରିଆଣ୍ଟର ଉପସ୍ଥିତି…

ଖୋଲୁଛି କଟକ କନିକା ରାଜା ଘରର ଗୁମର

କଟକ: ଖୋଲୁଛି କଟକ କନିକା ରାଜଘରର ଗୁମର । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତିରୁ ମିଳିଥିବା ଭାଗକୁ ବିକ୍ରି କରିଦେବା ଯୋଜନାରେ ଥିଲେ ନାତୁଣୀ ବୋହୂ ପରେଶକୁମାରୀ ଦେବୀ । ପାଖାପାଖି ୪ କୋଟି ଟଙ୍କାର ସମ୍ପତି ବିକ୍ରି କରିବାକୁ ନିଷ୍ପତି ନେଇଥିଲେ ।…

ଝାଡାବାନ୍ତି ଆତଙ୍କ: ଜଣଙ୍କର ମୃତ୍ୟୁ, ୧୦ ଗୁରୁତର ଅଭିଯୋଗ

ଝାରସୁଗୁଡ଼ା: ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଅଭିଯୋଗ । ୧୦ ଜଣ ଗୁରୁତର ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ସମସ୍ତ ଆକ୍ରାନ୍ତ ଲଖନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାପରେ ଗାଁରେ ପହଞ୍ଚିଛି…

୧୦ ସହରରେ ୧୦ ଡିଗ୍ରୀ ତଳେ ରାତିର ତାପମାତ୍ରା, ଦାରିଙ୍ଗିବାଡ଼ି ଓ ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ଶୀତ ଲହରି । କାଲିଠାରୁ ବଢ଼ିଛି ଥଣ୍ଡା । ପାଣିପାଗ ବିଭାଗ କହିଛି ଶୀତ ଲହରି ଆହୁରି ୨ ଦିନ ଜାରି ରହିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଥିଲା ଦାରିଙ୍ଗିବାଡ଼ି ଓ ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ…

ରାଜ୍ୟରେ ୫ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ । ୧୦ହଜାରରୁ ୫ ହଜାର ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୮୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩୩ । ୧୮ ବର୍ଷ ଭିତରେ ଆଉ ୬୭୧ ଜଣ ସଂକ୍ରମିତ ହୋଇଛନ୍ତି ।…

ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ, କିଏ କେଉଁଠି ଜାଣନ୍ତୁ

ଭୁବନେଶ୍ୱର: ପୌର ନିର୍ବାଚନ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହୋଇଛି । ଏନେଇ ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ବାହାରିଛି ବିଧିବଦ୍ଧ ବିଜ୍ଞପ୍ତି । ଚୂଡ଼ାନ୍ତ ସଂରକ୍ଷଣ ତାଲିକା…

ବ୍ରହ୍ମପୁର, କଟକ, ଭୁବନେଶ୍ୱର ମହାନଗର ନିଗମ ପାଇଁ ଆସିଲା ଚୂଡ଼ାନ୍ତ ଓ୍ୱାର୍ଡ ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ । ତାପୂର୍ବରୁ ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ପ୍ରକାଶ ପାଇଛି ଚୂଡ଼ାନ୍ତ ଓ୍ୱାର୍ଡ ତାଲିକା । ଭୁବନେଶ୍ୱର ମହାନଗର ନିଗମ ପାଇଁ ୬୭ ଓ୍ୱାର୍ଡ…