Latest Odisha News

BREAKING NEWS

Browsing Category

ଓଡିଶା

Odisha

ମ୍ୟାଟ୍ରିମୋନିଆଲ୍ ସାଇଟ୍‌ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

ଛତ୍ରପୁର: ବିବାହର ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ୧.୧୯ କୋଟି ଟଙ୍କାର ସାଇବର ଠକେଇ କରିଥିବା ଜଣେ ମାଷ୍ଟରମାଇଣ୍ଡକୁ ଗଞ୍ଜାମ ସାଇବର ପୋଲିସ ଗୋଆରୁ ଗିରଫ କରିଛି। ୩୯ ବର୍ଷୀୟ ଅଭିଯୁକ୍ତର ନାମ ଜିନୁ ସାହାନି ଓରଫ ରାକେଶ ରାଜପୁତ, ଯିଏକି କନ୍ଧମାଳ ଜିଲ୍ଲାର ବାସିନ୍ଦା। ସେ ମାଟ୍ରିମୋନିଆଲ୍…

Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ…

ଭୁବନେଶ୍ବର: ଓଡ଼ିଶାରେ ଯଦି ଏବେ ବିଧାନସଭା ନିର୍ବାଚନ ହୁଏ, ତେବେ କାହାକୁ ବାଛିବେ ଓଡିଶାର ଜନତା? କିଏ ଏବେ ପ୍ରଥମ ପସନ୍ଦ? ନବୀନ ପଟ୍ଟନାୟକ ନା ମୋହନ ଚରଣ ମାଝୀ? ୨୪ ବର୍ଷର ବିଜେଡି ଶାସନକୁ ହଟାଇ ୨୦୨୪ରେ କ୍ଷମତାକୁ ଆସିଥିଲା ବିଜେପି। କିନ୍ତୁ ଏବେ ରାଜ୍ୟରେ ଛାତ୍ର ରାଜନୀତି ପୁଣି ସକ୍ରିୟ…

Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ…

ଭୁବନେଶ୍ୱର: ଅକ୍ଟୋବର ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ହେବାର ସଙ୍କେତ ମିଳୁଛି। ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପରେ ୨୫ କିମ୍ବା ୨୬ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା…

Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ…

ଭୁବନେଶ୍ୱର: ଚାହୁଁଚାହୁଁ ସରିବାକୁ ବସିଲାଣି ଦଶହରା । ଆଜି ଆସ୍ଥା, ଭକ୍ତି, ଶକ୍ତି ଓ ନୂତନ ଆଶାର ପର୍ବ ବିଜୟା ଦଶମୀ। ଦଶହରା ବା ଦଶରା ନାମରେ ମଧ୍ୟ ପରିଚିତ ଏହି ପବିତ୍ର ପର୍ବ ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ଉତ୍ସବ। ଏହା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଅସତ୍ୟ ଉପରେ ସତ୍ୟର, ଅଧର୍ମ…

ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା

ଭୁବନେଶ୍ୱର: ଭୋଟରଙ୍କ ମତଦାନ ଅଧିକାରର ସୁରକ୍ଷା, ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଗଣତନ୍ତ୍ରର ସୁରକ୍ଷା ଦାବିରେ ଓଡ଼ିଶାରେ ଏସ ଆଇ ଆର୍ ବିରୋଧରେ ଆସନ୍ତା ୨୩ ଅକ୍ଟୋବରରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ‘ପିପୁଲ୍ ଏଗେନଷ୍ଟ SIR’ (SIR ବିରୋଧରେ ଜନଗଣ), ଓଡ଼ିଶା ପକ୍ଷରୁ ଆହ୍ୱାନ…

ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାନବମୀ ଅବସରରେ ମା’ ବିମଳା ଦେବୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଥିବାରୁ ମଙ୍ଗଳବାର ସକାଳ ୮ଟାରୁ ସାଧାରଣ ଦର୍ଶନ ପୁନର୍ବାର ଆରମ୍ଭ ହେବାର ସମ୍ଭାବନା ରହିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସୋମବାର ଜାରି ଏକ ବିଜ୍ଞପ୍ତିରେ…

ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନ ବିଭିନ୍ନ ମାର୍ଗରେ ଚଳାଚଳ କରୁଥିବା ଚାରୋଟି MEMU ଟ୍ରେନ୍ ସେବାକୁ ଅକ୍ଟୋବର ୨୦ ତାରିଖରୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି। ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଏହି ଟ୍ରେନ୍‌ଗୁଡ଼ିକୁ…

କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ବର: କମିଶନରେଟ ପୋଲିସ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍ । ହ୍ୟାକର ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ କରିଛନ୍ତି । ହ୍ୟାକର କିଛି XRP ଓ ଏକ୍ସମ୍ୟାନ ଓ୍ବାଲେଟ ସମ୍ପର୍କରେ କରିଛି ଅନେକ ପୋଷ୍ଟ । ପୋଲିସ ପକ୍ଷରୁ ‘ଏକ୍ସ’କୁ ଚିଠି ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।…

ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି… 

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଦୃଷ୍ଟିରେ ରଖି ଦୁର୍ଗା ପୂଜା ଉତ୍ସବକୁ  ନିରାଡମ୍ବର ଭାବେ ପାଳନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଚାଷୀ ଭାଇ ଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତି…

ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର:ପୁଅର କାର୍ଯ୍ୟକଳାପ ଅସହ୍ୟ ହେବାରୁ ଛୁରି ଭୁସି ହତ୍ୟା ଉଦ୍ୟମ କରିଥିଲେ ବାପା। ଛୁରାମାଡ଼ ପରେ ପୁଅ ବଞ୍ଚି ଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଏହି ଅଭାବନୀୟ କାଣ୍ଡ ଘଟିଛି । ହତ୍ୟା ଉଦ୍ୟମ…